Home Odia Grammar odia grammar pratisabda PDF ଓଡ଼ିଆ ଗ୍ରାମର ପ୍ରତିଶବ୍ଦ

odia grammar pratisabda PDF ଓଡ଼ିଆ ଗ୍ରାମର ପ୍ରତିଶବ୍ଦ

0
1353

odia grammar pratisabda PDF ଓଡ଼ିଆ ଗ୍ରାମର ପ୍ରତିଶବ୍ଦ

ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ ଏଠି ଆମେ ଓଡ଼ିଆ ଗ୍ରାମର ( odia grammar) ବିଷୟରେ ଡିସ୍କସ କରିଛୁ | ଓଡ଼ିଆ ଗ୍ରାମାର ଓଡ଼ିଆ ପ୍ରତିଶବ୍ଦ (Odia pratisabda) ,Odia pratisabda ଆପଣଙ୍କ ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଯଦି ଆପଣ ମାନେ ଓଡିଶା ପ୍ରତିଯୋଗୀ ପରୀକ୍ଷା ପାଇଁ ତିଆରି କରୁଛନ୍ତି ଓଡ଼ିଆ ଗ୍ରାମାର ( odia pratisabda ) ଟୋପିକ ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ| ଓଡ଼ିଶାର ପ୍ରତିଯୋଗୀ ପରୀକ୍ଷା CT, BED, OTET, OSSTET, CTET, OAS, ASO, OPSC, OSSC, OSSSC , RI , AMIN, ODISHA FOREST GUARD ଏସବୁ ପରୀକ୍ଷା ପାଇଁ ସାହାଯ୍ୟ କରିବ | ପ୍ରତିଦିନ ଏହି ୱେବସାଇଟ କୁ ଭିଜିଟ କରନ୍ତୁ |

Odia Pratisabda (ଓଡ଼ିଆ ପ୍ରତିଶବ୍ଦ)

