Home Odia Grammar odia grammar short questions taddhita

odia grammar short questions taddhita

0
516

Odia grammar short questions Taddhita :

ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ, ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ତଦ୍ଧିତ (odia grammar short questions taddhita ) , ବିଷୟରେ ଡିସ୍କସ କରିଛୁ | ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ |

odia Grammar short questions

ଖଟ + ଇଆ = ଖଟିଆ

ଏଥିରେ ଇଆ ପ୍ରତ୍ୟୟଟି କେଉଁ ଅର୍ଥରେ ହୋଇଛି ?

(A) ତିଆରି ଅର୍ଥରେ

(B) ଛୋଟ ଅର୍ଥରେ

(C) ସମ୍ବନ୍ଧ ଅର୍ଥରେ

(D) ଅତିଶୟ ଅର୍ଥରେ

ଉତ୍ତର- B

 

ପାଠ + ଉଆ = ପାଠୁଆ

ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?

(A) ଅଛି ଅର୍ଥରେ

(B) ସଦୃଶ ଅର୍ଥରେ

(C) ବୃରି ଅର୍ଥରେ

(D) ସମ୍ପର୍କ ଅର୍ଥରେ

ଉତ୍ତର- A

 

ଶିବ + = ଶୈବ ଏଠାରେ “ଅ” କେଉଁ ଅର୍ଥରେ ପ୍ରତ୍ୟୟ ହୋଇଛି ?

(A) ଭାବ ଅର୍ଥରେ

(B) ଅପତ୍ୟ ଅର୍ଥରେ

(C) ଜାତ ଅର୍ଥରେ

(D) ଭକ୍ତ ଅର୍ଥରେ

ଉତ୍ତର- D

 

ଇତିହାସ + ଇ = ଐତିହାସିକ

ଏଥିରେ ଇକ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?

(A) ସମ୍ବନ୍ଧ ଅର୍ଥରେ

(B) ଜାତ ଅର୍ଥରେ

(C) ଅଧୟନ ଅର୍ଥରେ

(D) ସମ୍ବନ୍ଧ ଅର୍ଥରେ

ଉତ୍ତର- C

 

ରାଧେୟ ଏହା କେଉଁ ଅର୍ଥକୁ ପ୍ରକାଶ କରେ ?

(A) ରାଧାଙ୍କର ସ୍ବାମୀ

(B) ରାଧାଙ୍କର ପୁତ୍ର

(C) ରାଧାଙ୍କ ସମ୍ବନ୍ଧୀୟ

(D) ରାଧାଙ୍କଠାରୁ ନ୍ୟୁନ

ଉତ୍ତର- B

 

କେଉଁଟି ତଦ୍ଧିତ ?

(A) ଜାନ

(B) ବିଜ୍ଞାନ

(C) ଅଜ୍ଞାନ

(D) ବୈଜ୍ଞାନିକ

ଉତ୍ତର- D

 

କୁନ୍ତୀଙ୍ର ପୁତ୍ର- ଏକ ପଦରେ ପ୍ରକାଶ କଲେ କ’ହେବ ?

(A) କୌନ୍ତେୟ

(B) କୁନ୍ତୀଙ୍କ ପୁତ୍ର

(C) ଅର୍ଜୁନ

(D) ଯୋଦ୍ଧା

ଉତ୍ତର- A

 

କୁଲେଇ କେଉଁ ଅର୍ଥକୁ ପ୍ରକାଶ କରେ ?

(A) କୁଲା

(B) କୁଲାଠାରୁ କ୍ଷୁଦ୍ର

(C) କୁଲାଠାରୁ ବଡ଼

(D) କୁରା ସହିତ ସମାନ

ଉତ୍ତର- B

 

ପୂର୍ଣ୍ଣ- ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟ କ’ହେବ ?

(A) ପୁର + ତ

(B) ପୂର + ତ

(C) ପୂର + ତ

(D) ପୁର +ଣ

ଉତ୍ତର- A

 

· କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ହେବ ?

(A) କୁ + ତ୍ୟ

(B) କୃତ୍ + ଯ

(C) କୁ + କାପ୍

(D) କୃତ + ଯ

ଉତ୍ତର- C


ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ରୂପରେ ପରିବର୍ଭନ ହୋଇ ଆମ ଭାଷାରେ ଚଳୁଛି ସେଗୁଡ଼ିକୁ କ’କୁହାଯାଏ ?

(A) ତତ୍ସମ

(B) ତଭବ

(C) ଦେଶଜ

(D) ବୈଦେଶିକ

ଉତ୍ତର- B

 

ଯେଉଁ ଶବ୍ଦଗୁଡ଼ିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡ଼ିକୁ କଣ କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶଜ

(D) ବୈଦେଶିକ

ଉତ୍ତର- C

 

ଯେଉଁ ଶବ୍ଦଗୁଡ଼ିକ ଅନ୍ୟ ଭାଷାରୁ ଆସି ଆମ ଭାଷାରେ ବ୍ୟବହୃତ ହେଉଅଛି, ସେଗୁଡ଼ିକୁ କଣ କହନ୍ତି ?

