odia grammar MCQ short questions PART -1

Q.16: ସଂସ୍କୃତ ଶବ୍ଦ ” ଅଲକ୍ତକ”ରୁ କେଉଁ ଓଡ଼ିଆ ଶବ୍ଦର ସୃଷ୍ଟି ?
[A] ଅଳନ୍ଧୁ
[B] ଅଳିଆ
[C] ଅଳତା
[D] ସବୁଗୁଡ଼ିକ ଭୁଲ

[C] ଅଳତା

Q.17: ଓଡ଼ିଆ ଶବ୍ଦ ମାଟି କେଉଁ ସଂସ୍କୃତ ଶବ୍ଦରୁ ଆସିଛି ?
[A] ପ୍ରକୃତି
[B] ମୃଣାଳ
[C] ମୃଗ
[D] ମୃତିକା

[D] ମୃତିକା

Q.18:ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂସ୍କୃତର ନିକଟତମ ଭାଷା ?
[A] ଓଡ଼ିଆ
[B] ପ୍ରାକୃତ
[C] ଅପଭ୍ରଂଶ
[D] କେଉଁଟି ନୁହେଁ

[B] ପ୍ରାକୃତ

Q.19: ପିଲା ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?
[A] ସାନ୍ତାଳ
[B] ମୁଣ୍ଡା
[C] ତାମିଲ୍
[D] କୌଣସିଟି ନୁହେଁ

[C] ତାମିଲ୍

Q.20: ନିମ୍ନଗୁଡ଼ିକ ମଧ୍ୟରୁ କେଉଁଟି ଏକ ବୈଦେଶିକ ଶବ୍ଦ ରୂପେ ଆମ ଭାଷାରେ ବ୍ୟବହୃତ ?
[A] ଚଷମା
[B] କାଠ
[C] ଗହୀର
[D] ନଗର

[A] ଚଷମା

Q.21: ଧ୍ବନି ଓ ବର୍ଣ୍ଣ ମଧ୍ୟରେ ପାର୍ଥକ୍ୟ କ’ଣ ?
[A] ଧନି ଲିଖୁତ ରୂପ କିନ୍ତୁ ବର୍ଣ୍ଣ ଯାହା ଉଚ୍ଚାରିତ
[B] ଧ୍ବନି ଓ ବର୍ଣ୍ଣ ମଧ୍ୟରେ ପାର୍ଥକ୍ୟ ନାହିଁ
[C] ଧ୍ବନି ମୁଖନିସୃତ କିନ୍ତୁ ବର୍ଣ୍ଣ ତା’ର ଲିଖୁତ ରୂପ
[D] ସବୁଗୁଡ଼ିକ ସତ୍ୟ

[B] ଧ୍ବନି ମୁଖନିସୃତ କିନ୍ତୁ ବର୍ଣ୍ଣ ତା’ର ଲିଖୁତ ରୂପ

Q.22: ଓଡ଼ିଆ ଭାଷାରେ ବ୍ୟବହୃତ ବର୍ଣମାଳାକୁ କେତେ ଭାଗରେ ବିଭକ୍ତ କରାଯାଏ?
[A] ଦୁଇ
[B] ତିନି
[C] ଚାରି
[D] ପାଞ୍ଚ

[C] ଚାରି

Q.23: ଵର୍ଣ୍ଣମାଲା ଗୁଡ଼ିକ କ’ଣ କ’ଣ ?
?

[A] ବର୍ଗ ଓ ଅବର୍ଗ
[B] ଧୂନି ଓ ଲିପି
[C] ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ
[D] କୌଣସିଟି ନୁହେଁ

[C] ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ

Q.24: ବ୍ୟଞ୍ଜନ ବର୍ଣ ଦୁଇ ଭାଗରେ ବିଭକ୍ତ ସେଗୁଡ଼ିକ କ’ଣ ?
[A] ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ
[B] ସ୍ଵରବର୍ଣ୍ଣ ଓ ବର୍ଣ୍ଣ
[C] ବର୍ଗ ବ୍ୟଞ୍ଜନ ଓ ଅବଗ୍ୟ ବ୍ୟଞ୍ଜନ
[D] ବର୍ଣ୍ଣ ଓ ଲିପି

[C] ବର୍ଗ ବ୍ୟଞ୍ଜନ ଓ ଅବଗ୍ୟ ବ୍ୟଞ୍ଜନ

Q.25: ବର୍ଗ ବ୍ୟଞ୍ଜନକୁ କେତୋଟି ବର୍ଗରେ ବିଭକ୍ତ କରାଯାଏ ?