କୁକୁଡ଼ା (kukuda) କାଳଜ୍ଞ (Kalagyan),ଚରଣାୟୁଧ (Charanayudha), ଯାମଘୋଷ (Jamaghosa), ଯାମନାନ୍ଦୀ (Jamanandi), ରାତ୍ରିବେଦ (Ratribeda)
କୁଆ (kua) କାଉ (kau), କାକ (Kaka), ଘୁକାରି (Ghukari) ,ଧୂଳିଜଂଘ (Dhulijangha), ବାୟସ (Bayasa)
କୁମ୍ଭୀର (kumbhira) ପିଙ୍ଗଚକ୍ଷୁ (Pingachakhyu),ମଗର (matara) , ଶଙ୍କୁମୁଖ (Sankumukha)
କୃଷ୍ଣ (krushna) ଅସିତ (Asita),ଏକନାମ (Akanama), କଳାବର୍ଣ୍ଣ (Kalabarna), ନୀଳଶ୍ୟାମଳ (Nilasyamala), ମୁରଲିଧର (muralidhara), ଶ୍ୟାମ (Shyama)
କୋଇଲି (koili) କୋକିଳ (kokila), ପିକ (pika)
ଅଗ୍ନି (Agni) ଅନଳ (Anala),ଚିତ୍ରଭାନୁ (Chitrabhanu),ନିଆଁ (Nia),ବହ୍ନି (Banhi),ବୈଶାନର (Baisanara),ହୁତାଶନ (hutasana),ପାବକ (Pabaka)
ଅମୃତ (Amruta) ଅମିୟ (Amiya),ପୀୟୁଷ (Piyusa),ସୁଧା (Sudha)
ଅସୁର (Asura) ଦନୁଜ (Danuja),ଦାନବ (Danaba),ଦୈତ୍ୟ (Daitya),ନିଶାଚର (Nishachara),ରାକ୍ଷସ (Rakhyasa)
ଆକାଶ (Akasa) ଅଭ୍ର (Abhra),ଅମ୍ବର (Ambara),ଅନ୍ତରିକ୍ଷ (Antariksa),ଗଗନ (Gagana),ବିହାୟସ (Bihayasa),ବ୍ୟୋମ (Byoma),ନଭ (Nabha)
ଆଖି (Akhi) ଚକ୍ଷୁ (Chakhyu),ନୟନ (Nayana),ନେତ୍ର (Netra),ଲୋଚନ (Lochana)
ଆନନ୍ଦ (Ananda) ଆମୋଦ (Amoda),ଆହ୍ଲାଦ (Ahlada),ଉଲ୍ଲାସ (Ullasa),ପ୍ରମୋଦ (Pramoda),ପ୍ରୀତି (Priti),ମୁଦ (Muda),ମୋଦ (Moda),ସୁଖ (Sukha),ହର୍ଷ (Harsa)
ଇଛା (echha) ଅଭିଳାଷ (Abhilasa), ଆକାଂଙକ୍ଷା (Akankhya), ଆଶା (Asha), କାମନା (Kamana), ମନୋରଥ (Manoratha)
ଓଟ (ota) କୁବ୍ୟଜଦେହ (Kabyujadeha), ମରୁପ୍ରିୟ (Marupriya), ଲମ୍ବୋଷ୍ଠ (Lambostha)
କଟକ (cuttack) କଙ୍କଣ (Kankana), ଦୁର୍ଗ (Durga), ନଗର( Nagara), ରାଜଧାନୀ (Rajdhani)
କଢ (kadha) କଳି (Kali) ,କଳିକା (Kalika), କୋରକ (Koraka)
କଥା (katha) ଗୀର (Gira), ବଚନ (Bachana), ବାଣୀ (Bani) , ଭାରତୀ (Bharati)
କନ୍ଦର୍ପ (kandarpa) ଅତନୁ (Atanu), ଅନଙ୍ଗ (Annanga),ମଦନ (Madana), ମନସୀଜ (Manasija), ମାର (Mara)
କର୍ପୂର (karpura) ଘନସାର (Ghanasara),ଚନ୍ଦ୍ର (Chandra), ମୁକ୍ତାଫଳ (Muktaphala),ସଂଜ୍ଞ (Sanghya), ହିମବାଲୁକା (Himabaluka)
କେଶ (kesa) ଚିକୁର (Chikura), ବାଳ (Bala)
ଖବର (khabara) ଉଦନ୍ତ (udanta), ବାର୍ତ୍ତା (Barta) ,ସନ୍ଦେଶ (Sandesa)
ଗଙ୍ଗା (ganga) ଭଗୀରଥି (Bhagirathi),ଜାହ୍ନବୀ (janhabi),ତ୍ରିପଥଗା (Tripathaga), ବିଷ୍ଣୁପଦୀ (Bishnupadi)
ଗଛ (gacha) ତରୁ (Taru),ପାଦପ (Papada),ବୃକ୍ଷ (Brukhya),ମହୀରୁପ (Mahirupa)
ଗଣେଶ (ganesha) ଗଜାନନ (Gajanana),ଗଣପତି (Ganpati), ଗଣନାଥ (Gananatha), ବିନାୟକ (Binayaka), ଲମ୍ବୋଦର (Lombadara), ହେରମ୍ବ (Heramba)
ଗରୁଡ (garuda) ଖଗେଶ୍ଵର (khageswara),ତାର୍କ୍ଷ (Tarkhya),ପକ୍ଷୀରାଜ (pakhiraja), ବୈନତେୟ (Bainateya),ସୁପର୍ଣ୍ଣ (Suparna)
ଗାଈ (gai) ଗାଭୀ (Gavi),ଗୋ (Go), ଧେନୁ (Dhenu)
ଘର (ghara) ଆଳୟ (Alaya),ଗୃହ (Gruha), ନିବାସ (nibasa), ନିଳୟ (Nilaya)
ଘନ (ghana) ଜଳଦ (jalada), ଜୀମୁତ (jamuta), ନୀରଦ (Nirada), ନଭୋଦ୍ଵହ (nabhodwaha), ବାରିଦ (Barida) ,ବାତଧ୍ଵଜ (Batadhwaja),ବ୍ୟୋମଧୂପ (Byodhadhupa), ମେଘ (Megha)
ଘୋଡ଼ା (ghoda) ଅଶ୍ଵ (Ashwa), ଘୋଚକ (Ghochaka), ତୁରଗ (Turaga), ତୁରଙ୍ଗ (Turanga),ତୁରଙ୍ଗମ (Turangama),ବାଜି (Baji), ହୟ (Haya)
ଚନ୍ଦ୍ର (chandra) ଇନ୍ଦୁ (Indu), ଓଷଧୀଶ (Osadhisa), କଳାନିଧି (kalanidhi), କଳାକର (Kalakara) ,ଚନ୍ଦ୍ରମା (Chandrama), ଜହ୍ନ (Janha), ନିଶାକର (Nishakara), ନିଶାପତି (Nishapati),ବିଧୁ (Bidhu), ମୃଗାଙ୍କ (Mruganka), ଶଶୀ (Sashi), ଶୀତାଂଶୁ (Sitanshu), ସୁଧାଂଶୁ (Sudhansu), ସୁଧାକର (Sudhakara),ହିମାଂଶୁ (Himanshu)


