Sunday, June 6, 2021
HomeOdia Grammar MCQodia grammar short questions Pada PDF

odia grammar short questions Pada PDF

odia grammar short questions Pada PDF

ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ , ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ପଦ ( odia grammar short questions pada) , ବିଷୟରେ ଡିସ୍କସ କରିଛୁ | ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ |ଦୟାକରି 5 ଷ୍ଟାର ରେଟିଙ୍ଗ କରିଦେବେ ||

odia grammar short questions Pada PDF

1. ପଦ ଦୃଷ୍ଟିରୁ କେଉଁ ଗୋଟିକ ଭିନ୍ନ ଜାତୀୟ ?
(A) ତୁମେ
(B) ଏବଂ
(C) ସେମାନେ
(D) ମୁଁ

Ans-B ✔

2. କେଉଁଟି ବିଶେଷଣ ପ୍ରଦ ?
(A) ପରମ
(B) ଧରମ
(C) କରମ
(D) ସରମ

Ans-A ✔

3. କେଉଁଟି ବିଶେଷଣ ପଦ ନୁହେଁ ?
(A) ଉରମ
(B) ସନ୍ତୋଷ
(C) ପରମାର୍ଥୀ
(D) ଶୁରଙ୍କର

Ans-B ✔

4. ସେ ଅତ୍ୟନ୍ତ ଚତୁରତାର ସହିତ କାର୍ଯ୍ୟ ସଂପାଦନ କଲେ । ଏହି ବାକ୍ୟରେ କେତୋଟି ବିଶେଷ୍ୟ ପଦ ଅଛି ?
(A) ଏକ
(B) ଦୁଇ
(C) ତିନି
(D) ଚାରି

Ans-C ✔

5. ତାଙ୍କ ବିନା ମୁଁ ଏହା କରିପାରିବି ନାହିଁ । – ଏହି ବାକ୍ୟରେ‘ବିନା’ କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) ଅବ୍ୟୟ
(D) ସର୍ବନାମ

Ans-C ✔

6. ଶୋଇଲା ପୁଅର ଭାଗ ନାହିଁ । ଏହି ବାକ୍ୟରେ ଶୋଇଲା କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) କ୍ରିୟା
(D) ଅବ୍ୟୟ

Ans-B ✔

7. କେଉଁଟି ଭିନ୍ନ ଜାତୀୟ ଶବ୍ଦ ?
(A) ପରିବର୍ଭନ
(B) ଆକ୍ରମଣ
(C) ନାମକୀର୍ଗନ
(D) ସମ୍ବର୍ଦ୍ଧନା

Ans-C ✔

8. ଭିନ୍ନ ଜାତୀୟ ଶବ୍ଦଟିକୁ ବାଛି । . .
(A) ସୁନା
(B) ରୂପା
(C) ଗଙ୍ଗା
(D) ମାଟି

Ans-C ✔

9. ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ।
(A) ପାହାଡ଼
(B) ପର୍ବତ
(C) ମେଘାସନ
(D) ଅଟବୀ

Ans-C ✔

10. ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ ।
(A) ପଣ୍ଡିତ
(B) ପାଣ୍ଡିତ୍ୟ
(C) ଧୈର୍ଯ୍ୟ
(D) ଦୟା

Ans-A ✔

11. ଭିନ୍ନ ଜାତୀୟ ଶବ୍ଦଟି ବାଛ ।
(A) ଆସନ
(B) ଭୋଜନ
(C) ପ୍ରକ୍ଷାଳନ
(D) ଶୟନ

Ans-A ✔

12. ଭିନ୍ନ ଜାତୀୟ ଶବ୍ଦଟି ବାଛ।
(A) ଗଙ୍ଗା
(B) ହିମାଳୟ
(C) ପର୍ବତ
(D) ଆଗତ

Ans-D ✔

13. ନିମ୍ନରେ କେତୋଟି ବିଶେଷ୍ୟ ପଦ ଅଛି ?
ପ୍ରସନ୍ନ, ଭୋଜନ, ଗମନ, ମିଛୁଆ, ନଦୀ
(A) ଗୋଟିଏ
(B) ୪ଟି
(C) ୩ଟି
(D) ୨ଟି

