Odia general knowledge quiz : Dear Friends Welcome to odisha sarkari exam, here we disucss ,odisha gk, odia general knowledge quiz , upcoming game related all mcq short questions help to your all competitive exam.
odia General knowledge Quiz | Odisha GK
Q.1: ଓଡ଼ିଶାର ପ୍ରଥମ ଓଡ଼ିଆ କବିଙ୍କର ନାମ କଣ ?
[A] ସାରଳା ଦାସ
[B] ଜଗନ୍ନାଥ ଦାସ
[C] ଉପେନ୍ଦ୍ର ଭଞ୍ଜ
[D] ରାଧାନାଥ ରାୟ
Q.2: ଓଡ଼ିଶାର ପ୍ରଥମ ଔପନ୍ୟାସିକଙ୍କ ନାମ କ’ଣ ?
[A] ଫକୀରମୋହନ ସେନାପତି (ଛ’ମାଣ ଆଠଗୁଣ)
[B] କାଳିନ୍ଦୀ ଚରଣ ପାଣିଗ୍ରାହୀ (କଣାମାମୁଁ)
[C] ରାମଶଙ୍କର ରାୟ
[D] ସୁରେନ୍ଦ୍ର ମହାନ୍ତି (ନୀଳଶୈଳ)
Q.3: ଓଡ଼ିଶାର ପ୍ରଥମ କୁଳପତିଙ୍କ ନାମ କଣ ?
[A] ଡକ୍ଟର ପ୍ରାଣକୃଷ୍ଣ ପରିଜା
[B] ମନ୍ମଥନାଥ ଦାସ
[C] ହରେକୃଷ୍ଣ ମହତାବ
[D] ପ୍ୟାରୀମୋହନ ଆଚାର୍ଯ୍ୟ
[su_button url=”https://odishasarkariexam.in/computer-multiple-choice-questions/” target=”blank” style=”stroked” background=”#f8122b” size=”4″ icon=”icon: file-pdf-o”]କମ୍ପୁଟର ବିଷୟରେ MCQ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]
Q.4: ପ୍ରଥମ ଓଡ଼ିଆ ଅଲିମ୍ପିକ ଖେଳାଳି କିଏ ?
[A] ଦିଲ୍ଲୀପ ତିର୍କୀ
[B] ବୀରେନ୍ଦ୍ର ପାଲ
[C] ଇଗ୍ନେସ ତିର୍କୀ
[D] ପ୍ରବୋଧ ତିର୍କୀ
Q.5: ପ୍ରଥମ ଓଡ଼ିଆ ଅଲିମ୍ପିକ ଖେଳାଳି କିଏ ?
[A] ଦିଲ୍ଲୀପ ତିର୍କୀ
[B] ବୀରେନ୍ଦ୍ର ପାଲ
[C] ଇଗ୍ନେସ ତିର୍କୀ
[D] ପ୍ରବୋଧ ତିର୍କୀ
Q.6: ପ୍ରଥମ ଓଡ଼ିଆ ରେଡ଼ିଓ ଆର୍ଟିଷ୍ଟ କିଏ ?
[A] ଶ୍ୟାମାମଣି ଦେବୀ
[B] କାଳୀଚରଣ ପଟ୍ଟନାୟକ
[C] ପାର୍ବତୀ ଘୋଷ
[D] ଅକ୍ଷୟ ମହାନ୍ତି
Q.7: ପ୍ରଥମ ଓଡ଼ିଆ ଏମ୍.ବି.ବି.ଏସ୍. କିଏ ?
[A] ଡାକ୍ତର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
[B] ଡାକ୍ତର ଭକ୍ତିଲତା ରାୟ
[C] ଡାକ୍ତର ରାଧାନାଥ ରଥ
[D] ଡାକ୍ତର ଟ୍ରମ୍ପ
Q.8:ପ୍ରଥମ ଓଡ଼ିଆ ଇଞ୍ଜିନିୟର ଗ୍ରାଜୁଏଟ ନାମ କ’ଣ ?
[A] ଶୁଭେନ୍ଦୁ ରାୟ
[B] ମାଧବ ଚନ୍ଦ୍ର ପଟ୍ଟନାୟକ
[C] ରାସବିହାରୀ ମହାନ୍ତି
[D] ନବକୃଷ୍ଣ ଦାସ .
