1. The word ‘Satyamev Jayate’ has been taken from-
‘ସତ୍ୟମେବ ଜୟତେ’ ଶବ୍ଦଟି କୋଉଠୁ ଗ୍ରହଣ କରାଯାଇଛି-
(a) Manusmriti/ମନୁସ୍ମୃତି
(b) Bhagavad Gita/ଭଗବଦ୍ ଗୀତା
(c) Rig Ved/ଋଗ ବେଦ
(d) Mundaka Upanishad/ମୁଣ୍ଡକ ଉପନିଷଦ
Ans: (d)
Which one of the following is the initial branch of Indian philosophy?
ନିମ୍ନୋଲ୍ଲିଖିତ ମଧ୍ୟରୁ କେଉଁଟି ଭାରତୀୟ ଦର୍ଶନର ପ୍ରାରମ୍ଭିକ ଶାଖା?
(a) Samkhya/ସାଂଖ୍ୟ
(b) Mimamsa/ମୀମାଂସା
(c) Specialty/ବିଶେଷତା
(d) Charbak/ଚାର୍ବାକ
Ans: (a)
The Buddha’s teachings are related to
ବୁଦ୍ଧଙ୍କ ଉପଦେଶ କେଉଁଥିରେ ସମ୍ପର୍କିତ ଅଛି
(a) Self-relating dispute/ସ୍ବପ୍ରତି ସଂଗ୍ରାମ
(b) Brahmacharya/ବ୍ରହ୍ମଚର୍ଯ୍ୟ
(c) Religious rituals/ଧାର୍ମିକ ଆଚାର-ବିଚାର
(d) Practices and sanctity of conduct/ଆଚରଣର ପବିତ୍ରତା
Ans: (d)
Which ruler has won Malwa, Gujarat, and Maharashtra for the first time-
ପ୍ରଥମେ କେଉଁ ଶାସକ ମାଳବ, ଗୁଜରାଟ ଏବଂ ମହାରାଷ୍ଟ୍ର ଜିତିଥିଲେ-
(a) Harsh/ହର୍ଷ
(b) Skand Gupta/ସ୍କନ୍ଦ ଗୁପ୍ତ
(c) Vikramaditya/ବିକ୍ରମାଦିତ୍ୟ
(d) Chandragupta Maurya/ଚନ୍ଦ୍ରଗୁପ୍ତ ମୌର୍ଯ
Ans: (d)
The Kushan Prince Kanishka became ruler in the year
କୁଷାଣ ରାଜକୁମାର କଣିଷ୍କ କେଉଁ ବର୍ଷରେ ରାଜା ହୋଇଥିଲେ
(a) 178 B.C./ଖ୍ରୀ.ପୂ. 178
(b) 101 A.D./ଖ୍ରୀ.ପୂ. 101
(c) 58 B.C./ଖ୍ରୀ.ପୂ. 58
(d) 78 A.D./ଖ୍ରୀ.ସ. 78
Ans: (d)