Home Biology Biology Multiple choice questions odia !! odia science gk set-1

Biology Multiple choice questions odia !! odia science gk set-1

0
429

 

Important Biology Quiz MCQs

– top 100 important biology quiz, biology ncert class 11 and class 12 for competitive exams book related biology questions and answers. biology gk question paper with biology gk for ssc.
Q.1: ଜୀବ ବିଜ୍ଞାନ ର ଜନକ(biology father)କାହାକୁ କୁହାଯାଇଥାଏ?
[A] ଚାର୍ଲସ ଡାର ଉଈନ (charles darwin)
[B] ଲିନିୟସ (carl linnaeus)
[C] ଅରସ୍ତୁ (aristotle)
[D] ମେଣ୍ଡଲ (gregor mendel)

[C] ଅରସ୍ତୁ (aristotle)

Q.2: ଜୀବନର ଭୌତିକ ଆଧାର କଣ ଅଟେ (physical basis) ?
[A] ଜିନ
[B] କୋଷିକା (cell)
[C] ମାଇଟରକଣ୍ଡ୍ରିଆ(mitochondria)
[D] ଜୀବଦ୍ରବ୍ୟ (organism)

[D] ଜୀବଦ୍ରବ୍ୟ

Q.3: ସର୍ବପ୍ରଥମେ ସେଲ ର ଖୋଜ (first cell discovered) କିଏ କରିଥିଲେ?
[A] ସ୍ଲାଇଡେନ (matthias j. schleiden)
[B] ରୋବୋର୍ଟ ହୁକ(robert hooke)
[C]ସ୍ଵନ (theodor schwann)
[D] ଡରବିନ (charles darwin)

[B] ରୋବୋର୍ଟ ହୁକ

 

Q.4: କୋଷିକା ର ଶକ୍ତି କେନ୍ଦ୍ର (power center) କାହାକୁ କୁହାଯାଏ ?
[A] ମାଇଟ୍ରକଣ୍ଡ୍ରିଆ (mitochondria)
[B] ଲାଇସୋଜୋମ(lysosome)
[C] କେନ୍ଦ୍ରିକ (nucleus)
[D] କୋଷିକା ଦ୍ରବ୍ୟ (cytoplasm)

[A] ମାଇଟ୍ରକଣ୍ଡ୍ରିଆ

Q.5: କେଉଁ ସାରାଂଚନା ପ୍ଲାଣ୍ଟ ସେଲ କୁ ପ୍ରାଣୀ କୋଷରେ (animal cell) ଵିଭାଦିତ କରିଥାଏ ?
[A] କୋଷିକା ଭିତ୍ତି (cell wall)
[B] ବର୍ଣ୍ଣହରିତ(chlorophyll)
[C] ସେଣ୍ଟ୍ରିଅଳ(centriole)
[D] ଉପରୋକ୍ତ ସମସ୍ଥ (all of these)

[D] ଉପୋରକ୍ତ ସମସ୍ତ

Q.6: କେଉଁ କୋଶିଙ୍ଗାଗ କୁ “ଆତ୍ମହତ୍ୟା ସ୍ଥଳୀ” କୁହାଯାଇଥାଏ ?
[A] ରାଇବୋଜମ (ribosome)
[B] ଲାଇସୋଜୋମ (lysosome)
[C] ଋଷୁଥିକା (vacuole)
[D] ସେଣ୍ଟ୍ରସୋମ (centrosome)

[B] ଲାଇସୋସୋମ

Q.7: DNA ର ଦ୍ବିଗୁଣିତ କୁଣ୍ଡଳୀ (Double Helix Model) ର ଆବିଷ୍କାର କିଏ କରିଥିଲେ
[A] ୱାଟ୍ସନ ଓ କ୍ରିକ
[B] ସ୍ଲାଇଡେନ ଓ ସ୍ଵନ
[C] ରୋବୋର୍ଟ ହୁକ
[D] ଗ୍ରେଗର ମେଂଡଲ