ଚଢେଇ (chadhei) ଖଗ (Khaga),ଖେଚର (Khechara), ଦ୍ଵିଜ (Dwija), ପକ୍ଷୀ (Pakhi), ବିହଗ (Bihaga), ବିହଙ୍ଗ (Bihanga), ବିହଙ୍ଗମ (Bihangama)
ଛେଳି (cheli) ଅଜା (Aja), ଛାଗ (Chaga) , ଛାଗଳ (Chagala)
ଜିଭ (jiva) ଜିହ୍ଵା (jihwa) , ରସନା (Rasana)
ଜଳ (jala) ଅମୃତ (Amruta),ଅମ୍ଵୁ (Ambu) , ଆୟୁ (Ayu) , ଉଦକ (Udaka) , ଜୀବନ (Jibana) ,ତୋୟ (Toya) , ନୀର (Nira) , ପୟ (poya) , ପାଣି (Pani) ,ବାରି (Bari) , ସଲିଳ (Salila)
ଝିଅ (jhia) କନ୍ୟା (Kanya) ,ଦୁହିତା (Duhita) ,ସୁତା (Suta) , ତନୟା (Tanaya) , ନନ୍ଦିନୀ (Nandini) , ପୁତ୍ରୀ (Putri)
ଢ଼େଉ (dheu) ଉର୍ମି (urmi) , ତରଙ୍ଗ (Tarang) ,ଲହରୀ (Lahari)
ତରୁ (taru) ଗଛ (Gacha) , ବୃକ୍ଷ (Brukhya) , ମହୀରୁଦ (Mahiruda)
ପୋଖରୀ (pokhari) କାସାର (Kasara), ତଡାଗ (Tadaga), ପୁଷ୍କର (Puskara), ପୁଷ୍କରଣୀ (Puskarini), ସର (Sara), ସରସୀ (Sarasi), ସରୋବର (Sarobara)
ପେଚା (pecha) କାଉଭୀରୁ (Kaubhiru) , ଦିବାନ୍ଧ (Dibandha), ପେଚକ (Pechaka), ବକ୍ରନାସିକା (Bakranasika)
ପୃଥିବୀ (pruthibi) ଅଚଳା (Achala), ଅବନୀ (Abani), ଧରା (Dhara), ଧରଣୀ (Dharani), ଧରିତ୍ରୀ (Dharitri), ବସୁମତୀ (Basumati), ବସୁନ୍ଧରା (Basundhara), ବୀଜପସୂ (Bijapasu), ବସୁଧା (Basudha), ବିଶ୍ଵମ୍ଭରା (Biswambara),ଭୂ (Bhu), ଭୂମି (Bhumi), ମହୀ (Mahi), ମେଦିନୀ (Medini), ରସା (Rasa)
ଫୁଲ (phula) କୁସୁମ (Kusum), ପ୍ରସୂନ (Prasuna), ପୁଷ୍ପ (Puspa), ସୁମନ (Sumana)
ବଣ (bana) ଅରଣ୍ୟ (Aranya), ଅଟବୀ (Atabi), କାନନ (Kanana), କାନ୍ତାର (Kantara), ଗହନ (Gahana), ଜଙ୍ଗଲ (Jangala), ବନ (Bana), ବିପିନ (Bipina)
ବଜ୍ର (bajra) ଅଶନି (Asani) ,କୁଳିଶ (Kulisa), ଦମ୍ଭୋଳି (Dambholi), ପବି (Pabi), ଭିଦୁର (Bhidura)
ବ୍ରହ୍ମା (brahma) କମଳାସନ (kamalasan),ଚତୁର୍ମୁଖ (Chaturmukha), ଧାତା (Dhata), ବିଧାତା (Bidhata), ସ୍ରଷ୍ଟା (Srasta)
ତୃଣୀର (trunira) ବାଣାଧର (Banadhara) ,ବଣାଧି (Banadhi) , ଶରଧି (Saradhi), ଶରାଶ୍ରୟ (Sarasaya)
ଧନ (dhana) ଦ୍ରବ୍ୟ (Drabya),ବସୁ (Basu), ବିତ୍ତ (Bitta), ବିଭବ (Bivaba)
ନଦୀ (nadi) ଆପଗା (Apaga), ତଟିନୀ (Tatini), ତରଙ୍ଗିଣୀ (Taringini), ନଈ (Nai), ନିମ୍ନଗା (Nimagna), ପୟସ୍ଵିନୀ (Payaswini),ସରିତ (Sarita), ସ୍ରୋତସ୍ଵିନୀ (Srotaswini) , ସ୍ରୋତସ୍ଵତୀ (Srotaswati)
ନାରୀ (nari) ଅବଳା (Abala),କାମିନୀ (Kamini), ତରୁଣୀ (Taruni), ମହିଳା (Mahila), ରମଣୀ (Ramani), ସ୍ତ୍ରୀ (Stri)
ନିଆଁ (nia) ଅଗ୍ନି (Agni), ଅର୍ଦ୍ଧ୍ଵମୁଖ (Ardhamukha), ଅନଳ (Anala), ଚିତ୍ରଭାନୁ (Chitrabhanu), ପାବକ (Pabaka), ବହ୍ନି (Banhi), ବୈଶ୍ଵାନର (Baiswanara), ହବ୍ୟବାହନ (Habyabahana)
ନୌକା (nouka) ଡଙ୍ଗା (Danga), ତରଣୀ (Tarani) ,ନାଆ (Naa), ନାବ (Naba)
ପତାକା (pataka) କେତନ (Keteka) ,ଧ୍ଵଜା (Dhwaja), ବୈଜୟନ୍ତୀ (Baijayanti)
ପଥର (pathara) ଉପଳ (Upala),ପ୍ରସ୍ତର (Prastara),ପାଷାଣ (Pasana), ଶିଳା (Sila)
