Biology Multiple choice questions odia !! odia science gk set-1

Q.61: କେଉଁ ବ୍ଲଡ଼ ଗ୍ରୁପ କୁ ସର୍ବଗ୍ରାହୀ (universal acceptor) କହି ପାରିବା ?
[A] A ରକ୍ତ ସମୂହ
[B] B ରକ୍ତ ସମୂହ
[C] AB ରକ୍ତ ସମୂହ
[D] O ରକ୍ତ ସମୂହ

[C] AB ରକ୍ତ ସମୂହ

Q.62: ଭିଟାମିନ-ଡି ର ରାସାୟନିକ ନାମ ର କଣ ?
[A] ଏକ୍ସଓର୍ଭିକ ଏସିଡ
[B] ଟେକଫେରାଲ
[C] ସାଇନ କ୍ଲୋବିଂନ
[D] କେଲ୍ସିଫେରାଲ

[D] କେଲ୍ସିଫେରାଲ

Q.63: କେଉଁଟା ଯୁଗ୍ମ ସମ୍ମଳିତ ନୁହେଁ ?
Vitamins -(ରାସାୟନିକ ନାମ)
[A] ଭିଟାମିନ ‘A‘ -(ରେଟିନାଲ)
[B] ଭିଟାମିନ ‘C‘ -(ଏକ୍ସଓର୍ଭିକ ଏସିଡ)
[C] ଭିଟାମିନ ‘B‘ -(ଥାୟାମୀନ)
[D] ଭିଟାମିନ ‘K‘ -(ଟେକୀଫେରାଲ)

[D]ଭିଟାମିନ ‘K‘ -(ଟେକୀଫେରାଲ

Q.64: ମାନବ ଶରୀରରେ ଆୟୋଡିନ କାରଣରୁ କେଉଁ ରୋଗ ଉତ୍ପନ୍ନ ହୋଇଥାଏ ?
[A] ହଇଜା
[B] ସ୍କ୍ରଭି
[C] ରୀକେଟସ
[D] ପୋଲିଓ

[C] ରିକେଟସ

Q.65: ନିମ୍ନଲିଖିତ ମଧ୍ୟରୁ କେଉଁଟା ଯୁଗ୍ମ ସମ୍ମଳିତ ନୁହେ ?
Vitamins –
[A] ଭିଟାମିନ ‘A‘ -(ଅନ୍ଧାରକଣା)
[B] ଭିଟାମିନ ‘B‘ -(ବେରୀବେରି)
[C] ଭିଟାମିନ ‘C‘ -(ସ୍କ୍ରଭି)
[D] ଭିଟାମିନ ‘D‘ -(ନପୁଂସଙ୍ଗତା)

[D] ଭିଟାମିନ ‘D‘ -(ନପୁଂସଙ୍ଗତା)

Q.66: ନିମ୍ନଲିଖିତ ମଧ୍ୟରୁ କେଉଁ ଭିଟାମିନ ଜଳ ଘୁଳନଶୀଳ (water solubility vitamins) ଅଟେ ?
[A] ଭିଟାମିନ ‘A‘
[B] ଭିଟାମିନ ‘B‘
[C] ଭିଟାମିନ ‘C‘
[D] B ଓ C ଉଭୟ

[D] B ଓ C ଉଭୟ

Q.67: ଲାଲ ରକ୍ତ କଣିକା (RBC) ର ଜୀବନ କାଳ (life span) କେତେ ହୋଇଥାଏ ?
[A] 125 ଦିନ
[B] 120 ଦିନ
[C] 90 ଦିନ
[D] 140 ଦିନ

[B] 120 ଦିନ

Q.68: ଶରୀର ର ତାପମାତ୍ରା କେଉଁଠି ନିୟନ୍ତ୍ରଣ ହୋଇଥାଏ ?
[A] ହାଇପୋଥଲମସ (hypothalamus)
[B] ହୃଦୟ (heart)
[C] ସେରିବ୍ରାମ (cerebrum)
[D] ତ୍ୱଚା (skin)

[A] ହାଇପୋଥଲମସ

Q.69: ହିମୋଗ୍ଲୋବିନ ର ମୁଖ୍ୟ କାର୍ଯ୍ୟ କଣ ?
[A] ଅକ୍ସିଜେନ ର ବହନ କରିବା
[B] ବେକ୍ଟେରିଆ ର ନଷ୍ଟ କରିବା