Q.9:ପ୍ରଥମ ଓଡ଼ିଆ ଡକ୍ଟରେଟ ପ୍ରାପ୍ତ ବ୍ୟକ୍ତିଙ୍କ ନାମ କ’ଣ ?
[A] ଡକ୍ଟର ପ୍ରାଣକୃଷ୍ଣ ପରିଜା
[B] ଡକ୍ଟର ଚୌଧୁରୀ ଜଗନ୍ନାଥ ଦାସ
[C] ଡକ୍ଟର କୁଞ୍ଜବିହାରୀ ଦାସ
[D] ଡକ୍ଟର ବଂଶୀଧର ମହାନ୍ତି
Q.10: ପ୍ରଥମ ଓଡ଼ିଆ ରାଷ୍ଟ୍ରଦୂତଙ୍କ ନାମ କ’ଣ ?
[A] ହୃଷିକେଶ ପଣ୍ଡା
[B] ଶୁଭକାନ୍ତ ବେହେରା
[C] ଗଦାଧର ପଟ୍ଟନାୟକ
[D] ଲଲାଟେନ୍ଦୁ ମାନସିଂହ
[su_button url=”https://odishasarkariexam.in/odisha-first-person-odia-gk/” target=”blank” style=”stroked” background=”#5212f8″ size=”4″ icon=”icon: file-pdf-o”]click here to read odisha first person gk quiz [/su_button]
Q.11: ପ୍ରଥମ ଓଡ଼ିଆ ଆଇ.ଏ.ଏସ୍. ଟପର କିଏ ?
[A] ରୂପା ମିଶ୍ର
[B] ରମାକାନ୍ତ ରଥ
[C] ସୀତାକାନ୍ତ ମହାପାତ୍ର
[D] ହୃଷିକେଶ ପଣ୍ଡା
Q.12: ପ୍ରଥମ ଓଡ଼ିଆ ଆଇ.ଜି. (ସ୍ୱାଧୀନତା ପରେ) କିଏ ?
[A] ରାମଚନ୍ଦ୍ର ଦାସ
[B] ବିପିନ ବିହାରୀ ପଣ୍ଡା
[C] ମାଧବ ଚନ୍ଦ୍ର ରାଓ
[D] ଜଗନ୍ନାଥ ଦାସ
Q.13: ପ୍ରଥମ ଓଡ଼ିଆ ଚିଫ୍ ସେକ୍ରେଟାରୀ କିଏ ?:
[A] ସହଦେବ ସାହୁ
[B] ନାଗରୀ ମୋହନ ପଟ୍ଟନାୟକ
[C] ତରୁଣକାନ୍ତି ମିଶ୍ର
[D] ତରୁଣକାନ୍ତି ମିଶ୍ର
Q.14: ପ୍ରଥମ ଓଡ଼ିଆ ଆଇ.ଏ.ଏସ୍. କିଏ ?
[A] ଶ୍ୟାମାଚରଣ ଗୋସ୍ୱାମୀ
[B] ରମାକାନ୍ତ ରଥ
[C] ସୀତାକାନ୍ତ ମହାପାତ୍ର
[D] ହୃଷିକେଶ ପଣ୍ଡା
Q.15:ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ କିଏ ?:
[A] ଗୌରକୁମାର ଘୋଷ
[B] ପାର୍ବତୀ ଘୋଷ
[C] ବସନ୍ତ ସାହୁ
[D] ମୋହନ ସୁନ୍ଦର ଗୋସ୍ୱାମୀ
Q.16:ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଓଡ଼ିଆ ନିର୍ଦ୍ଦେଶକଙ୍କ ନାମ କ’ଣ ?
[A] ହର ପଟ୍ଟନାୟକ
[B] ପାର୍ବତୀ ଘୋଷ
[C] ଦେବୁ ଚାଟାର୍ଜୀ
[D] ପ୍ରଶାନ୍ତ ନନ୍ଦ
Q.17: ପ୍ରଥମ ଓଡ଼ିଆ ଐତିହାସିକ କିଏ ?
[A] ଡକ୍ଟର ପ୍ରାଣକୃଷ୍ଣ ପରିଜା
[B] ମନ୍ମଥନାଥ ଦାସ
[C] ଦିଗାମ୍ବର ପଟ୍ଟନାୟକ
[D] ପ୍ୟାରୀମୋହନ ଆଚାର୍ଯ୍ୟ
Q.18:ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ ଖେଳାଳୀଙ୍କ ନାମ କ’ଣ ?