(A) ତତସମ

(B) ତଭବ

(C) ଦେଶଜ

(D) ବୈଦେଶିକ

ଉତ୍ତର- D

 

କେଉଁଟି ବୈଦେଶିକ ବ୍ୟାପାଦିତ ଶବ୍ଦ ?

(A) ଟାଜୁନ

(B) ସହର

(C) ସିଟି

(D) ଟାଉନିଆ

ଉତ୍ତର- D

 

ଦୁଃପାଦିତ ଶବ୍ଦ ନୁହେଁ । ‘

(A) ବୀଣା

(B) ଦେଶର

(C) ବ୍ୟାକରଣ

(D) ପରୀକ୍ଷା

ଉତ୍ତର- C

 

କ୍ରିୟାର ମୂଳପିଣ୍ଡକୁ କ’କହନ୍ତି ?

(A) କ୍ରିୟା

(B) କାଳ

(C) ଧାତୁ

(D) ପ୍ରତ୍ୟୟ

ଉତ୍ତର- C

 

ଧାତୁ ସହିତ କ’ଯୋଗକଲେ ଶବ୍ଦ ଗଠନ କରାଯାଏ ?

(A) ପ୍ରତ୍ୟୟ

(B) ଅନ୍ୟଧାତୁ

(C) ଅନ୍ୟଶବ୍ଦ

(D) କେଉଁଟି ନୁହେଁ

ଉତ୍ତର- A

 

ପ୍ରତ୍ୟୟର ସ୍ଥାନ ଧାତ୍ମର କେଉଁଠାରେ ରହେ ନାହିଁ ?

(A) ଧାତୁର ପୂର୍ବରୁ

(B) ଧାତୁର ପରେ

(C) ଧାତୁର ପୂର୍ବରୁ ଓ ପରେ ।

(D) ଧାତୁର ଉପରେ

ଉତ୍ତର- D

 

ଶବ୍ଦ କାହା ଯୋଗୁଁ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୁଏ ?

(A) କେବଳ ଧାତୁ ଯୋଗୁଁ

(b) କେବଳ ପ୍ରତ୍ୟୟ ଯୋଗୁଁ

(C) ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ

(D) ନିଜ ଗୁଣ ଯୋଗୁଁ

ଉତ୍ତର- C

 

ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୁଏ, ତାକୁ କ’କହନ୍ତି ?

(A) ପର ପ୍ରତ୍ୟୟ

(B) ପୂର୍ବ ପ୍ରତ୍ୟୟ ।

(C) ପ୍ରତ୍ୟୟ

(D) ବିରକ୍ତି

ଉତ୍ତର- B

 

ଧାତୁର ପରେ ଯୋଗ ହୋଇଥିବା ପ୍ରତ୍ୟାୟକୁ କ’କହନ୍ତି ?

(A) ପର ପ୍ରତ୍ୟୟ

(B) ପୂର୍ବ ପ୍ରତ୍ୟୟ

(C) ପୁର୍ବ ଓ ପର ଢଭୟ ପ୍ରତ୍ୟୟ

(D) ବିଭକ୍ତି

ଉତ୍ତର- A

 

ଉପସର୍ଗ ସଂଖ୍ୟା କେତୋଟି ?

(A) ୨୦ଟି

(B) ୩୪ଟି

(C) ୫ଟି

(D) ୧୫ଟି

ଉତ୍ତର- A

 

ଉପସର୍ଗ ଗୁଡ଼ି ଧାତୁ ବା ଶବ୍ଦର କେଉଁ ସ୍ଥାନରେ ଲାଗିଥାଏ ?

(A) ପୂର୍ବରୁ

(B) ପରେ

(C) ମଧରେ

(D) ଢଭୟରେ

ଉତ୍ତର- A

 

ଆହାର ବିହାର- ଉଭୟେ ହୁ ଧାତୁରୁ ଗଠିତ ଏହି ଦୁଇଟିରେ ଅର୍ଥଗତ ପାର୍ଥକ୍ୟ କାହିଁକି ଦେଖାଯାଏ ?

(A) ଧାତୁ ଯୋଗୁଁ

(B) ପ୍ରତ୍ୟୟ ଯୋଗୁଁ

(C) ଉପସର୍ଗ ଯୋଗୁଁ

(D) ପ୍ରତ୍ୟୟ ଓ ଜପସର୍ଗ ଯୋଗୁଁ

ଉତ୍ତର- C

 

ଧାତୁ ପୂର୍ବରୁ ଉପସର୍ଗ ଲାଗିଲେ ଧାତୁ ଉପରେ କି ପ୍ରଭାବ ପଡ଼େ ?