[A] ୪ଟି
[B] ୫ଟି
[C] ୬ଟି
[D] ୩ଟି

[B] ୫ଟି

Q.26: ଓଡ଼ିଆରେ ସ୍ଵରବର୍ଣ୍ଣ କେତୋଟି ଓ କେଉଁଠାରୁ କେତେ ପର୍ଯ୍ୟନ୍ତ ?
[A] ୯ଟି, “ଅ” ଠାରୁ ‘’ ପର୍ଯ୍ୟନ୍ତ
[B] ୧୧ଟି, ‘ଅ’ ଠାରୁ ଓ’ ପର୍ଯ୍ୟନ୍ତ
[C] ୧୧ ଟି, ‘କ’ ଠାରୁ ‘ଟ’ ପର୍ଯ୍ୟନ୍ତ
[D] କୌଣସିଟି ନୁହେଁ

[B] ୧୧ଟି, ‘ଅ’ ଠାରୁ ଓ’ ପର୍ଯ୍ୟନ୍ତ

Q.27: ବର୍ଗ ବ୍ୟଞ୍ଜନର କେତୋଟି ବର୍ଗ ବର୍ଣ୍ଣ ?
[A] ୨ ୨ଟି
[B] ୨୩ଟି
[C] ୨୪ଟି
[D] ୨୫ଟି

[D] ୨୫ଟି

Q.28: ଅବର୍ଗ ବ୍ୟଞ୍ଜନରେ କେତୋଟି ବର୍ଣ୍ଣ ଓଡ଼ିଆ ଭାଷାରେ ବ୍ୟବହୃତ ?

[A] ୧୧ଟି
[B] ୧୩ଟି
[C] ୧ ୪ଟି
[D] ୧୫ଟି

[C] ୧ ୪ଟି

Q.29: ଓଡ଼ିଆରେ ସର୍ବମୋଟ ବର୍ଣ୍ଣ ସଂଖ୍ୟା କେତେ ?

[A] ୪୯ଟି
[B] ୫୦ଟି
[C] ୪୮ଟି
[D] ୫ ୨ଟି

[B] ୫୦ଟି

Q.30: ଓଡ଼ିଆରେ କେତୋଟି ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ଅଛି ?

[A] ୧୧ଟି, ୩୯ଟି
[B] ୯ଟି, ୪୧ଟି
[C] ୨୪ଟି, ୨୬ଟି
[D] କୌଣସିଟି ନୁହେଁ

[A] ୧୧ଟି, ୩୯ଟି

Q.31: ‘ମାତ୍ରା’ କାହାକୁ କହନ୍ତି ?

[A] ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପ
[B] ସ୍ଵରବର୍ଣ୍ଣ ଗୁଡ଼ିକର ସାଙ୍କେତିକ ରୂପ
[C] ବର୍ଗ ବ୍ୟଞ୍ଜନର ସାଙ୍କେତିକ ରୂପ
[D] ଅବଗ୍ୟ ବ୍ୟଞ୍ଜନର ସାଙ୍କେତିକ ରୂପ

[B] ସ୍ଵରବର୍ଣ୍ଣ ଗୁଡ଼ିକର ସାଙ୍କେତିକ ରୂପ

Q.32: କାହାର ସାଙ୍କେତିକ ରୂପ ନାହିଁ ?

[A] ଆ
[B] ଈ
[C] ଅ
[D] ଇ

[C] ଅ

Q.33 ‘ଫଳା’ କାହାକୁ କହନ୍ତି ?

[A] ‘ଫଳା’ କାହାକୁ କହନ୍ତି ?
[B] ବ୍ୟଞ୍ଜନ ବର୍ଣ୍ଣର ସଂକ୍ଷିପ୍ତ ରୂପ
[C] ଯୁକ୍ତ ବ୍ୟଞ୍ଜନର ସଂକ୍ଷିପ୍ତ ରୂପ
[D] କୌଣସିଟି ନୁହେଁ

[C] ଯୁକ୍ତ ବ୍ୟଞ୍ଜନର ସଂକ୍ଷିପ୍ତ ରୂପ

Q.34: ଭାଷାରେ ସର୍ବନିମ୍ନ ଅର୍ଥଯୁକ୍ତ ଏକକକୁ କ’ଣ କୁହାଯାଏ ?

[A] ଧ୍ବନି
[B] ରୁପିମ
[C] ଲିପି
[D] ସବୁଗୁଡ଼ିକ ଭୁଲ

[B] ରୁପିମ

[su_button url=”https://odishasarkariexam.com/odia-gramar-dhwani/” target=”blank” style=”stroked” background=”#6008a9″ size=”6″ icon=”icon: hand-stop-o”]ଓଡ଼ିଆ ଗ୍ରାମାର ଶବ୍ଦ ଓ ଧ୍ୱନି ବିଷୟରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]

Q.35: ଯେଉଁ ରୂପିମ ଅନ୍ୟ କୌଣସି ରୂପିମର ବିନା ସାହାଯ୍ୟରେ ବ୍ୟବହୃତ ହୋଇପାରେ, ତାହାକୁ କଣ କୁହାଯାଏ ?

