Odia grammar short questions bakya !! odia grammar mcq

24 mins read

Odia grammar short questions bakya !! odia grammar mcq

 

1. ବାକ୍ୟରେ କେଉଁ ଶବ୍ଦ ଲାଗିଲେ ତାହା ନାସ୍ତିବାଚକ ବାକ୍ୟ ହୋଇଥାଏ
(A) ନାହିଁ
(B) ହଁ
(C) କିନ୍ତୁ
(D) ଓ

Ans-A ✔

୨. ବାକ୍ୟର ଆରମ୍ଭରେ ନିମ୍ନୋକ୍ତ କେଉଁଟି ରହେ ? ସେଗୁଡିକ ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖ ।
(A) କର୍ତ୍ତା
(B) କର୍ମ
(C) କ୍ରିୟା
(D) ଉଦ୍ଦେଶ୍ୟ

Ans-A ✔

୩. ବାକ୍ୟର ଶେଷରେ ନିମ୍ନୋକ୍ତ କେଉଁ ପଦଟି ରହେ ?
(A) କର୍ମ
(B) କର୍ତ୍ତା
(C) କ୍ରିୟା
(D) ଉଦ୍ଦେଶ୍ୟ

Ans-C ✔

୪. ରାମଚନ୍ଦ୍ର ରାବଣକୁ ବଧ କରିଥିଲେ ଏଠାରେ କ୍ରିୟା ପଦ କେଉଁଟି ?
(A) ରାମଚନ୍ଦ୍ର
(B) ରାବଣଙ୍କୁ
(C) ବଧ
(D) କରିଥିଲେ

Ans-D ✔

୫. ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ । – ବାକ୍ୟରେ କର୍ମପଦଟି କିଏ ?
(A) ଅକ୍ଷୟ
(B) ଭଲ
(C) ଗୀତ
(D) ଗାଇଲେ

Ans-C ✔

6. ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ – ରେଖାଙ୍କିତ ପଦଟି କେଉଁ ପ୍ରକାର ?
(A) ଗୌଣକର୍ମ
(B) ମୁଖ୍ୟକର୍ମ
(C) ଦ୍ବିକର୍ମକ
(D) ସକର୍ମକ

Ans-A ✔

7. ବାକ୍ୟରେ ସଂବୋଧନ ପଦ କେଉଁଠାରେ ରଖାଯାଏ ?
(A) କେବଳ ଆରମ୍ଭରେ
(B) କେବଳ ଶେଷରେ
(C) ଆରମ୍ଭରେ ବା ଶେଷରେ
(D) ରଖାଯାଏ ନାହିଁ

Ans-C ✔

8. ମୋତେ ଶକ୍ତି ଦିଅ ପ୍ରଭୁ ! – ବାକ୍ୟରେ କେଉଁଟି ସଂବୋଧନ ପଦ ଅଟେ ?
(A) ମୋତେ
(B) ଶକ୍ତି
(C) ଦିଅ
(D) ପ୍ରଭୁ

Ans-D ✔

9. ଚତୁର ଲୋକ ସବୁଠି ଜିତନ୍ତି- ରେଖାଙ୍କିତ ପଦଟି କି ପ୍ରକାର ଅଟେ ?
(A) ବିଶେଷ୍ୟ
(B) ବିଶେଷଣ
(C) ମୁଖ୍ୟକର୍ମ
(D) ଗୌଣକର୍ମ

Ans-B ✔

୧୦. ବାକ୍ୟରେ ବିଶେଷଣ ପଦ କେଉଁଠାରେ ବସେ ?
(A) ବିଶେଷ୍ୟପଦ ପୂର୍ବରୁ
(B) ବିଶେଷ୍ୟ ପଦ ପରେ
(C) ବସେନାହିଁ
(D) କର୍ଭାପରେ

Ans-A ✔

୧ ୧. ସକାଳେ କାମ ଆରମ୍ଭ ହୁଏ ।- ବାକ୍ୟକୁ ନାସ୍ତି ବାଚକ ବାକ୍ୟରେ ପରିବର୍ତନ କର ?
(A) ସକାଳେ କାମ ହୁଏ କି ?
(B) ସକାଳୁ ଆରମ୍ଭ କର
(C) ସକାଳେ କାମ ଆରମ୍ଭ ହୁଏ ନାହିଁ
(D) ସକାଳେ କାମ କରିବା ଉଚିତ
କର୍ତ୍ତା

Ans-C ✔

୧ ୨. ‘ନ’ – ଏହି ପଦଟି ବାକ୍ୟର କେଉଁଠାରେ ବସେ ?
(A) ବାକ୍ୟର ଆରମ୍ଭରେ
(B) କ୍ରିୟାପଦ ପରେ
(C) କ୍ରିଯାପଦ ପୂର୍ବରୁ
(D) କ୍ରିୟା ପଦ ପରେ

