Home Odia Grammar odia grammar short questions pada

odia grammar short questions pada

0
446

Odia grammar short questions Pada :

ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ, ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ପଦ (odia grammar short questions Pada ) , ବିଷୟରେ ଡିସ୍କସ କରିଛୁ | ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ | 

odia Grammar Short Questions PADA

Q.1: ପଦ ଦୃଷ୍ଟିରୁ କେଉଁ ଗୋଟିକ ଭିନ୍ନ ଜାତୀୟ ?
[A] ତୁମେ
[B] ଏବଂ
[C] ସେମାନେ
[D] ମୁଁ

[B] ଏବଂ

Q.2: କେଉଁଟି ବିଶେଷଣ ପ୍ରଦ ?
[A] ପରମ
[B] ଧରମ
[C] କରମ
[D] ସରମ

[A] ପରମ

Q.3: କେଉଁଟି ବିଶେଷଣ ପଦ ନୁହେଁ ?
[A] ଉରମ
[B] ସନ୍ତୋଷ
[C] ପରମାର୍ଥୀ
[D] ଶୁରଙ୍କର

[B] ସନ୍ତୋଷ

[su_button url=”https://odishasarkariexam.in/odia-grammar-short-questions-taddhita/” target=”blank” style=”stroked” background=”#0c17e7″ size=”6″ icon=”icon: hand-stop-o”]ଓଡ଼ିଆ ଗ୍ରାମାର ତଦ୍ଧିତ ବିଷୟରେ MCQ ଟେଷ୍ଟ ଲଗାଇବା ପାଇଁ ଏଠି କ୍ଲିକ କରନ୍ତୁ [/su_button]

Q.4: ସେ ଅତ୍ୟନ୍ତ ଚତୁରତାର ସହିତ କାର୍ଯ୍ୟ ସଂପାଦନ କଲେ । ଏହି ବାକ୍ୟରେ କେତୋଟି ବିଶେଷ୍ୟ ପଦ ଅଛି ?
[A] ଏକ
[B] ଦୁଇ
[C] ତିନି
[D] ଚାରି

[C] ତିନି

Q.5: ତାଙ୍କ ବିନା ମୁଁ ଏହା କରିପାରିବି ନାହିଁ । – ଏହି ବାକ୍ୟରେ‘ବିନା’ କି ପଦ ?
[A] ବିଶେଷ୍ୟ
[B] ବିଶେଷଣ
[C] ଅବ୍ୟୟ
[D] ସର୍ବନାମ

[C] ଅବ୍ୟୟ

Q.6: ଶୋଇଲା ପୁଅର ଭାଗ ନାହିଁ । ଏହି ବାକ୍ୟରେ ଶୋଇଲା କି ପଦ ?
[A] ବିଶେଷ୍ୟ
[B] ବିଶେଷଣ
[C] କ୍ରିୟା
[D] ଅବ୍ୟୟ

[B] ବିଶେଷଣ

Q.7: କେଉଁଟି ଭିନ୍ନ ଜାତୀୟ ଶବ୍ଦ ?
[A] ପରିବର୍ଭନ
[B] ଆକ୍ରମଣ
[C] ନାମକୀର୍ଗନ
[D] ସମ୍ବର୍ଦ୍ଧନା

[C] ନାମକୀର୍ଗନ

Q.8: ଭିନ୍ନ ଜାତୀୟ ଶବ୍ଦଟିକୁ ବାଛି
[A] ସୁନା
[B] ରୂପା
[C] ଗଙ୍ଗା
[D] ମାଟି

[C] ଗଙ୍ଗା

Q.9:ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ।
[A] ପାହାଡ଼
[B] ପର୍ବତ
[C] ମେଘାସନ
[D] ଅଟବୀ

[C] ମେଘାସନ

Q.10: ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ ।
[A] ପଣ୍ଡିତ
[B] ପାଣ୍ଡିତ୍ୟ
[C] ଧୈର୍ଯ୍ୟ
[D] ଦୟା

[A] ପଣ୍ଡିତ

[su_button url=”https://odishasarkariexam.in/odia-grammar-short-questions/” target=”blank” style=”stroked” background=”#e70c46″ size=”6″ icon=”icon: hand-stop-o”]ଓଡ଼ିଆ ଗ୍ରାମାର ଧ୍ୱନି ବିଷୟରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]

Q.11: ଭିନ୍ନ ଜାତୀୟ ଶବ୍ଦଟି ବାଛ ।

[A] ଆସନ
[B] ଭୋଜନ
[C] ପ୍ରକ୍ଷାଳନ
[D] ଶୟନ

[A] ଆସନ

Q.12: ଭିନ୍ନ ଜାତୀୟ ଶବ୍ଦଟି ବାଛ।
[A] ଗଙ୍ଗା
[B] ହିମାଳୟ
[C] ପର୍ବତ
[D] ଆଗତ

[D] ଆଗତ

Q.13: ନିମ୍ନରେ କେତୋଟି ବିଶେଷ୍ୟ ପଦ ଅଛି ?
ପ୍ରସନ୍ନ, ଭୋଜନ, ଗମନ, ମିଛୁଆ, ନଦୀ

[A] ଗୋଟିଏ
[B] ୪ଟି
[C] ୩ଟି
[D] ୨ଟି

[C] ୩ଟି

Q.14: ନିମ୍ନ ବାଜ୍ୟରୁ ବିଶେଷ୍ୟ ପଦଟି ଚିହ୍ନାଅ । ଦଶଟି ପାଚିଲା ଆମ୍ବ ଥିଲା ।
[A] ଦଶଟି
[B] ପାଚିଲା
[C] ଆମ
[D] ଥିଲା

[C] ଆମ

Q.15:ନିମ୍ନରୁ କେଉଁଟି ବିଶେଷ୍ୟ ପଦ ନୁହେଁ ?
[A] ମୁଣ୍ଡ
[B] ତୁଣ୍ଡ
[C] ରୁଣ୍ଡ
[D] କାଣ୍ଡ

[C] ରୁଣ୍ଡ

NO COMMENTS

LEAVE A REPLY

Please enter your comment!
Please enter your name here