Ans-C ✔

14. ନିମ୍ନ ବାଜ୍ୟରୁ ବିଶେଷ୍ୟ ପଦଟି ଚିହ୍ନାଅ । ଦଶଟି ପାଚିଲା ଆମ୍ବ ଥିଲା ।
(A) ଦଶଟି
(B) ପାଚିଲା
(C) ଆମ
(D) ଥିଲା

Ans-C ✔

15. ନିମ୍ନରୁ କେଉଁଟି ବିଶେଷ୍ୟ ପଦ ନୁହେଁ ?
(A) ମୁଣ୍ଡ
(B) ତୁଣ୍ଡ
(C) ରୁଣ୍ଡ
(D) କାଣ୍ଡ

Ans-C ✔

6. ନିମ୍ନରୁ କେଉଁଟି ବିଶେଷ୍ୟ ପଦ ନୁହେଁ ? ;
(A) ମହତ୍ତ୍ବ
(B) ନେତୃତ୍ବ
(C) ସାଧୁତା
(D) ସତ୍ୟବାଦୀ

Ans-D ✔

17. କାବେରୀ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା କହନ୍ତି । ଏଠାରେ ଗଙ୍ଗା କେଉଁ ଜାତୀୟ ବିଶେଷ୍ୟ ପଦ ?
(A) ବ୍ୟକ୍ତିବାଚକ
(B) ଜାତିବାଚକ
(C) ବସ୍ତୁବାଚକ
(D) ସଂଜ୍ଞାବାଚକ

Ans-B ✔

18. ମାଟିନ୍ ଲୁଥର ଥିଲେ ଆମେରିକାର ଗାନ୍ଧି । ଏଠାରେ ଗାନ୍ଧି କେଉଁ ଜାତୀୟ ବିଶେଷ୍ୟ ପଦ ?
(A) ଜାତିବାଚକ
(B) ବସ୍ତୁବାଚକ
(C) ଗୁଣବାଚକ
(D) ବ୍ୟକ୍ତିବାଚକ

Ans-A ✔

19. ତାଙ୍କର ————— ଦେଖ୍ ମୁଁ ଖୁସି ହେଲି ।ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(A) ସରଳିଆ
(B) ସାରଲ୍ୟତା
(C) ସରଳୀ
(D) ସରଳତା

Ans-D ✔

20. ବିଶେଷ୍ୟ ପଦ ଆଗେ ରହି ବିଶେଷଣ ପଦ ପଛରେ ରହିଲେ କେଉଁ ବିଶେଷଣ ହୁଏ ?
(A) ବିଶେଷ୍ୟର ବିଶେଷଣ
(B) ବିଶେଷଣର ବିଶେଷଣ
(C) ବିଧେୟ ବିଶେଷଣ
(D) ସର୍ବନାମର ବିଶେଷଣ

Ans-C ✔

21. ତକ ବାକ୍ୟରେ ଥିବା ପଦଗୁଡ଼ିକ ମଧ୍ୟରୁ କେଉଁଟି ବିଶେଷଣର କାମ କରୁଛି ?
ବାବୁ ସୁନା ମୁଦି ପିନ୍ଧିଛନ୍ତି ।
(A) ବାବୁ
(B) ସୁନା
(C) ମୁଦି
(D) ପିନ୍ଧିଛନ୍ତି

Ans-B ✔

22. ନିମ୍ନରେ କେତୋଟି ବିଶେଷଣ ପଦ ଅଛି ?
ଦୟା, କ୍ଷମା, ଦଦରା, ଧୈର୍ଯ୍ୟ, କନିଷ, କଠିନ
(A) ସବୁଗୁଡ଼ିକ
(B) ୫ଟି
(C) ୩ଟି
(D) ୪ଟି

