Biology Multiple choice questions odia !! odia science gk set-1

Q.46: ଖାଦ୍ୟ ର ଅବଶୋଷଣ (Absorption of food) ଶରୀରର କେଉଁ ଭାଗରେ ହୋଇଥାଏ ?
[A] ବଡ଼ ଆଂତ (large intestine)
[B] ଯକୃତ (liver)
[C] ଛୋଟୀ ଅନ୍ତ (small intestine)
[D] ଗ୍ରାସ ନଳୀ (esophagus)

[C] ଛୋଟୀ ଆଂତ(small intestine)

Q.47: ମାନବ ଶରୀର ର ସବୁଠୁ ବଡ଼ ଗ୍ରନ୍ଥି (largest gland) ର ନାମ କଣ ?
[A] ପିଟିଉଟରୀ
[B] ବୃକକ
[C] ଥାଇରଏଡ
[D] ଯକୃତ

[D] ଯକୃତ

Q.48: ଇନ୍ସୁଲିନ ଅଭାବରେ କେଉଁ ରୋଗ ହୋଇଥାଏ ?
[A] ହଇଜା
[B] ଟି.ବି
[C] ଡାଇବେଟିଜ
[D] ଉପୋରକ୍ତ ସମସ୍ତ

[C] ଡାଇବେଟିଜ

Q.49: କେଉଁ ପୋଷାକ ଶରୀରରେ ହଠାତ ଶକ୍ତି ପ୍ରଦାନ କରିଥାଏ ?
[A] ପ୍ରୋଟିନ
[B] ଭିଟାମିନ
[C] ବସା
[D] କାର୍ବୋହାଇଡ୍ରେଟ

[D] କାର୍ବୋହାଇଡ୍ରେଟ

Q.50: ଶରୀର ମଧ୍ୟରେ ଗ୍ୟାସ ର ବିନିମୟ (gas exchange) କେଉଁ ଅଙ୍ଗ ଦ୍ୱାରା ହେଇଥାଏ ?
[A] ନାକ (nasal cavity)
[B] ଫୁସଫୁସ (lung)
[C] ହୃଦୟ (heart)
[D] ଧମନୀ (artery)

[B] ଫୁସଫୁସ (heart)

Q.51: ବୃକକ ର କାର୍ଯ୍ୟତ୍ମକ ୟୁନିଟ ର ନାମ କଣ ?
[A]ନିଉରନ
[B] ନେଫରନ
[C] ବାଓମେନ କେପ୍ସୁଲ
[D] ଗ୍ଳୋମେରୁଲସ

[B] ନେଫରନ

Q.52: ନାଇଟ୍ରୋଜେନ ଊତ୍ସର୍ଜ (nitrogen emissions) କେଉଁ ପଦାର୍ଥ ରେ ସବୁଠୁ ଅଧିକ ମାତ୍ରା ରେ ମିଳିଥାଏ ?
[A] ଏମୋନିଆ
[B] ପୋଟାସିୟମ
[C] ସଲଫେଟ
[D] ୟୁରିଆ

[D] ୟୁରିଆ

Q.53: ମାନବ ଶରୀରରେ ପିତୁଟାରି ଗ୍ଲାଣ୍ଡ କେଉଁଠି ଦେଖିବାକୁ ମିଳିଥାଏ ?
[A] ଗଳା (throat) ରେ
[B] ମସ୍ତିସ୍କ (brain) ରେ
[C] ପେଟ (Stomach) ରେ
[D] ଉଦାର (abdomen) ରେ

[B] ମସ୍ତିଷ୍କରେ

Q.54: ଆଖି ର କେଉଁ ଭାଗ ଖରାପ ହେଲେ ଆଖିର ରୋଶନୀ ଚାଲିଯାଇଥାଏ ?
[A] ରେଟିନା (retina)
[B] ଆଇରୀଶ (Iris)
[C] କର୍ଣ୍ଣିଆ (cornea)
[D] ପୁପିଲ (pupil)

[C] କର୍ଣ୍ଣିଆ

Q.55: ଲାଲ ରକ୍ତ କଣିକା (RBC) ର ନିର୍ମାଣ କେଉଁଠି ହୋଇଥାଏ ?
[A] ହୃଦୟ (heart) ରେ
[B] ଲାଲ ଅସ୍ଥିମଜା (red bone marrow) ରେ
[C] ଲସିକା(lymph) ରେ
[D] ହଳଦିଆ ଅସ୍ଥି ମଜ୍ଜା (yellow bone marrow) ରେ

[B] ଲାଲ ଅସ୍ଥି ମଜ୍ଜାରେ

Q.56: କୋଶେରୁକ (vertebrate)ରେ ଟୋଟାଲ କେତେ ହାଡ଼ ରହିଥାଏ ?
[A] 63
[B] 52
[C] 42
[D] 33

[D] 33

Q.57: ଶରୀର ର ଲମ୍ବା ହାଡ଼ (longest bone) କେଉଁଟା ଅଟେ ?
[A] ରେଡିୟସ (radius bone)
[B] ଅଲଣା (ulna bone)
[C] ଫୀମର (femur)
[D] ଟିବିୟା (tibia)

[C] ଫୀମର (femur)

Q.58: ମାନବ ଶରୀରରେ ରକ୍ତ କେଉଁଠି ସଂଶୋଧନ ହୋଇଥାଏ ?
[A] ହୃଦୟ
[B] ଫୁସଫୁସ
[C] ବୃକକ
[D] ଧମନୀ

[C] ବୃକକ

Q.59: ମନୁଷ୍ୟର ହୃଦୟ ଷ୍ପନ୍ଦନ ଗୋଟେ ମିନିଟ ରେ କେତେଥର ଧାଡାକିଥାଏ ?
[A] 72
[B] 82
[C] 78
[D] 76

[A] 72

Q.60: କେଉଁ ରକ୍ତ ଗୃପ କୁ ସର୍ବ ଦାତା କୁହାଯାଇଥାଏ ?
[A] A ରକ୍ତ ସମୂହ
[B] B ରକ୍ତ ସମୂହ
[C] AB ରକ୍ତ ସମୂହ
[D] O ରକ୍ତ ସମୂହ

[D] O ରକ୍ତ ସମୂହ

    Leave a Reply

    Your email address will not be published.

    error: Content is protected !!