Home Odia Grammar odia grammar short questions dhwani

odia grammar short questions dhwani

0
578

odia grammar short questions dhwani:

ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ , ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ଧ୍ୱନି ( odia grammar short questions dhwani) , ବିଷୟରେ ଡିସ୍କସ କରିଛୁ | ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ |

Odia Grammar Short Questions 

ନିମ୍ନଲିଖୁତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ନୁହେଁ ?

(A) ପାଣି

(B) ବୈଜ୍ଞାନିକ

(C) ପତ୍ର

(D) ଭାତ

ଉତ୍ତର – B

 

ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ବ୍ୟବହୃତ ହୁଏ, ତାକୁ କ’କହନ୍ତି ?

(A) ତତଭବ

(B) ତତସମ

(C) ଦେଶଜ

(D) ବୈଦେଶିକ

ଉତ୍ତର – B

 

ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କଣ କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶଜ

(D) ବୈଦେଶିକ

ଉତ୍ତର – B

 

ତତ୍ସମ, ତଭବ ଶବ୍ଦରେ ଥିବା ‘ତତ୍’ କେଉଁ ଅର୍ଥରେ ବ୍ୟବହୃତ ?

(A) ଭଗବାନ

(B) ଈଶ୍ଵର

(C) ସତ୍

(D) ସଂସ୍କୃତ

ଉତ୍ତର – D

 

ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ, ତାକୁ କ’କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶିଜ

(D) ବୈଦେଶିକ

ଉତ୍ତର – D

 

ଯେଉଁ ଶବ୍ଦଗୁଡ଼ିକ ଅନ୍ୟଭାଷାରୁ ବିଭିନ୍ନ କାରଣରୁ ଆସି ଆମ ଭାଷାରେ ମିଶିଛି, ତାକୁ କଣ କହିବା ?

(A) ତତ୍ସମ

(B) ତଭବ

(C) ଦେଶଜ

(D) ବୈଦେଶିକ

 

ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ?

(A) ତମ

(B) ତତଭବ

(C) ଦେଶଜ

(D) ବୈଦେଶିକ

ଉତ୍ତର – C

 

କେଉଁଟି ବୈଦେଶିକ ଶବ୍ଦ ?

(A) ଆବାସ

(B) ଉଆସ

(C) ଟେବୁଲ

(D) ଭାତ

ଉତ୍ତର – C

 

ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାରସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି ?

(A) କାମିଜ

(B) ଅଇନା

(C) ଗାଳିଷ୍ଟ

(D) ଟାଜନ

ଉତ୍ତର – A

 

କେଉଁ ଶବ୍ଦଟି ଅନ୍ୟ ତିନୋଟିଠାରୁ ପୃଥକୁ ଚିହ୍ନାଅ

(A) ଖାଦ୍ୟ

(B) ଖୋଦନ

(C) ବୃକ୍ଷ

(D) ଗିନା

ଉତ୍ତର – D

 

କାଠ, ପଥର, ତାଳପତ୍ର, କାଗଜ ଆଦିର ଚିକ୍କଣ ପୃଷ୍ଠାରେ ଧ୍ବନି ଲେଖା ହେଇଥିବାରୁ ତାକୁ କ’କୁହାଯାଏ ?

(A) ଲିପି

(B) ବର୍ଣ୍ଣ

(C) ଅକ୍ଷର

(D) କ୍ଷର

ଉତ୍ତର – A

 

ଧ୍ଵନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ’କହନ୍ତି ?

(A) ଲିପି

(B) ଅକ୍ଷର

(C) ଆକୃତି

(D) ବର୍ଣ୍ଣ

ଉତ୍ତର – D

 

ଧ୍ବନିକୁ ଦୀର୍ଘକାଳ ସ୍ଥାୟୀରୁପ ଦେଉଥିବାରୁ ତାକୁ କଣ କୁହାଯାଏ ?

(A) ବର୍ଣ୍ଣ

(B) ଲିପି

(C) ଅକ୍ଷର

(D) ଆକୃତି

ଉତ୍ତର – C


[su_button url=”https://odishasarkariexam.in/odisha-general-knowledge-mcq-quiz-odisha-gk/” target=”blank” style=”stroked” background=”#094383″ size=”6″]ଏଠାରେ କ୍ଲିକ କରି ଓଡିଶା ଜେନେରାଲ ନଲେଜେ ବିଷୟରେ MCQ ଟେଷ୍ଟ ଲଗାନ୍ତୁ [/su_button]


ସ୍ବର ଧ୍ବନି କାହାକୁ କହନ୍ତି ?