Ans-C ✔

23. ‘କନିଷ୍ଠ’ ବିଶେଷଣ ପଦର ମୂଳରୁପଟି କ’ଣ ?
(A) କୁନି
(B) ଯୁବା
(C) ସାନ
(D) କ୍ଷୁଦ୍ର

Ans-B ✔

24. ‘ବୃଦ୍ଧ’ ଶବ୍ଦରେ ‘ଇ’ ଯୁକ୍ତ ହେଲେ ନୂତନ ଶବ୍ଦଟି କ’ଣ ହେବ ?
(A) ବର୍ଦ୍ଧିଷ୍ଠା
(B) ବାର୍ଦ୍ଧକ୍ୟ
(C) ଜ୍ୟେଷ୍ଠ
(D) ମହିଷ୍ଟ

Ans-C ✔

25. ନିମ୍ନ ବାରୁ ବିଶେଷଣ ପଦଟି ଚିହ୍ନାଅ ।
ଖାଇବାର ପୁତ୍ର ଗଲା ମଥୁରାପୁରକୁ ।
(A) ଖାଇବାର
(B) ପୁତ୍ର
(C) ଗଲା
(D) ମଥୁରାପୁରକୁ

Ans-A ✔

26. ଭିନ୍ନ ଜାତୀୟ ଶବ୍ଦଟି ବାଛ ।
(A) ଦଶ
(B) ଷୋଡ଼ଶ
(C) ସପ୍ତଦଶ
(D) ଅଷ୍ଟାଦଶ

Ans-A ✔

27. କେଉଁଟି ସମଶ୍ରେଣୀୟ ନୁହେଁ ?
(A) ବାସିପଖାଳ
(B) ସହଦହି
(C) କଞ୍ଚାଲଙ୍କା
(D) ମେଲୁଣ

Ans-D ✔

28. କେଉଁଟି ସମଶ୍ରେଣୀୟ ନୁହେଁ ?
(A) ତୃଣବାଳକ
(B) ଖାଇଲା ପୁଅ
(C) ବୁଢ଼ାଲୋକ
(D) ଅନ୍ଧ ମଣିଷ

Ans-B ✔

2୨. ଯେମନ୍ତ ଉପାୟ କହିଲେ ଗୁରୁ, ତେମନ୍ତ ବିଧାନେ ହୋଇଲା ଚରୁ ।
ଏଠାରେ “ଯେମନ୍ତ’ କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) ସର୍ବନାମ
(D) ଅବ୍ୟୟ

Ans-B ✔

30. ଜଣାଶୁଣା ବ୍ୟକ୍ତିଙ୍କୁ କିଛି କହି ହୁଏ ନାହିଁ । ଏଠାରେ ‘ଜଣାଶୁଣା’ କି ପଦ ?
(A) କ୍ରିୟା
(B) ବିଶେଷଣ
(C) ସର୍ବନାମ
(D) ବିଶେଷ୍ୟ

Ans-B ✔

31. ନିମ୍ନରୁ ବିଶେଷଣ ପଦଟି ଚିହୁଅ ।
(A) ଭଦ୍ରାମି
(B) କୈଶୋର
(C) ଧୀର
(D) ବାଦ୍ଧକ୍ୟ

Ans-C ✔

32. ନିମ୍ନରେ କେଉଁଟି ବିଶେଷଣ ପଦ ନୁହେଁ ?
(A) ମଧୁର
(B) ସୌନ୍ଦର୍ଯ୍ୟ
(C) ସ୍ଥାୟୀ
(D) ଉପଯୋଗୀ

Ans-B ✔

33. କେଉଁଟି ବିଶେଷଣ ପଦ ନୁହେଁ ?
(A) ପାଦ୍ୟ
(B) ଦାମ୍ପତ୍ୟ
(C) ଔଦ୍ଧତ୍ୟ
(D) ମୁଖ୍ୟ

Ans-C ✔

34. “ବଚନ’ – ର ବିଶେଷଣ ରୂପଟି କ’ଣ ହେବ ?
(A) ବଚିତ
(B) ବଚନିକ
(C) ଉକ୍ତ
(D) ବଚତ

Ans-C ✔

35. ‘ ‘ଅନୁରାଗ’-ର ବିଶେଷଣ ରୂପଟି କ’ଣ ?
(A) ଅନୁରାଗିଣୀ
(B) ଅନୁରଞ୍ଜିତ
(C) ଅନୁରଙ୍ଗ
(D) ଅନୁରକ୍ତ