[C] ଏମୋନିଆ ର ନିଦାନ
[D] ଉପୋରକ୍ତ ସମସ୍ତ

[A] ଅକ୍ସିଜେନ ର ବହନ କରିବା

Q.70: ହିମୋଗ୍ଲୋବିନ ର ମୁଖ୍ୟ ଘଟକ ର ନାମ କଣ ?
[A] କ୍ଳରିନ
[B] ଲୋହା
[C] ସୋଡିୟମ
[D] ପୋଟାସିୟମ

[B] ଲୋହା

Q.71: କୀଡୀନି ର ମୁଖ୍ୟ କାର୍ଯ୍ୟ କଣ ?
[A] ଶରୀରରେ ଅପସିସ୍ଟ ଜିନିଷ ର ନିଷ୍କାସନ କରିବା
[B] ଶରୀରର ତାପମାତ୍ରା ନିୟନ୍ତ୍ରଣ
[C] ରକ୍ତ ର ପ୍ରେସର ନିୟନ୍ତ୍ରଣ
[D] ପାଚନ କ୍ରିୟା ର ସହଯୋଗ

[A] ଶରୀରରେ ଅପସିସ୍ଟ ଜିନିଷ ର ନିଷ୍କାସନ କରିବା

Q.72: ହାଡ଼ ଓ ଦାନ୍ତ ସୃଷ୍ଟି ହେବାର ମୁଖ୍ୟ ଘଟକ କଣ ଅଟେ ?
[A] କାଲସିୟମ
[B] ଫୋସଫରସ
[C] ଆଇରନ
[D] A ଓ B ଉଭୟ

[D] A ଓ B ଉଭୟ

Q.73: ମାନବ ଶରୀର ର ଛୋଟ ହାଡ ର ନାମ (smallest bone) କଣ ?
[A] ବ୍ରାଟିବା (vertebrae)
[B] ଷ୍ଟେପସ (stapes)
[C] ମେଟାକରପଲସ (metacarpals)
[D] ଫେଂଲିଜେନ୍ସ

[B] ସ୍ଟେପସ (stapes)

Q.74: କେଉଁ ଭିଟାମିନ ସୂର୍ଯ୍ୟ କିରଣରୁ ମିଳିଥାଏ ?
[A] Vitamin ‘B’
[B] Vetamin ‘C’
[C] Vitamin ‘D’
[D] Vitamin ‘K’

[C] Vitamin ‘D’

Q.75: ମାନବ ଦ୍ୱାରା କେଉଁ ଗ୍ୟାସ କୁ ଶ୍ୱାସ ହିସାବରେ ନିଆଯାଏ ?
[A] ଅକ୍ସିଜେନ
[B] କାର୍ବନ ଡାଇଅକ୍ସାଇଡ
[C] ନାଇଟ୍ରୋଜେନ
[D] ହାଇଡ୍ରୋଜେନ

[A] ଅକ୍ସିଜେନ

Q.76: ବୟସ୍କ ବ୍ୟକ୍ତି ର ଦାନ୍ତ ସଂଖ୍ୟା କେତେ ?
[A] 28
[B] 30
[C] 32
[D] 34

[C] 32

Q.77: ଭାଇରସ ଦ୍ୱାରା କେଉଁ ରୋଗ ହୋଇଥାଏ ?
[A] ଏଡ଼ସ
[B] ଚେଚକ
[C] ଖସରା
[D] ଉପୋରକ୍ତ ସମସ୍ଥ

[D] ଉପୋରକ୍ତ ସମସ୍ଥ

Q.78: ମେଲେରିଆ ରୋଗ କେଉଁ ପରଜୀବୀ ଦ୍ୱାରା ହୋଇଥାଏ ?
[A] ପ୍ଲାଜମୋଡିୟମ
[B] ଟିପନୋସୋମା
[C] ପାଶ୍ଚୁର୍ଲ ପେଶଟିସ
[D] ଉପୋରକ୍ତ ସମସ୍ଥ

[A] ପ୍ଲାଜମୋଡିୟମ

Q.79: ମେଲେରିଆ ରୋଗର ପରଜୀବୀ ଘୋଟକ କିଏ ଅଟେ ?
[A] ମାଈ ଏନୋଫିଲିସ
[B] ସି ସି ମାଛି
[C] ଧଳା ମାଛି
[D] କୌଣସିଟି ନୁହେ

[A] ମାଈ ଏନୋଫିଲିସ

Q.80: କେଉଁ ରୋଗ ଦୂଷିତ ଜଳ ପିଇବା ଦ୍ୱାରା ହୋଇଥାଏ ?
[A] ଫ୍ଲୁ
[B] ମେଲେରିଆ
[C] ତପେଡ଼ିକ
[D] ହଇଜା

[D] ହଇଜା

    Leave a Reply

    Your email address will not be published.

    error: Content is protected !!