ପଦ୍ମ (padma) ଅଦ୍ମ (Adma), ଅବଜ (Abaja), ଅରବିନ୍ଦ (Arabinda), ଉତ୍ପଳ (Utpala) ,କ‍‌ଞ୍ଜ (Kanja),କମଳ (Kamala), ନଳୀନ (Nalina),ପଙ୍କଜ (Pankaja), ପଙ୍କେରୁହ (pankeruha), ପୁଣ୍ଡରୀକ (Pandurika) ,ବାରିଜ (Barija),ରାଜୀବ (Rajiva), ସରୋଜ (Saroja),ସରସିଜ (Sarosija), ଶତପତ୍ର (Satapatra)
ପବନ (pabana) ଅଗ୍ନସମ (Agnasama) ,ଅନୀଳ (Anila), ଗନ୍ଧବହ (Gandhabaha), ପବମାନ (Pabamana), ପ୍ରଭଞ୍ଜନ (Prabhanjana), ବହ୍ନିମୁଖ (Banhimukha), ବାତ (Bata), ବାୟୁ (Bayu), ମରୁତ (Maruta) ,ସମୀର (Samira) , ସମୀରଣ (Samirana)
ପର୍ବତ (parbata) ଅଚଳ (Achala), ଅଦ୍ରି (Adri), କୂଧର (Kudhara),ଗିରି (Giri), ନଗ (Naga) , ପାହାଡ (Pahada), ଭୂଧର (Bhudhara), ମହୀଧର (Mahidhara), ଶିଖରୀ (Sikhari), ଶୈଳ (Shaila)
ପୁଅ (pua) ତନୟ (Tanaya), ପୁତ୍ର (Putra), ବତ୍ସ (Batsa), ସୁତ (Suta)
ବିଜୁଳି (bijuli) ଚପଳା (Chapala), ଚଞ୍ଚଳା (Chanchala), ଶମ୍ପା (Sampa), ସୈଦାମିନୀ (Soudamini), କ୍ଷଣପତି (Khyanapati)
ବିଷ୍ଣୁ (bishnu) ଅନ୍ତର୍ଯ୍ୟାମୀ (Antarjami), କେଶବ (Kesaba), କୃଷ୍ଣ (Krushna), ଚକ୍ରଧର (Chakradhara), ଦାମୋଦର (Damodara),ନାରାୟଣ (narayana), ବନମାଳୀ (Banamali) ,ଭାବଗ୍ରାହୀ (Bhabagrahi)
ବେଙ୍ଗ (benga) ଦର୍ଦ୍ଦୁର (Dardura), ଭେକ (Bheka), ମଣ୍ଡୁକ (Manduka)
ଭଉଣୀ (bhouni) ଭଗିନୀ (Bhagini), ସହୋଦରା (Sahodara)
ଭ୍ରମର (bhramara) ଅଳି (Ali), ଭୃଙ୍ଗ (Bhrunga), ମଧୁପ (Madhupa), ମଧୁପାୟୀ (madhupaya), ମଧୁବ୍ରତ (madhubrata), ମଧୁଭୁତ (madhubhuta), ମଧୁଜୀବ (Madhujiba), ମଧୁପକ୍ଷିକା (madhupakhika), ମଧୁଲିଟ (madhulita)
ଭୃତ୍ୟ (bhrutya) କିଙ୍କର (Kinkara), ଚାକର (Chakara) ,ଦାସ (Dasa), ପରିଚର (Parichara)
ମନୁଷ୍ୟ (manusya) ନର (Nara), ମନୁଜ (manuja), ମାନବ (manaba)
ମୟୁର (mayura) କଳାପୀ (Kalapi) ,କେକା (Keka), କେକୀ (Keki), ପିକ (Pik), ବନପ୍ରିୟ (Banapriya), ବର୍ହି (Bahir) ,ବର୍ହିଣ (Bahirna), ଶିଖୀ (Sikhi)
ମହାଦେବ (mahadeva) ଈଶ୍ଵର (Eswara), ଉମାପତି (Umapati), ଯୋଗରାଜ (Jogaraja), ନୀଳକଷ୍ଠ (nilakantha), ଭୂତନାଥ (Bhutanatha), ରୁଦ୍ର (Rudra), ଶମ୍ଭୁ (Sambhu), ଶଙ୍କର (Sankara), ଶିବ (Siba), ସଦାଶିବ (Sadasiva), ହର (Hara), ଲୋକନାଥ (Lokanatha)
ମାଆ (maa) ଗର୍ଭଧାରିଣୀ (Garbhadharini), ଜନନୀ (Janani), ମାତା (mata)
ମାଛ (macha) ଜଳଜୀବ (jalajiba),ଝସ (Jhasa), ମତ୍ସ୍ୟ (matsya), ମୀନ (mina)
ମାଙ୍କଡ଼ (mankada) କପି (Kapi), ପ୍ଲବଗ (plabaga), ବାନର (banara), ମର୍କଟ (markata), ଶାଖାମୃଗ (sakhamruga)
ମୁହଁ (muhan) ଆନନ (Anana), ଆସ୍ୟ (Asya), ବଦନ (Badana), ମୁଖ (Mukha), ଲପନ (lapana)
ସିଂହ (sinha) କେଶରୀ (Kesari), ପଶୁପତି (Pasupati),କଶୁରାଜ (kasuraja),ମୃଗରାଜ (mrugaraja), ଶାର୍ଦ୍ଦୂଳ (Sardula), ହରି (hari)
ସୁନ୍ଦର (sundara) କାନ୍ତ (kanta), ଚାରୁ (Charu), ମଞ୍ଜୁଳ (manjula), ମନୋହର (manohara), ରୁଚିର (ruchira), ଶୋଭନ (sobhana)