[A] ୱାଟ୍ସନ ଓ କ୍ରିକ

Q.8: DNAପ୍ରମୁଖ କାର୍ଯ୍ୟ କଣ ଅଟେ ?
[A] ପ୍ରୋଟିନ ସଂସ୍ଲେସଣ
[B] କୋଷିକାୟ ଶ୍ଵସନ
[C] କୋଷିକାୟ ପରିବହନ
[D] ଆନୁବଂଶିକ କ୍ରିୟା ର ସଂଚାଳନ

[D] ଆନୁବଂଶିକ କ୍ରିୟା ର ସଂଚାଳନ

Q.9: RNA (ribonucleic acid) କେଉଁଠି ମିଳିଥାଏ ?
[A] କୋଷିକା ଭିତ୍ତିରେ
[B] ମାଇଟ୍ରକଣ୍ଡ୍ରିଆରେ
[C] କୋଷିକା ଦ୍ରବ୍ୟ ରେ
[D] ରାଇବଜୋମ ରେ

[C] କୋଷିକା ଦ୍ରବ୍ୟ ରେ

Q.10: ‘ଅନୁବଂଶିକି ର ଜନକ ‘ (father of genetics) କାହାକୁ କୁହାଯାଇଥାଏ ?
[A] ଲମାର୍କ (jean-baptiste lamarck)
[B] ଡରବିନ (charles darwin)
[C] ମେଂଡଲ (gregor mendel)
[D] ଅରସ୍ତୁ (aristotle)

[C] ମେଂଡଲ

Q.11: ମାନବ ପାଖରେ ଟୋଟାଲ ଗୁଣସୂତ୍ର କେତେ ରହିଥାଏ ?
[A] 46
[B] 47
[C] 56
[D] 57

[A] 46

Q.12: ମନୁଷ୍ୟ ପାଖରେ ଦେଖାଯାଉଥିବା ରୋଗ (genetic diseases) ର ନାମ କଣ ?
[A] ଅନ୍ଧାରକଣା (blindness)
[B] ହିମୋଫିଲିଆ (haemophilia)
[C] ଟନର ସିଣ୍ଡ୍ରୋମ (turner syndrome)
[D] ଉପରୋକ୍ତ ସମସ୍ଥ

[D] ଉପରୋକ୍ତ ସମସ୍ଥ

Q.13: କେତେବେଳ ବାଳକ ଜନ୍ମ ନେଇଥାଏ ?
[A] XX ଗୁଣସୂତ୍ର ହେଲେ
[B] YY ଗୁଣସୂତ୍ର ହେଲେ
[C] XY ଗୁଣସୂତ୍ର ହେଲେ
[D] XXX ଗୁଣସୂତ୍ର ହେଲେ

[C] XY ଗୁଣସୂତ୍ର ହେଲେ

Q.14: ହିମୋଫିଲିଆ ରୋଗ ଦ୍ୱାରା ପୀଡିତ ହେଇଥବା ବ୍ୟକ୍ତି କେଉଁ ଲକ୍ଷଣ ଦେଖାଯାଇଥାଏ ?
[A] ଆଇରନ କମ ହୋଇ ଯାଇଥାଏ
[B] ରକ୍ତ ବୋହିବା ବନ୍ଦ ହୋଇନଥାଏ
[C] ରକ୍ତ ତିଆରି ହୋଇ ନଥାଏ
[D] ରକ୍ତରେ ଶ୍ୱେତ କଣିକା ମରି ଯାଇଥାଏ

[B] ରକ୍ତ ବୋହିବା ବନ୍ଦ ହୋଇନଥାଏ

 

Q.15: ଜିନ ବିଷୟରେ କେଉଁ ଷ୍ଟେଟମେଣ୍ଟ ସତ୍ୟ ଅଟେ ?
[A] ଏହା ଡି ଏନ ଏ ର ଏକ ଇକାଈ ଅଟେ
[B] ଏହା ଅନୁବଂଶିକି ର ଇକାଈ ଅଟେ
[C] ଏହା ଗୁଣସୂତ୍ର ରେ ଉପସ୍ଥିତ ରହିଥାଏ
[D] ଉପୋରକ୍ତ ସମସ୍ଥ

[D] ଉପୋରକ୍ତ ସମସ୍ଥ

NO COMMENTS

LEAVE A REPLY

Please enter your comment!
Please enter your name here