[A] ଶିବ ସୁନ୍ଦର ଦାସ
[B] ପ୍ରଜ୍ଞାନ ଓଝା
[C] ପ୍ରଭଞ୍ଜନ ମଲ୍ଲିକ
[D] ଦେବାଶିଷ ମହାନ୍ତି
Q.19: ଓଡ଼ିଶାର ପ୍ରଥମ କ୍ରିକେଟ ଆମ୍ପାୟାରଙ୍କ ନାମ କ’ଣ ?
[A] ସୁବ୍ରତ ଦାସ
[B] ଭୌରବ ମହାନ୍ତି
[C] ରାମଚନ୍ଦ୍ର ଦାସ
[D] ରଘୁନାଥ ଦଳବେହେର
Q.20: ପ୍ରଥମ ଓଡ଼ିଆ କାବ୍ୟର ନାମ କଣ ?
[A] ଚଣ୍ଡିପୁରାଣ
[B] ଲକ୍ଷ୍ମୀପୁରାଣ
[C] ଭାଗବତ
[D] ମହାଭାରତ
Q.21: ପ୍ରଥମ ଓଡ଼ିଆ ମହିଳା ଆଇ.ପି.ଏସ୍.କ ନାମ କ’ଣ ?
[A] ରୂପା ମିଶ୍ର
[B] ଅପରାଜିତା ଷଡ଼ଙ୍ଗୀ
[C] ସୌମ୍ୟା ମିଶ୍ର
[D] ସଂଯୁକ୍ତା ପଟ୍ଟନାୟକ
Q.22: ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ରର ନାମ କଣ ?
[A] ସୀତା ବିବାହ
[B] ଗପ ହେଲେବି ସତ
[C] ଶେଷ ଶ୍ରାବଣ
[D] ଅମଡ଼ା ବାଟ
Q.23: ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାମ କଣ ?
?
[A] ସୀତା ବିବାହ
[B] ଗପ ହେଲେବି ସତ
[C] ଶେଷ ଶ୍ରାବଣ
[D] ଅମଡ଼ା ବାଟ
Q.24: ପ୍ରଥମ ଛାପାଖାନାର ନାମ କଣ ?
[A] ଉତ୍କଳ ପ୍ରିଣ୍ଟି ପ୍ରେସs
[B] ରାଧାନାଥ ପ୍ରିଣ୍ଟି ପ୍ରେସ
[C] ସତ୍ୟବାଦୀ ପ୍ରିଟିଂ ପ୍ରେସ
[D] ଜନତା ପ୍ରିଣ୍ଟି ପ୍ରେସ
Q.25: ପ୍ରଥମ ସ୍କୁଲ କେଉଁ ଜିଲ୍ଲାରେ ତିଆରି ହୋଇଥିଲା ?
[A] କଟକ
[B] ବାଲେଶ୍ବର
[C] ପୁରୀ
[D] ଗଞ୍ଜାମ
Q.26: ପ୍ରଥମ ହାଇସ୍କୁଲର ନାମ କ’ଣ ?
[A] ରାଣୀହାଟ ହାଇସ୍କୁଲ
[B] ପ୍ୟାରିମୋହନ ଏକାଡ଼େମୀ
[C] ବୋର୍ଡ ହାଇସ୍କୁଲ
[D] ରେଭେନ୍ସା କଲିଜିଏଟ ସ୍କୁଲ
Q.27: ଓଡ଼ିଶାର ପ୍ରଥମ ମହାବିଦ୍ୟାଳୟର ନାମ କ’ଣ ?
[A] ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ
[B] ଖଲ୍ଲିକୋଟ କଲେଜ, ଖଲିକୋଟ
[C] ରେଭେନ୍ସା କଲେଜ, କଟକ
[D] ବୀର ସୁରେନ୍ଦ୍ର ସାଏ କଲେଜ୍, ସମ୍ବଲପୁର
Q.28: ପ୍ରଥମ ଇଞ୍ଜିନିୟରିଂ କଲେଜର ନାମ କ’ଣ ?
