Wednesday, June 9, 2021
HomeOdia Grammarodia grammar MCQ short questions PART -1

odia grammar MCQ short questions PART -1

Odia grammar short questions PART-1 :

ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ, ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ପଦ (odia grammar short questions  ) , ବିଷୟରେ ଡିସ୍କସ କରିଛୁ |Odia grammar short questions ,odia grammar short questions mcq  ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ | 

odia Grammar Short Questions

Q.1: ଭାଷା ସର୍ବଦା …………. I
[A] ସ୍ଥିତିଶୀଳ
[B] ପରିବର୍ତ୍ତନଶୀଳ
[C] ପରିବର୍ତ୍ତନଶୀଳ
[D] ପରିବର୍ତ୍ତନଶୀଳ

[B] ପରିବର୍ତ୍ତନଶୀଳ

Q.2: ନିମ୍ନୋକ୍ତ ମଧ୍ୟରୁ ଭାଷାର ଲକ୍ଷଣ କେଉଁଟି ?
[A] ଏହା ମନୁଷ୍ୟର ମୁଖନିଃସୃତ
[B] ଏହା ଅର୍ଥ ପ୍ରକାଶ କରେ
[C] ଏହା ପଦ୍ଧତି ବଦ୍ଧ ଧ୍ବନି ସଂକେତ
[D] ସବୁଗୁଡିକ ଠିକ୍

[D] ସବୁଗୁଡିକ ଠିକ୍

Q.3: ନିମ୍ନୋକ୍ତ ମଧ୍ୟରୁ ବ୍ୟାକରଣର ବିଶେଷତ୍ଵ କେଉଁଟି ?
[A] ଧ୍ବନିତତ୍ତ୍ଵକୁ ବିଶ୍ଳେଷଣ କରେ
[B] ଶବ୍ଦତତ୍ତ୍ଵକୁ ବିଶ୍ଳେଷଣ କରେ
[C] ବାକ୍ୟତିଷ୍କକୁ ଆଲୋଚନା କରେ
[D] ସବୁଗୁଡ଼ିକ ଠିକ୍

[D] ସବୁଗୁଡ଼ିକ ଠିକ୍

[su_button url=”https://odishasarkariexam.in/odia-grammar-short-questions-taddhita/” target=”blank” style=”stroked” background=”#0c17e7″ size=”6″ icon=”icon: hand-stop-o”]ଓଡ଼ିଆ ଗ୍ରାମାର ତଦ୍ଧିତ ବିଷୟରେ MCQ ଟେଷ୍ଟ ଲଗାଇବା ପାଇଁ ଏଠି କ୍ଲିକ କରନ୍ତୁ [/su_button]

Q.4: ଭାଷାରେ ବ୍ୟାକରଣର ପ୍ରୟୋଗ କେଉଁ କ୍ଷେତ୍ରରେ ହୋଇଥାଏ ?
[A] କଥୋପକଥନ
[B] ଲିଖନ
[C] ପଠନ
[D] ସବୁଗୁଡ଼ିକ ଠିକ୍

[D] ସବୁଗୁଡ଼ିକ ଠିକ୍

Q.5: ଓଡ଼ିଆ ଭାଷା କେଉଁ ସ୍ତରର ଅନ୍ତର୍ଭୁକ୍ତ ?
[A] ପ୍ରାଚୀନ ଭାରତୀୟ ଆର୍ଯ୍ୟ
[B] ମଧ୍ୟଭାରତୀୟ ଆର୍ଯ୍ୟ
[C] ନବ୍ୟ ଭାରତୀୟ ଆର୍ଯ୍ୟ
[D] କୌଣସିଟି ନୁହେଁ