(A) ଯେଉଁ ଧ୍ବନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ ।

(B) ଯେଉଁ ଧ୍ୱନି ଅନ୍ୟର ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ।

(C) ଯେଉଁ ଧ୍ୱନି ଅନ୍ୟର ଅକୁ ସାହାଯ୍ୟରେ ଢ଼ଳାରିତ

(D) ଯେଉଁ ଧ୍ୱନି ଅନ୍ୟର ବହୁତ ସାହାଯ୍ୟ ନେଇ ଉଚ୍ଚାରିତ

ଉତ୍ତର – A

 

ସ୍ବର ଧ୍ବନି ସାହାଯ୍ୟରେ ଯେଉଁ ଧ୍ବନି ଉଚ୍ଚାରିତ ହୁଏ ତାକୁ କ’କହନ୍ତି ?

(A) ସ୍ଵର ବର୍ଣ୍ଣ

(B) ବ୍ୟଞ୍ଜନ ବର୍ଣ୍ଣ

(C) ମିଶ୍ରିତ ସ୍ଵରବର୍ଣ୍ଣ

(D) ଯୁକ୍ତ ବର୍ଣ୍ଣ

ଉତ୍ତର – B

 

ପ୍ରାଥମିକ ସ୍ତର ପାଠ୍ୟ ପୁସ୍ତକରେ କେତୋଟି ସ୍ଵର ବର୍ଣ୍ଣ ଶିକ୍ଷା ଦିଆଯାଏ ?

(A) ଏଗାରଟି

(B) ବାରଟି

(C) ଷୋହଳଟି

(D) ଛଅଟି

ଉତ୍ତର – A

 

ଦୀର୍ଘ ଶିକ୍ଷା ଦେବାର ସପକ୍ଷ ସୁଭିଟି କଣ ?

(A) ଏହା ଏକ ସରଳ ଲିପି ନୁହେ

(B) ଏଥିରେ ଓଡ଼ିଆରେ ଶବ୍ଦ ନାହିଁ

(C) ଏହାର ମାତ୍ରାରୂପ ଓଡ଼ିଆରେ ବ୍ୟବହୃତ ।

(D) ଏହାକୁ ଅନେକ ଦିନରୁ ଜଠାଇ ଦିଆଯାଇଛି

ଉତ୍ତର – C

 

ସ୍ଵରବର୍ଣ୍ଣର ସଂକେତିକ ରୂପକୁ କ’କୁହାଯାଏ ?

(A) ଫଳା

(B) ମାତ୍ରା

(C) ସାକେତିକରୂପ

(D) ସଙ୍କେତ

ଉତ୍ତର – B

 

ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ’କୁହାଯାଏ ?

(A) ଫଳା

(B) ମାତ୍ରା

(C) ହଳନ୍ତ

(D) ଯୁକ୍ତାକ୍ଷର

ଉତ୍ତର – A

 

ଫୁସଫୁସରୁ ଆସୁଥିବା ବାୟୁ ନିର୍ଗତ ହେବାବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ’କହନ୍ତି ?

(A) ବାୟୁଦ୍ଵାର

(B) ମୁଖଗହ୍ବର

(C) ସ୍ବରଯନ୍ତ୍ର

(D) କଥନ ଅଙ୍ଗ

ଉତ୍ତର – D


[su_button url=”https://odishasarkariexam.in/odia-grammar-mcq/” target=”blank” style=”stroked” background=”#830937″ size=”6″]ଏଠାରେ କ୍ଲିକ କରି ଓଡ଼ିଆ ଗ୍ରାମାର ବିଷୟରେ MCQ ଟେଷ୍ଟ ଲଗାନ୍ତୁ [/su_button]


କ, ଚ, ଟ, ତ, ପ – ଏଥିରୁ ତାଲବ୍ୟ ବର୍ଷ କେଉଁଟି ?

(A) କ

(B) ଚ

(C) ଟ

(D) ପ

ଉତ୍ତର – B

 

ଜରୁଥାଇ ଦତ୍ତ୍ୱବର୍ଣ୍ଣ ଉଚ୍ଚାରଣ’- ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା ?

(A) କଖଗଘଡ ·

(B) ଚଛଜଝଞ୍ଜ

(C) ଟଠଡ଼ଢଣ

(D) ତଥଦଧନ

ଉତ୍ତର – B

 

ବଗ୍ୟ ବ୍ୟଞ୍ଜନ କେତୋଟି ?

(A) ୨୫ଟି

(B) ୨୦ଟି

(C) ୧୫ଟି

(D) ୧୦ଟି

ଉତ୍ତର – A

 

ଯ, ର, ଳ, ୱ – ଏହି ବର୍ଣ୍ଣଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ କାହିଁକି ?