[A] ବଦ୍ଧ ରୂପିମ
[B] ମୁକ୍ତ ରୂପିମ
[C] ଧ୍ବନି
[D] ଲିପି

[B] ମୁକ୍ତ ରୂପିମ

Q.36: ଯେଉଁ ରୁପିମ ଅନ୍ୟ କୌଣସି ରୂପିମ ସହ ଯୁକ୍ତ ହୋଇ ଭାଷାରେ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ?

[A] ମୁକ୍ତ ରୂପିମ
[B] ବଦ୍ଧ ରୂପିମ
[C] ଧନି
[D] ଲିପି

[B] ବଦ୍ଧ ରୂପିମ

Q.37: ଭାଷାର ଧ୍ବନି ସଙ୍କେତଗୁଡ଼ିକ ପଦ୍ଧତିବଦ୍ଧ ହୋଇ କ’ଣ ଗଠିତ ହୁଏ ?
[A] ବର୍ଣ୍ଣ
[B] ଲିପି
[C] ରୂପିମ
[D] ଶବ୍ଦ

[C] ରୂପିମ

Q.38: ରୂପିମଗୁଡ଼ିକ ପଦ୍ଧତିବଦ୍ଧ ହୋଇ କ’ଣ ଗଠନ କରନ୍ତି ?
[A] ରୂପିମ
[B] ଶବ୍ଦ
[C] ବାକ୍ୟ
[D] ମାତ୍ରା

[B] ଶବ୍ଦ

Q.39: ଯଦି କୌଣସି ଶବ୍ଦର ଅର୍ଥ ଭୂପିମ ସମବାୟ ସମ୍ପର୍କିତ ଅର୍ଥକୁ ପ୍ରକାଶ କରେ ତାହା କେଉଁ ପ୍ରକାର ଶବ୍ଦ ?

[A] ଯୋଗରୂଢ଼ ଶବ୍ଦ
[B] ଯୌଗିକ ଶବ୍ଦ
[C] ମୌଳିକ ଶବ୍ଦ
[D] ରୂଢ଼ ଶବ୍ଦ

[B] ଯୌଗିକ ଶବ୍ଦ

Q.40: ନିମ୍ନୋକ୍ତ ମଧ୍ୟରୁ କେଉଁଟି ଯୌଗିକ ଶବ୍ଦ ?

[A] ପାଟି
[B] ଗଛକୁ
[C] ହଳିଆ
[D] ଘର

[C] ହଳିଆ

Q.41: ‘ଲେଖନୀ’ ଏକ କି ପ୍ରକାର ଶବ୍ଦ ?

[A] ଯୌଗିକ
[B] ଯୋଗରୁଡ଼
[C] ଚଚ୍ଚ
[D] ମୌଳିକ

[B] ଯୋଗରୁଡ଼

Q.42: ଯେତିକି ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ।

[A] ଯୌଗିକ
[B] ଯୋଗରୁଡ଼
[C] ରୁଢ଼
[B] ମୌଳିକ

[C] ରୁଢ଼

Q.43: ଗୋଟିଏ ଶବ୍ଦର କେତୋଟି ଅର୍ଥ ଥାଏ ?
[A] ଏକମାତ୍ର
[B] ଦୁଇଟି
[C] ଅନେକ
[D] କୌଣସିଟି ନୁହେଁ

[C] ଅନେକ

Q.44: ଓଡ଼ିଆରେ ‘ରାଗ’ ଶବ୍ଦର ଅର୍ଥ କେଉଁଟି ?
[A] କ୍ରୋଧ
[B] ସ୍ଵର
[C] ଖାଦ୍ୟର ସ୍ବାଦବିଶେଷ
[D] ସବୁଗୁଡ଼ିକ

[D] ସବୁଗୁଡ଼ିକ

Q.45: ‘ବ’ ଶବ୍ଦର ଅର୍ଥ କେଉଁଟି ହେବ ?
[A] ରଙ୍ଗ
[B] ଲିପି
[C] ଜାତି
[D] ସବୁଗୁଡ଼ିକ

[D] ସବୁଗୁଡ଼ିକ
[su_button url=”https://drive.google.com/open?id=1okdtHcltIzTnK-3K1ZrHrnlbkWK8Ndsh” target=”blank” style=”stroked” background=”#f812cc” size=”6″ icon=”icon: file-pdf-o”]DOWNLOAD PDF[/su_button]
odia grammar book buy here

    Leave a Reply

    Your email address will not be published.

    error: Content is protected !!