ସୁନା (suna) କନକ (kanaka), କାଞ୍ଚନ (kanchana), ଜମ୍ଵୁନଦ (jambhunada), ସ୍ଵର୍ଣ୍ଣ (Swarna), ସୁବର୍ଣ୍ଣ (subarna), ହାଟକ (hataka), ହେମ (hema)
ସୂର୍ଯ୍ୟ (surya) ଅଂଶୁମାନ (ansumana), ଅଂଶୁମାଳୀ (ansumali), ଆଦିତ୍ୟ (aditya), ତପନ (tapana), ଦିନକର (dinakara), ଦିନନାଥ (dinanatha), ଦିନମଣି (dinamani), ଦିବାକର (dibakara), ପ୍ରଭାକର (prabhakara), ଭାନୁ (bhanu), ଭାସ୍କର (bhaskara), ମିହିର (mihira), ବିକର୍ତ୍ତନ (bikartana), ବିବସ୍ଵାନ (bibaswana),ସବିତା (sabita), ସହସ୍ରାଂଶୁ (sahasransu), ଛାୟାପତି (chayapati)
ମୁଣ୍ଡ (munda) ମଥା (Matha), ମସ୍ତକ (mastaka), ଶିର (Sira)
ମେଘ (megha) ଅମ୍ବୁଦ (Ambuda), ଘନ (ghana),ଜଳଦ (jalada), ଜଳଧର (jaladhara),ଜୀମୂତ (Jimuta), ନୀରଦ (nirada),ନୀରଧର (niradhara), ବଳାହକ (balahaka), ବାରିଧର (Baridhara), ବାରିବାହ (baribaha), ବାରିଦ (Barida), ପୟୋଦ (Payoda), ଇରମ୍ଵଦ (Erambada)
ରବି (rabi) ଅର୍କ (Arka), ଅଂଶୁମାଳୀ (Anshumali), ଆଦିତ୍ୟ (aditya), ତପନ (Tapana), ଦିନକର (Dinakara), ଦିନମଣି (Dinamani), ଦିବାକର (Dibakara), ପ୍ରଭାକର (Prabhakara), ଭାନୁ (Bhanu), ଭାସ୍କର (Bhaskara), ମିହିର (Mihira), ବିକର୍ତ୍ତନ (Bikartana),ସବିତା (Sabita), ସହସ୍ରାଂଶୁ (Sahasranshu)
ରାତି (rati) ନିଶା (Nisha), ବିଭାବରୀ (Bibhabari), ଯାମିନୀ (Jamini), ରଜନୀ (Rajani), ଶର୍ବରୀ (Sarbari)
ଶତ୍ରୁ (satru) ଅରି (Ari), ଅରାତି (Arati), ପର (Para), ବୈରୀ (Bairi), ରିପୁ (Ripu)
ଶୀଘ୍ର (sighra) ଆଶୁ (Asu),ତୁରିତ (Turita), ବହନ (Bahana), କ୍ଷିପ୍ର (Khipra)
ଶୁକ୍ଳ (sukla) ଗୌର (Goura), ଧଳା (dhala),ଧବଳ (Dhabala),ଶୁଭ୍ର (subhra), ଶ୍ଵେତ (Sweta), ସିତ (Sita)
ସମୁଦ୍ର (samudra) ଅର୍ଣ୍ଣବ (Arnaba), ଅମ୍ଵୁଧ (Ambudha),ଉଦଧି (Udadhi),ଜଳଧି (Jaladhi),ଜଳନିଧି (jalanidhi),ପୟୋଧି (Payodhi), ପାରାବାର (Parabara), ପୟୋନିଧି (payonidhi), ବାରିଧି(Baridhi), ବାରାନିଧି (Baranidhi), ମହୋଦଧି (mahodadhi), ରତ୍ନାକର (Ratnakara),ସାଗର (Sagara), ସିନ୍ଧୁ (Sindhu)
ସରସ୍ଵତୀ (saraswati) ବାଗଦେବୀ (Bagdevi), ବାଣୀ (Bani), ଭାରତ (Bharata)
ସାପ (sapa) ଅହି (Ahi), ଆଶୀବିଷ (Asibisa), ଉରଗ (Uraga), କାକୋଦର (Kakedara), କୁଣ୍ଡଳୀ (kundali), ଚକ୍ଷୁଶ୍ରବା (Chakhyusraba), ପନ୍ନଗ (Pannaga), ଫଣୀ (Phani), ଭୁଜଂଗ (Bhujanga), ଭୋଗୀ (bhogi)
ସ୍ତ୍ରୀ (stri) କାନ୍ତା (kanta), କାମିନୀ (kamini), ନାରୀ (nari), ପତ୍ନୀ (patni), ବନିତା(banita), ବାମା (bama), ମହିଳା (mahila), ଯୋଷା (josa), ରମଣୀ (ramani), ଲଳନା (Lalana)
ହାତ (hata) କର (kara) , ପାଣି (Pani), ହସ୍ତ (hasta)
ହାତୀ (hati) କରୀ (Kari), କୁଞ୍ଜର (kunjara), ଗଜ (gaja), ଦନ୍ତାବଳ (Dantabala), ଦ୍ଵିପ (dwipa), ଦ୍ଵିରଦ (dwirada), ଦୀର୍ଘବଲ୍ଲ (dirghaballa),ବାରଣ (barana), ମାତଗ (mataga), ମାତଙ୍ଗ (matanga),ମାତଙ୍ଗମ (matangama), ହସ୍ତୀ (hasti)
କ୍ଷିତି (khiti) ଅବନୀ (Abani), ପୃଥିବୀ (Pruthibi), ଭୂ (bhu), ଭୂମି (bhumi), ଭୂମିତଳ (bhumitala)