(A) ଅର୍ଥର ପରିବର୍ତ୍ତନ

(B) ଭାବର ପରିବର୍ତ୍ତନ

(C) ରୁପର ପରିବର୍ଭନ

(D) ଆକୃତିର ପରିବର୍ଭନ

ଉତ୍ତର- A

 

ଦୁର୍ଘଟଣା- ଏହି ଶବ୍ଦରେ ଥିବା ଉପସର୍ଗଟି କିଏ ?

(A) ଦୁ

(B) ଦୁଃ

(C) ଦୂର

(D) ଦୂର

ଉତ୍ତର- C


ପୁରସ୍କାର ଏଥିରେ କେଉଁଟି ଉପସର୍ଗ ପରି ବ୍ୟବହୃତ ହୋଇଛି ?

(A) ପୁର

(B) ପୁରସ୍

(C) ପୁରୀ

(D) ପୂର

ଉତ୍ତର- C

 

ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?

(A) ଅ

(B) ଅଚ୍ଚ

(C) ଅଜଣ’

(D) ଅଜଣ + ଆ

ଉତ୍ତର- A

 

ନିମ୍ନ ଉପସର୍ଗ ମଧ୍ୟରୁ କେଉଁଟି ଓଡ଼ିଆ ଭାଷାର ଉପସର୍ଗ ନୁହେଁ –

(A) ଦର

(B) ନା

(C) ଗର

(D) ପ୍ରତି

ଉତ୍ତର- D

 

କେଉଁ ସଂସ୍କୃତ ଶବ୍ଦଟି ଉପସର୍ଗ ରୂପେ ବ୍ୟବହାର କରାଯାଏ ନାହିଁ ?

(A) ବହି

(B) ପୁର

(C) ହରି

(D) ପୁନଃ

ଉତ୍ତର- C

 

କେଉଁଟି ଓଡ଼ିଆ ଭାଷାରେ ବ୍ୟବହୃତ ଉପସର୍ଗ ? .

(A) ସମ୍

(B) ଆବି

(C) ସୁ

(D) ଅଣ

ଉତ୍ତର- D

 

ଧାତୁ ପରେ ଯୋଗ ହେଉଥିବା ପ୍ରତ୍ୟୟକୁ କ’କହନ୍ତି ?

(A) କୃତ୍ର ପ୍ରତ୍ୟୟ

(B) ତଦ୍ଧିତ ପ୍ରତ୍ୟୟ

(C) ଶକ ବିରକ୍ତି

(D) କ୍ରିୟା ବିଭକ୍ତି

ଉତ୍ତର- A

 

ଶବ୍ଦ ସହିତ ଯୋଗ ହେଉଥିବା ପ୍ରତ୍ୟୟକୁ କ’କହନ୍ତି ?

(A) କୃତ୍ର ପ୍ରତ୍ୟୟ

(B) ଉପସର୍ଗ

(C) ତଦ୍ଧିତ ପ୍ରତ୍ୟୟ –

(D) ପ୍ରତ୍ୟୟ

ଉତ୍ତର- C

 

ରକ୍ଷିତ- ଏଥିରେ ଥିବା ଧାତୁଟିର ନାମ କ’ଣ ?

(A) ର

(B) ରକ୍ଷା

(C) ରକ୍ଷି

(D) କ୍ଷିତ୍

ଉତ୍ତର- B

 

ପକ୍- ଏହାର ପ୍ରକୃତି ପ୍ରତ୍ୟୟ କଲେ କ’ହେବ ?

(A) ପକ୍ + ୱା

(B) ପ + କୁ

(C) ପଚ୍ + କୁ

(D) ପଚ୍ + ତ

ଉତ୍ତର- D

 

ଗୁଢ଼ ଶବ୍ଦର ପ୍ରକୃତ ପ୍ରତ୍ୟୟ କ’ହେବ ?

(A) ଗୁଢ଼ + ଅ

(B) ଗୁହ + ଢ଼

(C) ଗୁହୁ + ତ

(D) ଗୁହୂ + ତ –

ଉତ୍ତର- C

 

ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?

(A) ଭାଗିନେୟ

(B) ଦାଢ଼ିଆ

(C) ଭୋଜନ

(D) ପାଟରା

ଉତ୍ତର- C

 

କେଉଁଟି ତବିତ ?