Ans-D ✔

 [su_button url=”https://odishasarkariexam.in/odia-grammar-short-questions-bakya/” target=”blank” style=”stroked” background=”#f22415″ size=”5″ icon=”icon: file-pdf-o”]ଓଡ଼ିଆ ଗ୍ରାମାର ବାକ୍ୟ ବିଷୟରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]

36. ଅବସାଦର ବିଶେଷଣ ରୂପଟି କ’ଣ ହେବ ?
(A) ଅବସାପ୍ତ
(B) ଅବସ୍ବାଦ
(C) ଅବସନ୍ନ
(D) ବିଷ

Ans-C ✔

37. କ୍ଷୁବ୍ଧର ବିଶେଷ୍ୟ ରୂପଟି କ’ଣ ହେବ ?
(A) କ୍ଷୁଧା
(B) କ୍ଷୋଭ
(C) କ୍ଷୁର
(D) ଖୁଣ

Ans-B ✔

38. ନିମ୍ନରୁ ଭିନ୍ନ ଜାତୀୟ ଶବ୍ଦଟି ବାଛ
(A) ମୁଁ
(B) ତୁ
(C) ତୁମେ
(D) ଆପଣ

Ans-A ✔

39. ନିମ୍ନ ବାକ୍ୟରେ ରେଖାଙ୍କିତ ପଦଟି କେଉଁ ପ୍ରକାର ସର୍ବନାମ ?
ମୁଁ ତାଙ୍କ ବିଷୟରେ ସବୁ ଜାଣେ
(A) ନିର୍ଣ୍ଣାୟକ ସର୍ବନାମ
(B) ନିର୍ଦ୍ଦେଶାମ୍ବକ ସର୍ବନାମ
(C) ସମ୍ବନ୍ଧ ସୂଚକ ସର୍ବନାମ
(D) ଆତ୍ମସୂଚକ ସର୍ବନାମ

Ans-A ✔

40. ନ ଦେଖୁଲା ଓଢ ଛ’ଫଡ଼ା ।
ଏ ବାକ୍ୟରୁ ଅବ୍ୟୟ ପଦଟି ଚିହ୍ନାଅ
(A) ନ
(B) ନ ଦେଖୁ
(C) ଛ’ଫଡ଼ା
(D) ଦେଖୁଲା

Ans-A ✔

41. ତକ ବାକ୍ୟରେ ଥିବା ରେଖାଙ୍କିତ ପଦଟି କେଉଁ ପ୍ରକାର, ଅବ୍ୟୟ ?
ବାତ୍ୟା ପୂର୍ବରୁ ହଠାତ୍ର ଆକାଶ ଲାଲ ହୋଇଗଲା ।
(A) କାଳବୋଧକ
(B) ସମ୍ଭାବନା ସୂଚକ
(C) ବିକକ୍ରାର୍ଥକ
(D) ଭାବସୂଚକ”

Ans-A ✔

42. ଯେତିକି ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ।
ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?
(A) ସମ୍ଭାବନା ସୂଚକ
(B) ନିଷେଧାର୍ଥକୁ
(C) ପରିମାଣ ସୂଚକ
(D) ବିକଳାର୍ଥକ

Ans-C ✔

43. ମାଆ ପରି ମୋର କିଏସେ ହେବ ? ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?
(A) ସମ୍ମତିସୂଚକ
(B) ଭାବବାଚକ
(C) ହେତୁବୋଧକ
(D) ସାଦୃଶ୍ୟବାଚକ

Ans-D ✔

44. କହି ଲେ କୁଳ କୁଟୁମ୍ବକୁ ଲାଜ, ନ କହି ଲେ କୁଳ ଭାସିଯାଉଛି ।
ରେଖାଙ୍କିତ ପବଟି କେଉଁ ପ୍ରକାର ଅବ୍ୟୟ ?
(A) ସମାବନା ସୂଚକ
(B) ନିଷେଧାର୍ଥକ
(C) ବିକଳାର୍ଥକ
(D) ନିଶ୍ଚୟ ବୋଧକ