Ans-C ✔

୧୩. ନିମ୍ନୋକ୍ତ ମଧ୍ୟରୁ କେଉଁ ବାକ୍ୟରୂପଟି ପ୍ରକାର୍ଯ୍ୟକରୂପ ଅଟେ ?
(A) ସରଳବାକ୍ୟ
(B) ଜଟିଳବାକ୍ୟ
(C) ପ୍ରଶ୍ନସୂଚକ ବାକ୍ୟ
(D) ଯୌଗିକ ବାକ୍ୟ

Ans-C ✔

୧୪, ନିମ୍ନୋକ୍ତ ମଧ୍ୟରୁ କେଉଁ ବାକ୍ୟରୂପଟି ଗଠନାତ୍ମକ ରୂପ ଅଟେ ?
(A) ବିବୃତିସୂଚକ ବାକ୍ୟ
(B) ବିସ୍ମୟସୂଚକ ବାକ୍ୟ
(C) ନାସ୍ତିସୂଚକ ବାକ୍ୟ ।
(D) ମିଶ୍ରବାକ୍ୟ

Ans-D ✔

୧୫. ନିମ୍ନୋକ୍ତ ମରୁ କେଉଁଟି ସଂଯୋଜକ ଅବ୍ୟୟ ନୁହେଁ ?
(A) ମାତ୍ର
(B) ପ୍ରକୃତି
(C) କିନ୍ତୁ
(D) ଓ

Ans-B ✔

୧୬. ନିମ୍ନୋକ୍ତ କେଉଁ ବାକ୍ୟରୂପଟି ଗଠନାତ୍ମକ ରୂପ ନୁହେଁ ?
(A) ସରଳ ବାକ୍ୟ
(B) ବିସ୍ମୟସୂଚକ ବାକ୍ୟ
(C) ଯୌଗିକ ବାକ୍ୟ
(D) ଜଟିଳ ବାକ୍ୟ

Ans-B ✔

୧୭. ନିର୍ଦ୍ଦିଷ୍ଟ ବିଷୟକ ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ କଣ କୁହାଯାଏ ?
(A) ବିବୃତ୍ତିସୂଚକ ବାକ୍ୟ
(B) ଆଦେଶସୂଚକ ବାକ୍ୟ
(C) ବିସ୍ମୟସୂଚକ ବାକ୍ୟ
(D) ବକ୍ତବ୍ୟସୂଚକ ବାକ୍ୟ

Ans-A ✔

୧୮. ଅନୁରୋଧ ଭାବ ପ୍ରକାଶ କରୁଥିବା ବାକ୍ୟକୁ କ’ଣ କୁହାଯାଏ ?
(A) ଆଦେଶସୂଚକ ବାକ୍ୟ
(B) ଅନୁରୋଧକମୂଳକ
(C) ଅନୁରୋଧସୂଚକ ବାକ୍ୟ
(D) ନାସ୍ତିସୂଚକ ବାକ୍ୟ

Ans-A ✔

୧୯. କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ କ’ଣ କୁହାଯାଏ ?
(A) ପ୍ରଶ୍ନବାଚକ ବାକ୍ୟ
(B) ପ୍ରଶ୍ନସୂଚକ ବାକ୍ୟ
(C) ପ୍ରଶ୍ନମୂନକ ବାକ୍ୟ
(D) ପ୍ରଶ୍ନସୂଚିତ ବାକ୍ୟ

Ans-B ✔

୨୦. ଆଶ୍ଚର୍ଯ୍ୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ କେଉଁ ବାକ୍ୟ କୁହାଯାଏ ?
(A) ବିବୃତିସୂଚକ ବାକ୍ୟ
(B) ଅନୁରୋଧସୂଚକ ବାକ୍ୟ
(C) ପ୍ରଶ୍ନସୂଚକ ବାକ୍ୟ
(D) ବିସ୍ମୟସୂଚକ ବାକ୍ୟ

Ans-D ✔

୨୧. ନାସ୍ତିସୂଚକ ବାକ୍ୟରେ ନିୟୋରୁ କେଉଁ ସୂଚନା ପ୍ରଦାନ କରିଥାଏ ?
(A) ବିସ୍ମୟଭାବ ବାକ୍ୟ
(B) କୌଣସି ପ୍ରଶ୍ନର ସୂଚନା
(C) ନାସ୍ତିର ସୂଚନା
(D) ଆଦେଶଭାବ ପ୍ରକାଶ

Ans-C ✔

22. ଆଜ୍ଞା ! ମତେ ଟିକିଏ ସାହାଯ୍ୟ କରନ୍ତୁ । – ବାକ୍ୟଟିରେ କେଉଁ ଭାବ ପ୍ରକାଶିତ ହୋଇଛି ?
(A) ଅନୁରୋଧ
(B) ଆଦେଶ
(C) ପ୍ରଶ୍ନର ସୂଚନା
(D) ବିସ୍ମୟଭାବ