(A) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ଥାଏ

(B) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ରହିବା କଥା

(C) ଏଗୁଡ଼ିକ ବଗ୍ୟବର ଶେଷରେ ଥାଏ ।

(D) କୌଣସିଟି ସ୍ଥିର ନୁହେଁ

ଉତ୍ତର – C

 

ନିମ୍ନ ଧ୍ବନିମାନଙ୍କରୁ କେଉଁଟି ନାସିକ ଧ୍ବନି ନୁହେଁ ?

(A) ଗ

(B) ଉଁ

(C) ଣ

(D) ମ

ଉତ୍ତର – A

 

ନିମ୍ନ ବର୍ତ୍ତମାନଙ୍କ ମଧ୍ୟରୁ ଉର୍ଷ ବର୍ଣ୍ଣ କେଉଁଟି ?

(A) ଯ

(B) ଶ

(C) ର

(D) ଘ

ଉତ୍ତର – B

 

କେଉଁଟି ଠିକ୍ ବାଛି ?

(A) ବାଡ଼

(B) କଢ଼

(C) ଧାଡ଼ି

(D) ଢ଼ିବା

ଉତ୍ତର – A

 

ଆମ ବର୍ଣ୍ଣମାଳାର ଶେଷ ବର୍ଣ୍ଣ କିଏ ?

(A) ଓ ‘

(B) ହ

(C) ମ

(D) କ୍ଷ

ଉତ୍ତର – D

 

କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ବକୁ ଆଦ୍ୟରେ ରଖି ଯେଉଁ କବିତା ଲେଖାଯାଏ ତାକୁ କ’କହନ୍ତି ?

(A) ଚଉତିଶା

(B) କେଶବକୋଇଲି

(C) ଜଣାଣ

(D) ଭଜନ

ଉତ୍ତର – A

 

ସ୍ଵତନ୍ତ୍ର ଯୁକ୍ତ ବ୍ୟଞ୍ଜନଟି କିଏ ଚିହ୍ନା ?

(A)ଷ୍ଟ୍ର

(B) ନ୍ଧ

(C) ଷ୍ଟ

(D) କୌ

ଉତ୍ତର – B

 

ଯୁକ୍ତ ବ୍ୟଞ୍ଜନଟି ଚିହ୍ନାଅ

(A) ଙ୍କ

(B) ଙ୍ଗ

(C) ଞ୍ଚ

(D) ସ୍ପ

ଉତ୍ତର – D

 

ନନ୍ଦନ – ଏହି ଶବ୍ଦରେ ଥିବା ଦୁଇଟି ‘ନ’ ମଧ୍ୟରୁ ନିରନୁନାସିକ କିଏ ?

(A) ପ୍ରଥମ ‘ନ’

(B) ଶେଷ ‘ନ’

(C) କେଉଁଟି ନୁହେଁ

(D) ଉଭୟ ‘ନ’

ଉତ୍ତର – A

 

ଅର୍ଥପ୍ରକାଶ କରୁଥିବା ଗୋଟିଏ ବର୍ଣ୍ଣ ବା ବର୍ଣ୍ଣର ସମଷ୍ଟିକୁ କ’ଣ କହନ୍ତି ?

(A) ଅକ୍ଷର

(B) ଲିପି

(C) ଶବ୍ଦ

(D) ବାକ୍ୟ

ଉତ୍ତର – C

 

ଗୋଟିଏ ଶବ୍ଦରୁ ଗୋଟିଏ ବା କେତୋଟି ବର୍ଣ୍ଣ ବାହାର କରି ନେଲେ ତାହା ଶବ୍ଦର କେଉଁ ଗୁଣକୁ କ୍ଷୁର୍ଣ୍ଣ କରେ ?

(A) ସୌନ୍ଦର୍ଯ୍ୟହାନି

(B) ଉଚ୍ଚାରଣଗତ ତୃଟି

(C) ଅର୍ଥ ପ୍ରକାଶ କରି ନଥାଏ

(D) କିଛି କ୍ଷୁର୍ଣ୍ଣ ହୁଏ ନାହିଁ

ଉତ୍ତର – C

 

ଯେଉଁ ଶବ୍ଦରେ କୌଣସି ପ୍ରତ୍ୟୟ ଯୋଗ ହୋଇ ନଥାଏ, ତାକୁ କ’କହନ୍ତି ?

(A) ମୌଳିକ ଶବ୍ଦ

(B) ଯୌଗିକ ଶବ୍ଦ

(C) ବ୍ଯାପନ୍ନ ଶବ୍ଦ

(D) ବ୍ୟୁତ୍ପାଦିତ ଶବ୍ଦ

ଉତ୍ତର – A

 

ନିମ୍ନ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ?