[su_button url=”https://odishasarkariexam.in/odia-grammar-lokabani-%e0%ac%93%e0%ac%a1%e0%ac%bc%e0%ac%bf%e0%ac%86-%e0%ac%97%e0%ad%8d%e0%ac%b0%e0%ac%be%e0%ac%ae%e0%ac%be%e0%ac%b0-%e0%ac%b2%e0%ad%8b%e0%ac%95%e0%ac%ac%e0%ac%be%e0%ac%a3%e0%ad%80/” target=”blank” style=”stroked” background=”#de0b0a” size=”5″ icon=”icon: file-pdf-o”]ଓଡ଼ିଆ ଗ୍ରାମାର ଲୋକବାଣୀ ବିଷୟରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]


ଯଦି ଆପଣ ମାନେ ଚାହୁଁଛନ୍ତି ପ୍ରତିଦିନ ଭିଡି଼ଓ ଅନଲାଇନ କ୍ଲାସ ନେବା ପାଇଁ ଆମର ୟୁଟୁବ ଚେନାଲ ଓଡିଶା ସରକାରୀ ଏକ୍ଜାମ ୟୁଟୁବ ଚେନାଲ କୁ ତଳେ ଦିଆଯାଇଥିବା ଲିଙ୍କ ରେ କ୍ଲିକ କରି ସବସକ୍ରାଇବ କରନ୍ତୁ |

