Saturday, June 12, 2021
HomeOdisha GkMinerals in Odisha Short questions odia || Odisha gk

Minerals in Odisha Short questions odia || Odisha gk

Minerals in Odisha Short questions odia || Odisha gk

ନମସ୍କାର ଦସ୍ତୋ ? !!! ଓଡିଶା ର ନମ୍ବର 1 GK ୱେବସାଇଟ ? ରେ ଆପଣଙ୍କୁ ସ୍ୱାଗତ || ଏହି ପୋଷ୍ଟ  ରେ ଓଡିଶା ର ଖଣିଜ ସମ୍ପଦ ( Minerals in Odisha Short questions odia ) ଡିସ୍କସ କରିବାକୁ ଯାଉଛୁ ଯାହା ଆପଣଙ୍କୁ ପରୀକ୍ଷାରେ ବହୁତ ସାହାଯ୍ୟ କରିବ || ଟେଷ୍ଟ ନମ୍ବର 1 କୁ ଡିସ୍କସ କରିଛୁ || କହନ୍ତି ସେୟାରିଂ ଇଜ କେୟାରିଙ୍ଗ ଭଲ ଲାଗିଲେ ସେୟାର କରନ୍ତୁ ଓ ଅନ୍ୟ ମାନଙ୍କୁ ପଢିବାରେ ସାହାଯ୍ୟ କରନ୍ତୁ | ଆଗକୁ ବହୁତ ସାରା MCQ ପ୍ରଶ୍ନ ଆସିବ ସେଥିପାଇଁ ତଳେ ଦିଆଯାଇଥିବା ବେଳ ? ଆଇକନ ଦବାଇ ଫ୍ରି ରେ ଆମ ସହିତ ଯୋଡି ଯାନ୍ତୁ | ଯାହା ଦ୍ୱାରା ଆପଣ ଙ୍କୁ ଭବିଷ୍ୟତ ରେ ସବୁ ବିଷୟର MCQ ଜିକେ PDF ମିଳିଯିବ ||

ଓଡିଶା ର ଖଣିଜ ସମ୍ପଦ 

1. ଯୋଡ଼ା ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-B ✔

2. ବ୍ୟଶପାଣି ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-C ✔

3. ବରସୁଆଁ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-C ✔

4. ଟେନ୍ସା ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-C ✔

5. ଦୈତାରୀ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-B ✔

6. ଗୋରୁମହିଷାଣି ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-A ✔

17. ବାଦାମପାହାଡ଼ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-A ✔

8. ତାଳଡିହ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୁରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-B ✔

9. କିରିବୁର ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-B ✔

10. ବଡ଼ବିଲ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ

Ans-B ✔

LEAVE A REPLY

Please enter your comment!
Please enter your name here

- Advertisment -

Most Popular