Ans-B ✔

45. ନିମ୍ନରେ କେଉଁଟି ହେତୁ ବୋଧକ ଅବ୍ୟୟ ?
(A) ଆହେ 
(B) ସୁତରା
(C) ପ୍ରାୟ
(D) ନା

Ans-B ✔

46. ‘ଜାଣିବା’ କ୍ରିୟାପଦର ମୂଳ ସଂସ୍କୃତ ଧାତୁରୂପଟି କ’ଣ ?
(A) ଜାଣ
(B) ଜ୍ଞା
(C) ଜିଜ୍ଞାସା
(D) ଜି

Ans-B ✔

47. “ପିଲେଇବା’ ନାମଧାତୁର ମୂଳରୂପଟି କ’ଣ ?
(A) ପିଲ
(B) ପିଲା
(C) ପିଲି
(D) ପେଲିବା

Ans-A ✔

48. ଗଢ ଧାତୁର ପ୍ରୟୋଜକ ଧାତୁ ରୂପଟି କ’ଣ ?
(A) ଗଢ଼ିବା
(B) ଗଢ଼ା
(C) ଗଢ଼େଇବା
(D) ଗଢ଼ିଲା

Ans-B ✔

49. ନିମ୍ନ ଉଦାହରଣରେ କେତୋଟି ଅକର୍ମକ କ୍ରିୟା ଅଛି ।
ମାରିବା, ପଢ଼ିବା, ଉଡ଼ିବା, ହସିବା, ମରିବା –
(A) ୨ଟି
(B) ୫ଟି
(C) ୪ଟି
(D) ୩ଟି

Ans-D ✔

50. ମୁଁ ପଢଅଛି । — ରେଖାଙ୍କିତ ଶବ୍ଦପୁଞ୍ଜ କେଉଁ କ୍ରିୟାର ଅନ୍ତର୍ଗତ ?
(A) ସକର୍ମକ
(B) ଅକର୍ମକ
(C) ଦ୍ବିକର୍ମକ
(D) ସନ୍ଦେହାତ୍ମକ

Ans-A ✔

51. ଦେବା, ପଚାରିବା, ହାଣିବା, ମାଗିବା । ଏହା ମଧ୍ୟରୁ କେତୋଟି ଦୁଇଟି କର୍ମ ଗ୍ରହଣ କରିପାରିବେ ?
(A) ଗୋଟିଏ
(B) ୨ଟି
(C) ୩ଟି
(D) ୪ଟି

Ans-C ✔

52. ଖାଇଦେଲେ, ଭୋଜନ କଲେ, ଧରି ଆଣିଲେ, ଟେକିନିଆ ଶୟନ କଲେ ,
ଏହା ଭିତରେ କେତୋଟି ଯୌଗିକ କ୍ରିୟା ଅଛି ?
(A) ୩ଟି
(B) ଗୋଟିଏ
(C) ୪ଟି
(D) ସବୁଗୁଡ଼ିକ

Ans-A ✔

53. ଓଡ଼ିଆ ଭାଷାରେ ଗଛ ଶବ୍ଦଟି କେଉଁ ଲିଙ୍ଗର ଅନ୍ତର୍ଭୁକ୍ତ ।
(A) ଫୁଲିଙ୍ଗ
(B) ସ୍ତ୍ରୀଲିଙ୍ଗ
(C) କ୍ରୀବଲିଙ୍ଗ
(D) କୌଣସିଟି ନୁହେଁ

Ans-C ✔

54. ନିମ୍ନ ଉଦାହରଣରୁ କେଉଁଟି ବିଦ୍ୟାବତୀ’ର ବିପରୀତ ଲିଙ୍ଗ ?
(A) ବିଦୁଷ
(B) ବିଦ୍ୟାଧର
(C) ବିଦ୍ୟାବାନ୍
(D) ବିଦ୍ୱାନ

