odia grammar short questions dhwani:
ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ , ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ଧ୍ୱନି ( odia grammar short questions dhwani) , ବିଷୟରେ ଡିସ୍କସ କରିଛୁ | ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ |
Odia Grammar Short Questions
ନିମ୍ନଲିଖୁତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ନୁହେଁ ?
(A) ପାଣି
(B) ବୈଜ୍ଞାନିକ
(C) ପତ୍ର
(D) ଭାତ
ଉତ୍ତର – B
ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ବ୍ୟବହୃତ ହୁଏ, ତାକୁ କ’ଣ କହନ୍ତି ?
(A) ତତଭବ
(B) ତତସମ
(C) ଦେଶଜ
(D) ବୈଦେଶିକ
ଉତ୍ତର – B
ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କଣ କହନ୍ତି ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ
ଉତ୍ତର – B
ତତ୍ସମ, ତଭବ ଶବ୍ଦରେ ଥିବା ‘ତତ୍’ କେଉଁ ଅର୍ଥରେ ବ୍ୟବହୃତ ?
(A) ଭଗବାନ
(B) ଈଶ୍ଵର
(C) ସତ୍
(D) ସଂସ୍କୃତ
ଉତ୍ତର – D
ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ, ତାକୁ କ’ଣ କହନ୍ତି ?
(A) ତତ୍ସମ
(B) ତଭବ
(C) ଦେଶିଜ
(D) ବୈଦେଶିକ
ଉତ୍ତର – D
ଯେଉଁ ଶବ୍ଦଗୁଡ଼ିକ ଅନ୍ୟଭାଷାରୁ ବିଭିନ୍ନ କାରଣରୁ ଆସି ଆମ ଭାଷାରେ ମିଶିଛି, ତାକୁ କଣ କହିବା ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ
ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ?
(A) ତମ
(B) ତତଭବ
(C) ଦେଶଜ
(D) ବୈଦେଶିକ
ଉତ୍ତର – C
କେଉଁଟି ବୈଦେଶିକ ଶବ୍ଦ ?
(A) ଆବାସ
(B) ଉଆସ
(C) ଟେବୁଲ
(D) ଭାତ
ଉତ୍ତର – C
ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାରସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି ?
(A) କାମିଜ
(B) ଅଇନା
(C) ଗାଳିଷ୍ଟ
(D) ଟାଜନ
ଉତ୍ତର – A
କେଉଁ ଶବ୍ଦଟି ଅନ୍ୟ ତିନୋଟିଠାରୁ ପୃଥକୁ ଚିହ୍ନାଅ ।
(A) ଖାଦ୍ୟ
(B) ଖୋଦନ
(C) ବୃକ୍ଷ
(D) ଗିନା
ଉତ୍ତର – D
କାଠ, ପଥର, ତାଳପତ୍ର, କାଗଜ ଆଦିର ଚିକ୍କଣ ପୃଷ୍ଠାରେ ଧ୍ବନି ଲେଖା ହେଇଥିବାରୁ ତାକୁ କ’ଣ କୁହାଯାଏ ?
(A) ଲିପି
(B) ବର୍ଣ୍ଣ
(C) ଅକ୍ଷର
(D) କ୍ଷର
ଉତ୍ତର – A
ଧ୍ଵନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ’ଣ କହନ୍ତି ?
(A) ଲିପି
(B) ଅକ୍ଷର
(C) ଆକୃତି
(D) ବର୍ଣ୍ଣ
ଉତ୍ତର – D
ଧ୍ବନିକୁ ଦୀର୍ଘକାଳ ସ୍ଥାୟୀରୁପ ଦେଉଥିବାରୁ ତାକୁ କଣ କୁହାଯାଏ ?
(A) ବର୍ଣ୍ଣ
(B) ଲିପି
(C) ଅକ୍ଷର
(D) ଆକୃତି
ଉତ୍ତର – C
[su_button url=”https://odishasarkariexam.in/odisha-general-knowledge-mcq-quiz-odisha-gk/” target=”blank” style=”stroked” background=”#094383″ size=”6″]ଏଠାରେ କ୍ଲିକ କରି ଓଡିଶା ଜେନେରାଲ ନଲେଜେ ବିଷୟରେ MCQ ଟେଷ୍ଟ ଲଗାନ୍ତୁ [/su_button]
ସ୍ବର ଧ୍ବନି କାହାକୁ କହନ୍ତି ?