Ans-A ✔

୨୩. ଦୁଇଟି ସରଳବାକ୍ୟକୁ ଯୋଡି ଏକ ଯୌଗିକ ବାକ୍ୟ ଗଠନ କରିବା ପାଇଁ କେଉଁ ପଦ ବ୍ୟବହାର କରାଯାଏ ?
(A) ଅବ୍ୟୟ
(B) ପଦସଂହତି
(C) ବିଶେଷଣ
(D) ବିଶେଷ୍ୟ

Ans-A ✔

୨୪. ଆଜି କେତେ ତାରିଖ ?ଏହା କି ପ୍ରକାର ବାକ୍ୟ ?
(A) ବିବୃତିସୂଚକ
(B) ପ୍ରଶ୍ନସୂଚକ
(C) ଆଦେଶାମ୍ବକ
(D) ବିସ୍ମୟସୂଚକ

Ans-B ✔

୨୫. ସତରେ ତମେ ଆସିଛ ! – ବାକ୍ୟଟି କେଉଁ ପ୍ରକାର ଅଟେ ?
(A) ବିବୃତିସୂଚକ
(B) ନାସ୍ତିସୂଚକ
(C) ପ୍ରଶ୍ନସୂଚକ
(D) ବିସ୍ମୟସୂଚକ

Ans-D ✔

୨୬. ତମର ନିୟମ ମୁଁ ପାଳି ପାରିବି ନାହିଁ । – ଏହା କି ପ୍ରକାର ବାକ୍ୟ ?
(A) ପ୍ରଶ୍ନସୂଚକ
(B) ଆଦେଶସୂଚକ
(C) ନାସ୍ତିସୂଚକ
(D) ବିବୃତିସୂଚକ

Ans-C ✔

୨୭. କବିମାନଙ୍କ ମଧ୍ୟରେ ସାରଳା ଦାସ ଆଦିକବି ଅଟନ୍ତି ।- ଏହା କି ପ୍ରକାର ବାକ୍ୟ ?
(A) ବିସ୍ମୟସୂଚକ
(B) ବିବୃତିସୂଚକ
(C) ଆଦେଶବାଚକ
(D) ଅନୁରୋଧବାଚକ

Ans-B ✔

୨୮. ହରି ଭଲ ନାଚୁଛି ଓ ଏଥିପାଇଁ ସୁନାମ ଅର୍ଜନ କରୁଛି । – ଏହା କି ପ୍ରକାର ବାକ୍ୟ ?
(A) ସରଳ
(B) ଯୌଗିକ
(C) ଜଟିଳ
(D) ମିଶ୍ର

Ans-B ✔

୨୯. ଯେହେତୁ ଝଡ଼ କମିଗଲା, ତେଣୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ । – ଏହା କି ପ୍ରକାର ବାକ୍ୟ ?
(A) ସରଳ
(B) ଯୌଗିକ
(C) ଜଟିଳ
(D) ମିଶ୍ର

Ans-C ✔

୩୦. କେଉଁ ପ୍ରକାର ବାକ୍ୟର ସମନ୍ବିତ ରୂପକୁ ମିଶ୍ରବାକ୍ୟ କୁହାଯାଏ ?
(A) ସରଳ ବାଜ୍ୟ
(B) ଯୌଗିକ ବାକ୍ୟ
(C) ଜଟିଳ ବାଜ୍ୟ
(D) ଯେ କୌଣସି ପ୍ରକାର

Ans-D ✔

୩୧. ବିଜୁବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି । – ଏହା କି ପ୍ରକାର ବାକ୍ୟ ?
(A) ପ୍ରଶ୍ନସୂଚକ
(B) ବିସ୍ମୟସୂଚକ
(C) ଆଦେଶସୂଚକ
(D) ନାସ୍ତିସୂଚକ

Ans-D ✔

32. ମାଁ ଙ୍କର ରନ୍ଧା ଚାଲିଛି । – ଏହା କି ପ୍ରକାର ବାଚ୍ୟ ?
(A) କର୍ତୃବାଚ୍ୟ
(B) କର୍ମବାଚ୍ୟ
(C) ଭାବବାଚ୍ୟ
(D) ଉଦ୍ଦେଶ୍ୟ

Ans-B ✔

ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ଓଡିଶା ର ସବୁଠୁ ବଡ଼ ଫ୍ରି ଷ୍ଟଡି ମେଟରିୟଲ ୱେବ୍ସାଇଟ || ଓଡିଶା ର OSSC, OSSSC, OPSC, CT, BED, OTET ଏବଂ ସବୁ ଅନନ୍ୟ ପରୀକ୍ଷା ପାଇଁ ବେଷ୍ଟ ନୋଟ ପ୍ରୋଭାଇଡ କରିଥାଏ ||

Leave a Reply

Your email address will not be published.

Previous Story

general knowledge Multiple choice questions odia || odia gk

Next Story

Cell Structure and Function Biology Notes odia

Latest from Blog