Ans-C ✔

55. ନିମ୍ନ ଉଦାହରଣରୁ ଶିକ୍ଷକ’ର ଉପଯୁକ୍ତ ସ୍ତ୍ରୀଲିଙ୍ଗ ଶବ୍ଦଟି ବାଛ
(A) ଶିକ୍ଷୟତ୍ରୀ
(B) ଶିକ୍ଷୟିତ୍ରି
(C) ଶିକ୍ଷୟିତ୍ରୀ
(D) ଶିକ୍ଷୟୀତ୍ରି

Ans-C ✔

56. ଭିନ୍ନ ଜାତୀୟ ଶବ୍ଦଟି ଚିହ୍ନାଅ ।
(A) ଦେବୀ
(B) ମାନବୀ
(C) ମାୟାବୀ
(D) ଦାନବୀ

Ans-C ✔

57. ମନୁଷ୍ୟ ମରଣଶୀଳ । ଏଠାରେ ମନୁଷ୍ୟ କେଉଁ ବଚନ ?
(A) ଏକବଚନ
(B) ଦ୍ବିବଚନ
(C) ବହୁବଚନ
(D) କୌଣସିଟି ନୁହେଁ

Ans-C ✔

58. କେଉଁ ଗୋଟିକ ବିଶେଷ୍ୟ ପଦ ?
(A) ମଗନ
(B) ଇଗନ
(C) ଭଜନ
(D) ଚେତନ

Ans-C ✔

59. କେଉଁଟି ବିଶେଷଣ ପଦ ?
(A) ଆଗମନ
(B) ବିଭାଜନ
(C) ଅଚେତନ
(D) ପ୍ରସ୍ଥାନ

Ans-C ✔

60. କେଉଁଟି ଅବ୍ୟୟ ପଦ ?
(A) ତାରା
(B) ପସରା
(C) ପରା
(D) କାରା

Ans-C ✔

61. ନିମ୍ନୋକ୍ତ ମଧ୍ୟରୁ ଭିନ୍ନ ଜାତୀୟ ଶବ୍ଦଟି ବାଛି ।
(A) ନଦୀ
(B) କୂଅ
(C) ପୁଷ୍କରିଣୀ’
(D) ସାଗର

Ans-B ✔

62. ନିମ୍ନୋକ୍ତ ମଧ୍ୟରୁ କେଉଁଟି ତଦ୍ଭବ ଶବ୍ଦ ନୁହେଁ ?
(A) ଆଇ
(B) ନଈ
(C) ଜାମାତା
(D) ବୋଇତ

Ans-C ✔

63. କେଉଁଟି ବୈଦେଶିକ ଶବ୍ଦ ନୁହେଁ ?
(A) ଅଇନା
(B) ଅଙ୍ଗୁର
(C) ଆଚାର
(D) ଆରିସା

Ans-D ✔

64. କେଉଁଟି ଇଂରାଜୀ ଶବ୍ଦ ନୁହେଁ ?
(A) ଲାଇନ
(B) ମେସିନ
(C) ଡ୍ରାମା
(D) ପେସ୍କାର

Ans-D ✔

65. ନିମ୍ନରୁ ଭିନ୍ନ ଜାତୀୟ ଶବ୍ଦଟି ବାଛି
(A) ପତ୍ର
(B) ଚାନ୍ଦ
(C) ଖଇର
(D) ଦବା

Ans-A ✔

66. ନିମ୍ନରୁ କେଉଁଟି ସମଶ୍ରେଣୀୟ ନୁହେଁ ?
(A) ଭ୍ରାତା
(B) ସ୍ବାମୀ
(C) ବାପା
(D) ପୁତ୍ର

Ans-C ✔

67. ନିମ୍ନରୁ କେଉଁଟି ସମଶ୍ରେଣୀୟ ନୁହେଁ ?
(A) ଗାଈ
(B) ବାଛୁରୀ
(C) ଦୁଷ୍ଟ
(D) ଘିଅ

Ans-C ✔
odia grammar book buy here

LEAVE A REPLY

Please enter your comment!
Please enter your name here

- Advertisment -

Most Popular