(A) ଯେଉଁ ଧ୍ବନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ ।
(B) ଯେଉଁ ଧ୍ୱନି ଅନ୍ୟର ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ।
(C) ଯେଉଁ ଧ୍ୱନି ଅନ୍ୟର ଅକୁ ସାହାଯ୍ୟରେ ଢ଼ଳାରିତ
(D) ଯେଉଁ ଧ୍ୱନି ଅନ୍ୟର ବହୁତ ସାହାଯ୍ୟ ନେଇ ଉଚ୍ଚାରିତ
ଉତ୍ତର – A
ସ୍ବର ଧ୍ବନି ସାହାଯ୍ୟରେ ଯେଉଁ ଧ୍ବନି ଉଚ୍ଚାରିତ ହୁଏ ତାକୁ କ’ଣ କହନ୍ତି ?
(A) ସ୍ଵର ବର୍ଣ୍ଣ
(B) ବ୍ୟଞ୍ଜନ ବର୍ଣ୍ଣ
(C) ମିଶ୍ରିତ ସ୍ଵରବର୍ଣ୍ଣ
(D) ଯୁକ୍ତ ବର୍ଣ୍ଣ
ଉତ୍ତର – B
ପ୍ରାଥମିକ ସ୍ତର ପାଠ୍ୟ ପୁସ୍ତକରେ କେତୋଟି ସ୍ଵର ବର୍ଣ୍ଣ ଶିକ୍ଷା ଦିଆଯାଏ ?
(A) ଏଗାରଟି
(B) ବାରଟି
(C) ଷୋହଳଟି
(D) ଛଅଟି
ଉତ୍ତର – A
ଦୀର୍ଘ ର ଶିକ୍ଷା ଦେବାର ସପକ୍ଷ ସୁଭିଟି କଣ ?
(A) ଏହା ଏକ ସରଳ ଲିପି ନୁହେ
(B) ଏଥିରେ ଓଡ଼ିଆରେ ଶବ୍ଦ ନାହିଁ
(C) ଏହାର ମାତ୍ରାରୂପ ଓଡ଼ିଆରେ ବ୍ୟବହୃତ ।
(D) ଏହାକୁ ଅନେକ ଦିନରୁ ଜଠାଇ ଦିଆଯାଇଛି
ଉତ୍ତର – C
ସ୍ଵରବର୍ଣ୍ଣର ସଂକେତିକ ରୂପକୁ କ’ଣ କୁହାଯାଏ ?
(A) ଫଳା
(B) ମାତ୍ରା
(C) ସାକେତିକରୂପ
(D) ସଙ୍କେତ
ଉତ୍ତର – B
ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ’ଣ କୁହାଯାଏ ?
(A) ଫଳା
(B) ମାତ୍ରା
(C) ହଳନ୍ତ
(D) ଯୁକ୍ତାକ୍ଷର
ଉତ୍ତର – A
ଫୁସଫୁସରୁ ଆସୁଥିବା ବାୟୁ ନିର୍ଗତ ହେବାବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ’ଣ କହନ୍ତି ?
(A) ବାୟୁଦ୍ଵାର
(B) ମୁଖଗହ୍ବର
(C) ସ୍ବରଯନ୍ତ୍ର
(D) କଥନ ଅଙ୍ଗ
ଉତ୍ତର – D
[su_button url=”https://odishasarkariexam.in/odia-grammar-mcq/” target=”blank” style=”stroked” background=”#830937″ size=”6″]ଏଠାରେ କ୍ଲିକ କରି ଓଡ଼ିଆ ଗ୍ରାମାର ବିଷୟରେ MCQ ଟେଷ୍ଟ ଲଗାନ୍ତୁ [/su_button]
କ, ଚ, ଟ, ତ, ପ – ଏଥିରୁ ତାଲବ୍ୟ ବର୍ଷ କେଉଁଟି ?
(A) କ
(B) ଚ
(C) ଟ
(D) ପ
ଉତ୍ତର – B
“ଜରୁଥାଇ ଦତ୍ତ୍ୱବର୍ଣ୍ଣ ଉଚ୍ଚାରଣ’- ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା ?
(A) କଖଗଘଡ ·
(B) ଚଛଜଝଞ୍ଜ
(C) ଟଠଡ଼ଢଣ
(D) ତଥଦଧନ
ଉତ୍ତର – B
ବଗ୍ୟ ବ୍ୟଞ୍ଜନ କେତୋଟି ?
(A) ୨୫ଟି
(B) ୨୦ଟି
(C) ୧୫ଟି
(D) ୧୦ଟି
ଉତ୍ତର – A
ଯ, ର, ଳ, ୱ – ଏହି ବର୍ଣ୍ଣଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ କାହିଁକି ?