(A) ପାଠୁଆ

(B) ଅପାଠୁଆ

(C) ପାଈ

(D) ପାଠ

ଉତ୍ତର – D


[su_button url=”https://odishasarkariexam.in/odisha-history-odia-gk-mcq-quiz/” target=”blank” style=”stroked” background=”#ed0b79″ size=”6″]ଓଡିଶା ଇତିହାସ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]


ଭାଷାର ସର୍ବନିମ୍ନ ଏକକକୁ କ’କହନ୍ତି ?

(A) ଧ୍ବନି

(B) ଲିପି

(C) ମାତ୍ରା

(D) ଫଳା

ଉତ୍ତର – A

 

ପ୍ରତ୍ୟେକ ଜୀବ ନିଜ ମନର ଭାବକୁ କିପରି ପ୍ରକାଶ କରିଥାନ୍ତି ?

(A) ଧୂନିଦ୍ଵାରା

(B) ଅଙ୍ଗଭଙ୍ଗୀଦ୍ଵାରା ।

(C) ଇଙ୍ଗିତ ଦ୍ଵାରା

(D) ଧ୍ବନି ଓ ଅଙ୍ଗଭଙ୍ଗୀଦ୍ଵାରା

ଉତ୍ତର – D

 

3୨. ଧ୍ବନିର ଲିଖୁତ ରୂପକୁ କ’କହନ୍ତି ?

(A) ବର୍ଷ

B) ଅକ୍ଷର

(C) ଲିପି

(D) ଲିଖୁତ ଧ୍ବନି

ଉତ୍ତର – A

 

ଧୂନି ପଦ୍ଧତି ବଦ୍ଧ ହେଲେ କ’ହୁଏ ?

(A) ବର୍ଣ୍ଣ

(B) ଲିପି ।

(C) ଅର୍ଥପୂର୍ଣ୍ଣ

(D) କେଉଁଟି ନୁହେଁ

ଉତ୍ତର – C

 

ରାମ – ଏହି ଶବ୍ଦରେ କେଉଁ କେଉଁ ଧ୍ୱନି ଅଛି ?

() ର + ମୁଁ + ଆ + ଅ

(B) ର୍ + ଆ + ମୁଁ + ଆ

(C) ର୍ + ଅ + ଆ + ମୁଁ

(D) ର୍ + ଅ + ମୁଁ + ଆ

ଉତ୍ତର – B

 

ରମା – ଏହି ଶବ୍ଦରେ କେଉଁ କେଉଁ ଧ୍ବନି ରହିଛି ?

(A) ର୍ + ଅ + ମୁଁ + ଆ

(B) ର୍ + ଆ + ମୁଁ + ଅ

(C) ର + ଆ + ଅ + ମ

(D) ର୍ + ମୁଁ + ଅ + ଆ

ଉତ୍ତର – A

 

ଧ୍ବନି ପଦ୍ଧତି ବଦ୍ଧ ହେଲେ କ’ହୁଏ ?

(A) ପ୍ରକାଶିତ ହୁଏ ନାହିଁ

(B) ଅର୍ଥପୂର୍ଣ୍ଣ ହୁଏ ନାହିଁ ।

(C) ପ୍ରକାଶିତ ହୁଏ

(D) ଅର୍ଥ ପୂର୍ଣ୍ଣ ହୁଏ

ଉତ୍ତର –B

 

ଧ୍ବନିର ଲିଖୁତ ରୂପକୁ କ’କୁହାଯାଏ ?

(A) ଉପଧ୍ଵନି

(B) ଲିଖୁତ ଧ୍ବନି

(C) ବର୍ଣ୍ଣ

(D) ବର୍ଣ୍ଣମାଳା

ଉତ୍ତର – C

 

ବର୍ଣ୍ଣ ର ଉଚ୍ଚାରିତ ରୂପକୁ କଣ କୁହାଯାଏ ?

(A) ଉପବର୍ଣ

(B) ଉଚ୍ଚାରିତ ବର୍ଣ୍ଣ

(C) ଧ୍ବନି

(D) ଲିପି

ଉତ୍ତର – C

 

ଧ୍ୱନିକୁ ଏକ ଲିଖୁତ ନିର୍ଦ୍ଦିଷ୍ଟ ଆକାର କିଏ ଦେଇଥାଏ ?

(A) ଲିପି

(B) ଅକ୍ଷର

(C) ଉପଧ୍ଵନି

(D) ବର୍ଣ୍ଣ

ଉତ୍ତର – D


[su_button url=”https://t.me/odishasarakariexam” target=”blank” style=”stroked” background=”#260bed” size=”6″ icon=”icon: paper-plane-o”]ଏଠାରେ କ୍ଲିକ କରି ଆମର ଟେଲିଗ୍ରାମ ଗ୍ରୁପ ରେ JOIN କରନ୍ତୁ [/su_button]


 

NO COMMENTS

LEAVE A REPLY

Please enter your comment!
Please enter your name here