[C] ନବ୍ୟ ଭାରତୀୟ ଆର୍ଯ୍ୟ

Q.6: ଅପରିବର୍ତ୍ତିତ ଶବ୍ଦର ଅନ୍ୟ ନାମ –
[A] ତଭବ
[B] ତତସମ
[C] ଅର୍ଦ୍ଧତତ୍ସମ
[D] ତଭବ

[B] ତତସମ

Q.7: ନିମ୍ନୋକ୍ତ ମଧ୍ୟରୁ କେଉଁଟି ତତ୍ସମ ଶବ୍ଦ ?
[A] ନଗର
[B] ନିଅର
[C] ନଗ୍ର
[D] କେଉଁଟି ନୁହେଁ

[A] ନଗର

Q.8:ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦେଶଜ ଶବ୍ଦ ?
[A] ଠିକିଣି
[B] ଖଜଣା
[C] ଆଠ
[D] ସବୁଗୁଡ଼ିକ

[A] ଠିକିଣି

Q.9:ଓଡ଼ିଆ ଶବ୍ଦ ବିଭବକୁ କେତେ ଭାବରେ ବିଭକ୍ତ କରାଯାଇଛି
[A] ୩
[B] ୬
[C] ୫
[D] ୪

[D] ୪

Q.10: 4 ଟି ଶବ୍ଦ ବିଭବ କୁ ନାମିତ କର ?
[A] ଅପରିବର୍ତ୍ତିତ ଶବ୍ଦ
[B] ପରିବର୍ତ୍ତିତ ଶବ୍ଦ
[C] ଦେଶଜ ଓ ବୈଦେଶିକ ଶବ୍ଦ
[D] ସବୁଗୁଡ଼ିକ

[D] ସବୁଗୁଡ଼ିକ

[su_button url=”https://odishasarkariexam.in/odia-grammar-short-questions/” target=”blank” style=”stroked” background=”#e70c46″ size=”6″ icon=”icon: hand-stop-o”]ଓଡ଼ିଆ ଗ୍ରାମାର ଧ୍ୱନି ବିଷୟରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]

Q.11: ମଧଭାରତୀୟ ଆର୍ଯ୍ୟଭାଷା ଅନ୍ତର୍ଭୁକ୍ତ ଗୋଟିଏ ଭାଷାର ନାମ ଲେଖ

[A] ବଙ୍ଗଳା
[B] ହିନ୍ଦୀ
[C] ସଂସ୍କୃତ
[D] ପାଲି

[D] ପାଲି

Q.12: ନିମ୍ନୋକ୍ତ ମଧ୍ୟରୁ କେଉଁଟି ନବ୍ୟ ଭାରତୀୟ ଆର୍ଯ୍ୟଭାଷା ?
[A] ଗୁଜୁରାଟୀ
[B] ମରାଠୀ
[C] ବଙ୍ଗଳା
[D] ସବୁଗୁଡ଼ିକ

[D] ସବୁଗୁଡ଼ିକ

Q.13: ସଂସ୍କୃତକୁ ଆର୍ଯ୍ୟଭାଷାର କେଉଁ ପର୍ଯ୍ୟାୟଭୁକ୍ତ କରାଯାଇଛି ?
[A] ନବ୍ୟ ଭାରତୀୟ ଆର୍ଯ୍ୟଭାଷା
[B] ମଧ୍ୟ ଭାରତୀୟ ଆର୍ଯ୍ୟଭାଷା
[C] ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା
[D] କୌଣସିଟି ନୁହେଁ

[C] ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା

Q.14: ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦ୍ରାବିଡ଼ ଭାଷାର ଅନ୍ତର୍ଗତ ?
[A] ତାମିଲ
[B] ତେଲୁଗୁ
[C] ମାଲାୟାଲମ୍
[D] ସବୁଗୁଡ଼ିକ

[D] ସବୁଗୁଡ଼ିକ

Q.15: ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଷ୍ଟ୍ରିକ୍ ଭାଷାର ଅନ୍ତର୍ଗତ ?
[A] ସାନ୍ତାଳ
[B] ମୁଣ୍ଡା
[C] ସଉରା
[D] ସବୁଗୁଡ଼ିକ

[D] ସବୁଗୁଡ଼ିକ

LEAVE A REPLY

Please enter your comment!
Please enter your name here

- Advertisment -

Most Popular