(A) ପଠନ

(B) ଜଣିଆ

(C) ପାଠ

(D) ଜଣି

ଉତ୍ତର- B

 

କଟା + ଆଳି = କଟାଳି

ଏଥିରେ ଆଜି ପ୍ରତ୍ୟୟଟି କେଉଁ ଅର୍ଥରେ କରାଯାଇଛି

(A) କାଟିବା ଅର୍ଥରେ

(B) ଅଭ୍ୟାସ ଅର୍ଥରେ

(C) ଜାତ ଅର୍ଥରେ

(D) ସମୂହ ଅର୍ଥରେ

ଉତ୍ତର- A


ମାଷ୍ଟର + ଇ = ମାଷ୍ଟରି

ଏଥିରେ ଇ ପ୍ରତ୍ୟୟ କେଉଁ ଅର୍ଥରେ କରାଯାଇଛି ?

(A) ଜାତ ଅର୍ଥରେ

(B) ଛୋଟ ଅର୍ଥରେ

(C) ବୁରି ଅର୍ଥରେ

(D) ସ୍ବାର୍ଥରେ

ଉତ୍ତର- C

 

ରାଷାର ସର୍ବନିମ୍ନ ଏକକକୁ କ’କୁହାଯାଏ ?

(A) ପଦ

(B) ବାକ୍ୟ

(C) ଶବ୍ଦ

(D) ବାକ୍ୟାଶ

ଉତ୍ତର- C

 

କେଉଁଟି ଶବ୍ଦର ଗୁଣ ?

(A) ଧ୍ବନିର ସମାହାର ।

(B) ସାର୍ଥକ ଧ୍ବନିର ସମାହାର

(C) ପର୍ଯ୍ୟାୟ କ୍ରମିକ ସାର୍ଥକ ଧ୍ବନିର ସମାହାର ।

(D) କେଉଁଟି ନୁହେଁ

ଉତ୍ତର- C

 

ଯେଉଁ ଶବ୍ଦକୁ ଭାଗଭାଗ କରିହୁଏ ନାହିଁ ତାକୁ କ’କହନ୍ତି ?

(A) ସରଳ ପ୍ରକୃତିର ଶବ୍ଦ

(B) ବ୍ୟୁତ୍ପାଦିତ ଶବ୍ଦ

(C) ପଦ

(D) ଶବ୍ଦ

ଉତ୍ତର- A

 

ପ୍ରତ୍ୟୟଯୁକ୍ତ ଶବ୍ଦକୁ କ’କହନ୍ତି ?

(A) ଶବ୍ଦ

(B) ପଦ

(C) ବ୍ୟୁତ୍ପାଦିତ ଶବ୍ଦ

(D) ସରଳ ଶବ୍ଦ

ଉତ୍ତର- C

 

କେଉଁଟି ସରଳ ପ୍ରକୃତିର ଶବ୍ଦ ? –

(A) ଘର

(B) ଘରକୁ

(C) ଘରଠାରୁ

(D) ଘରେ

ଉତ୍ତର- A

 

କେଉଁଟି ବ୍ୟୁତ୍ପାଦିତ ପ୍ରକୃତିର ଶବ୍ଦ ?

(A) ରାମ

(B) ରାମକୁ

(C) ଘର

(D) ବହି

ଉତ୍ତର- B

 

ସରଳ ପ୍ରକୃତି ଶବ୍ଦକୁ କିପରି ବୃତ୍ପାଦିତ ଶବ୍ଦ କରାଯାଏ ?

(A) ଶବ୍ଦକୁ ଭାଗଭାଗ କରି

(B) ଶବ୍ଦକୁ ଭାଗଭାଗ ନକରି

(C) ଶବ୍ଦରେ କିଛି ଯୋଗ ନକରି

(D) ଶବ୍ଦରେ ବିଭକ୍ତି ଯୋଗ କରି

ଉତ୍ତର- D

 

ଶବ୍ଦକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?

(A) ଦୁଇ

(B) ତିନି

(C) ଚାରି

(D) ପାଞ୍ଚ

ଉତ୍ତର- C

 

ତତ୍ସମ ଶବ୍ଦରେ ଥିବା ତତ୍ ଶବ୍ଦ କେଉଁଥି ପାଇଁ ବ୍ୟବହୃତ ?

(A) ଓଡ଼ିଆ ଭାଷା

(B) ଇଂରାଜୀ ଭାଷା,

(C) ସଂସ୍କୃତ ଭାଷା

(D) ହିନ୍ଦୀ ଭାଷା

ଉତ୍ତର- C

 

ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆରେ ଅବିକ୍ ଭାବରେ ବ୍ୟବହୃତ ହୋଇଥିଲେ ତାକୁ କଣ କୁହାଯାଏ ?

(A) ତତ୍ସମ

(B) ତଭବ

(C) ଦେଶକ

(D) ବୈଦେଶିକ

ଉତ୍ତର- A


 

NO COMMENTS

LEAVE A REPLY

Please enter your comment!
Please enter your name here