[su_button url=”https://www.youtube.com/channel/UClLQ3gXoCypuxpiuo6fmWlA?view_as=subscriber” target=”blank” style=”stroked” background=”#3d18f4″ color=”#ffffff” size=”5″ icon=”icon: youtube-square”]ଏଠାରେ କ୍ଲିକ କରି ଶବସକ୍ରାଇବ କରନ୍ତୁ [/su_button]


ଯଦି ଆପଣ ମାନେ ପ୍ରତିଦିନ ନୋଟସ ଅପଡେଟ ଚାହୁଁଛନ୍ତି ଆମର ଟେଲିଗ୍ରାମ ଚେନାଲ କୁ JOIN କରନ୍ତୁ |

[su_button url=”https://t.me/odishasarakariexam” target=”blank” style=”stroked” background=”#f42a18″ color=”#ffffff” size=”5″ icon=”icon: paper-plane-o”]ଏଠାରେ କ୍ଲିକ କରି JOIN କରନ୍ତୁ [/su_button]


ଯଦି ପୋଷ୍ଟ ଟି ଭଲ ଲାଗେ ନିଜ ସାଙ୍ଗ ମାନଙ୍କ ସହ ଫେସବୁକ , ଇନ୍ଷ୍ଟଗ୍ରାମ , ଟେଲିଗ୍ରାମ , WHATSAPP ମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ ଓ 5 ଷ୍ଟାର ରେଟିଙ୍ଗ କରନ୍ତୁ | ଧନ୍ୟବାଦ| 

odia grammar book buy here

NO COMMENTS

LEAVE A REPLY

Please enter your comment!
Please enter your name here