(A) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ଥାଏ
(B) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ରହିବା କଥା
(C) ଏଗୁଡ଼ିକ ବଗ୍ୟବର ଶେଷରେ ଥାଏ ।
(D) କୌଣସିଟି ସ୍ଥିର ନୁହେଁ
ଉତ୍ତର – C
ନିମ୍ନ ଧ୍ବନିମାନଙ୍କରୁ କେଉଁଟି ନାସିକ ଧ୍ବନି ନୁହେଁ ?
(A) ଗ
(B) ଉଁ
(C) ଣ
(D) ମ
ଉତ୍ତର – A
ନିମ୍ନ ବର୍ତ୍ତମାନଙ୍କ ମଧ୍ୟରୁ ଉର୍ଷ ବର୍ଣ୍ଣ କେଉଁଟି ?
(A) ଯ
(B) ଶ
(C) ର
(D) ଘ
ଉତ୍ତର – B
କେଉଁଟି ଠିକ୍ ବାଛି ?
(A) ବାଡ଼
(B) କଢ଼
(C) ଧାଡ଼ି
(D) ଢ଼ିବା
ଉତ୍ତର – A
ଆମ ବର୍ଣ୍ଣମାଳାର ଶେଷ ବର୍ଣ୍ଣ କିଏ ?
(A) ଓ ‘
(B) ହ
(C) ମ
(D) କ୍ଷ
ଉତ୍ତର – D
‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ବକୁ ଆଦ୍ୟରେ ରଖି ଯେଉଁ କବିତା ଲେଖାଯାଏ ତାକୁ କ’ଣ କହନ୍ତି ?
(A) ଚଉତିଶା
(B) କେଶବକୋଇଲି
(C) ଜଣାଣ
(D) ଭଜନ
ଉତ୍ତର – A
ସ୍ଵତନ୍ତ୍ର ଯୁକ୍ତ ବ୍ୟଞ୍ଜନଟି କିଏ ଚିହ୍ନା ?
(A)ଷ୍ଟ୍ର
(B) ନ୍ଧ
(C) ଷ୍ଟ
(D) କୌ
ଉତ୍ତର – B
ଯୁକ୍ତ ବ୍ୟଞ୍ଜନଟି ଚିହ୍ନାଅ ।
(A) ଙ୍କ
(B) ଙ୍ଗ
(C) ଞ୍ଚ
(D) ସ୍ପ
ଉତ୍ତର – D
ନନ୍ଦନ – ଏହି ଶବ୍ଦରେ ଥିବା ଦୁଇଟି ‘ନ’ ମଧ୍ୟରୁ ନିରନୁନାସିକ କିଏ ?
(A) ପ୍ରଥମ ‘ନ’
(B) ଶେଷ ‘ନ’
(C) କେଉଁଟି ନୁହେଁ
(D) ଉଭୟ ‘ନ’
ଉତ୍ତର – A
ଅର୍ଥପ୍ରକାଶ କରୁଥିବା ଗୋଟିଏ ବର୍ଣ୍ଣ ବା ବର୍ଣ୍ଣର ସମଷ୍ଟିକୁ କ’ଣ କହନ୍ତି ?
(A) ଅକ୍ଷର
(B) ଲିପି
(C) ଶବ୍ଦ
(D) ବାକ୍ୟ
ଉତ୍ତର – C
ଗୋଟିଏ ଶବ୍ଦରୁ ଗୋଟିଏ ବା କେତୋଟି ବର୍ଣ୍ଣ ବାହାର କରି ନେଲେ ତାହା ଶବ୍ଦର କେଉଁ ଗୁଣକୁ କ୍ଷୁର୍ଣ୍ଣ କରେ ?
(A) ସୌନ୍ଦର୍ଯ୍ୟହାନି
(B) ଉଚ୍ଚାରଣଗତ ତୃଟି
(C) ଅର୍ଥ ପ୍ରକାଶ କରି ନଥାଏ
(D) କିଛି କ୍ଷୁର୍ଣ୍ଣ ହୁଏ ନାହିଁ
ଉତ୍ତର – C
ଯେଉଁ ଶବ୍ଦରେ କୌଣସି ପ୍ରତ୍ୟୟ ଯୋଗ ହୋଇ ନଥାଏ, ତାକୁ କ’ଣ କହନ୍ତି ?
(A) ମୌଳିକ ଶବ୍ଦ
(B) ଯୌଗିକ ଶବ୍ଦ
(C) ବ୍ଯାପନ୍ନ ଶବ୍ଦ
(D) ବ୍ୟୁତ୍ପାଦିତ ଶବ୍ଦ
ଉତ୍ତର – A
ନିମ୍ନ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ?