[A] ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜ, କଟକ
[B] ରାଉରକେଲା ଇଞ୍ଜିନିୟରିଂ କଲେଜ, ରାଉରକେଲା
[C] ବୁର୍ଲା ଇଞ୍ଜିନିୟରିଂ କଲେଜ, ସମ୍ବଲପୁର
[D] କଟକ ଇଞ୍ଜିନିୟରିଂ କଲେଜ, କଟକ
Q.29: ପ୍ରଥମ ମହିଳା କଲେଜର ନାମ କ’ଣ ?
[A] ରମାଦେବୀ ମହିଳା କଲେଜ
[B] ଶୈଳବାଳା ମହିଳା କଲେଜ
[C] ଇନ୍ଦିରାଗାନ୍ଧୀ ମହିଳା କଲେଜ
[D] ଇମନ୍ତ୍ରୀ ଦେବୀ ମହିଳା କଲେଜ
Q.30: ପ୍ରଥମ ଓଡ଼ିଆ ବୋଲର ଯିଏ ଆନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ ?.
[A] ଶିବ ସୁନ୍ଦର ଦାସ
[B] ପ୍ରଜ୍ଞାନ ଓଝା
[C] ପ୍ରଭଞ୍ଜନ ମଲ୍ଲିକ
[D] ଦେବାଶିଷ ମହାନ୍ତି
Q.31: ପ୍ରଥମ ଆକାଶବାଣୀ କେନ୍ଦ୍ରର ନାମ କ’ଣ ?
[A] କଟକ
[B] ଭବାନୀପାଟଣା
[C] ଜୟପୁର
[D] ବ୍ରହ୍ମପୁର
Q.32: ଓଡ଼ିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ରର ନାମ କ’ଣ ?
[A] କଟକ
[B] ଭୁବନେଶ୍ବର
[C] ସମ୍ବଲପୁର
[D] ଭବାନୀପାଟଣା
Q.33: ପ୍ରଥମ ଦୂରଦର୍ଶନ କେନ୍ଦ୍ର କେଉଁ ଜିଲ୍ଲାରେ ହୋଇଥିଲା ?
[A] କଟକ
[B] ଭୁବନେଶ୍ବର
[C] ସମ୍ବଲପୁର
[D] ଭବାନୀପାଟଣା
Q.34: ପ୍ରଥମ ଭିଡ଼ିଓ ଫିଲ୍ମର ନାମ କଣ ?
[A] ଗପ ହେଲେବି ସତ
[B] ସୀତା ବିବାହ
[C] ଶେଷ ଶ୍ରାବଣ
[D] ବାହିନୀ
Q.35: ଓଡ଼ିଶାର ପ୍ରଥମ ଝୋଟ ମିଲର ନାମ କ’ଣ ?
[A] ଧାନମଣ୍ଡଳ ଝୋଟ ମିଲ, ଯାଜପୁର
[B] ଢେଙ୍କାନାଳ ଝୋଟ ମିଲ, ଢେଙ୍କାନାଳ
[C] ରୂପସା ଝୋଟ ମିଲ
[D] କୋଣାର୍କ ଝୋଟ ମିଲ
Q.36: ଓଡ଼ିଶାର ପ୍ରଥମ କାଗଜକଳ କେଉଁଠାରେ ପ୍ରତିଷ୍ଠା ହୋଇଥିଲା ?
[A] କୋରାପୁଟ
[B] ଚୌଦ୍ବାର
[C] ବ୍ରଜରାଜନଗର
[D] କୋରାପୁଟ
Q.37: ଓଡ଼ିଶାର ପ୍ରଥମ ବନ୍ଦର କେଉଁଠାରେ ତିଆରି ହୋଇଥିଲା ?
[A] ପାରାଦ୍ବୀପ
[B] ଚାନ୍ଦବାଲି
[C] ଧାମରା
[D] ଗୋପାଳପୁର
[su_button url=”https://t.me/odishasarakariexam” target=”blank” style=”stroked” background=”#330a0e” size=”4″ icon=”icon: send-o”]ଆମର ଟେଲିଗ୍ରାମ ଚେନେଲ ରେ ଯୋଗ ଦିଅନ୍ତୁ [/su_button]
Q.38: ପ୍ରଥମ ସିଧା ପ୍ରସାରଣ ପର୍ବର ନାମ କ’ଣ ?
[A] ରଥଯାତ୍ରା
[B] ଧନୁଯାତ୍ରା
[C] ରଜପର୍ବ
[D] ବାଲିଯାତ୍ରା