(A) ପାଠୁଆ
(B) ଅପାଠୁଆ
(C) ପାଈ
(D) ପାଠ
ଉତ୍ତର – D
[su_button url=”https://odishasarkariexam.in/odisha-history-odia-gk-mcq-quiz/” target=”blank” style=”stroked” background=”#ed0b79″ size=”6″]ଓଡିଶା ଇତିହାସ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]
ଭାଷାର ସର୍ବନିମ୍ନ ଏକକକୁ କ’ଣ କହନ୍ତି ?
(A) ଧ୍ବନି
(B) ଲିପି
(C) ମାତ୍ରା
(D) ଫଳା
ଉତ୍ତର – A
ପ୍ରତ୍ୟେକ ଜୀବ ନିଜ ମନର ଭାବକୁ କିପରି ପ୍ରକାଶ କରିଥାନ୍ତି ?
(A) ଧୂନିଦ୍ଵାରା
(B) ଅଙ୍ଗଭଙ୍ଗୀଦ୍ଵାରା ।
(C) ଇଙ୍ଗିତ ଦ୍ଵାରା
(D) ଧ୍ବନି ଓ ଅଙ୍ଗଭଙ୍ଗୀଦ୍ଵାରା
ଉତ୍ତର – D
3୨. ଧ୍ବନିର ଲିଖୁତ ରୂପକୁ କ’ଣ କହନ୍ତି ?
(A) ବର୍ଷ
B) ଅକ୍ଷର
(C) ଲିପି
(D) ଲିଖୁତ ଧ୍ବନି
ଉତ୍ତର – A
ଧୂନି ପଦ୍ଧତି ବଦ୍ଧ ହେଲେ କ’ଣ ହୁଏ ?
(A) ବର୍ଣ୍ଣ
(B) ଲିପି ।
(C) ଅର୍ଥପୂର୍ଣ୍ଣ
(D) କେଉଁଟି ନୁହେଁ
ଉତ୍ତର – C
ରାମ – ଏହି ଶବ୍ଦରେ କେଉଁ କେଉଁ ଧ୍ୱନି ଅଛି ?
() ର + ମୁଁ + ଆ + ଅ
(B) ର୍ + ଆ + ମୁଁ + ଆ
(C) ର୍ + ଅ + ଆ + ମୁଁ
(D) ର୍ + ଅ + ମୁଁ + ଆ
ଉତ୍ତର – B
ରମା – ଏହି ଶବ୍ଦରେ କେଉଁ କେଉଁ ଧ୍ବନି ରହିଛି ?
(A) ର୍ + ଅ + ମୁଁ + ଆ
(B) ର୍ + ଆ + ମୁଁ + ଅ
(C) ର + ଆ + ଅ + ମ
(D) ର୍ + ମୁଁ + ଅ + ଆ
ଉତ୍ତର – A
ଧ୍ବନି ପଦ୍ଧତି ବଦ୍ଧ ନ ହେଲେ କ’ଣ ହୁଏ ?
(A) ପ୍ରକାଶିତ ହୁଏ ନାହିଁ
(B) ଅର୍ଥପୂର୍ଣ୍ଣ ହୁଏ ନାହିଁ ।
(C) ପ୍ରକାଶିତ ହୁଏ
(D) ଅର୍ଥ ପୂର୍ଣ୍ଣ ହୁଏ
ଉତ୍ତର –B
ଧ୍ବନିର ଲିଖୁତ ରୂପକୁ କ’ଣ କୁହାଯାଏ ?
(A) ଉପଧ୍ଵନି
(B) ଲିଖୁତ ଧ୍ବନି
(C) ବର୍ଣ୍ଣ
(D) ବର୍ଣ୍ଣମାଳା
ଉତ୍ତର – C
ବର୍ଣ୍ଣ ର ଉଚ୍ଚାରିତ ରୂପକୁ କଣ କୁହାଯାଏ ?
(A) ଉପବର୍ଣ
(B) ଉଚ୍ଚାରିତ ବର୍ଣ୍ଣ
(C) ଧ୍ବନି
(D) ଲିପି
ଉତ୍ତର – C
ଧ୍ୱନିକୁ ଏକ ଲିଖୁତ ନିର୍ଦ୍ଦିଷ୍ଟ ଆକାର କିଏ ଦେଇଥାଏ ?
(A) ଲିପି
(B) ଅକ୍ଷର
(C) ଉପଧ୍ଵନି
(D) ବର୍ଣ୍ଣ
ଉତ୍ତର – D
[su_button url=”https://t.me/odishasarakariexam” target=”blank” style=”stroked” background=”#260bed” size=”6″ icon=”icon: paper-plane-o”]ଏଠାରେ କ୍ଲିକ କରି ଆମର ଟେଲିଗ୍ରାମ ଗ୍ରୁପ ରେ JOIN କରନ୍ତୁ [/su_button]