odia grammar taddhita multiple choice questions PDF
ନମସ୍କାର ଦସ୍ତୋ , ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ , ଏହି ପୋଷ୍ଟ ରେ ଆମେ ଓଡ଼ିଆ ଗ୍ରାମାର ତଦ୍ଧିତ ( odia grammar Taddhita Multiple choice questions pdf ) , ବିଷୟରେ ଡିସ୍କସ କରିଛୁ | ଏହି ପୋଷ୍ଟ ଆପଣଙ୍କ ଓଡିଶା ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଓଡିଶା ର ସମସ୍ଥ ପରୀକ୍ଷା CT , BED, OTET, OSSC, OAS, ASO, OSSSC, ODISHA POSTAL , ସମସ୍ତ ପ୍ରକାର ପରୀକ୍ଷା ପାଇଁ ଏହା ଜରୁରୀ ଅଟେ , ଯଦି ଆପଣ ପ୍ରତିଦିନ ନୋଟସ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା BELL ICON କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ |ଦୟାକରି 5 ଷ୍ଟାର ରେଟିଙ୍ଗ କରିଦେବେ ||
odia grammar taddhita multiple choice questions PDF
1. ଖଟ + ଇଆ = ଖଟିଆ
ଏଥିରେ ଇଆ ପ୍ରତ୍ୟୟଟି କେଉଁ ଅର୍ଥରେ ହୋଇଛି ?
(A) ତିଆରି ଅର୍ଥରେ
(B) ଛୋଟ ଅର୍ଥରେ
(C) ସମ୍ବନ୍ଧ ଅର୍ଥରେ
(D) ଅତିଶୟ ଅର୍ଥରେ
2. ପାଠ + ଉଆ = ପାଠୁଆ ।
ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
(A) ଅଛି ଅର୍ଥରେ
(B) ସଦୃଶ ଅର୍ଥରେ
(C) ବୃରି ଅର୍ଥରେ
(D) ସମ୍ପର୍କ ଅର୍ଥରେ
3. ଶିବ + = ଶୈବ । ଏଠାରେ “ଅ” କେଉଁ ଅର୍ଥରେ ପ୍ରତ୍ୟୟ ହୋଇଛି ?
(A) ଭାବ ଅର୍ଥରେ
(B) ଅପତ୍ୟ ଅର୍ଥରେ
(C) ଜାତ ଅର୍ଥରେ
(D) ଭକ୍ତ ଅର୍ଥରେ
4. ଇତିହାସ + ଇ = ଐତିହାସିକ
ଏଥିରେ ଇକ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
(A) ସମ୍ବନ୍ଧ ଅର୍ଥରେ
(B) ଜାତ ଅର୍ଥରେ
(C) ଅଧୟନ ଅର୍ଥରେ
(D) ସମ୍ବନ୍ଧ ଅର୍ଥରେ
5. ରାଧେୟ ଏହା କେଉଁ ଅର୍ଥକୁ ପ୍ରକାଶ କରେ ?
(A) ରାଧାଙ୍କର ସ୍ବାମୀ
(B) ରାଧାଙ୍କର ପୁତ୍ର
(C) ରାଧାଙ୍କ ସମ୍ବନ୍ଧୀୟ
(D) ରାଧାଙ୍କଠାରୁ ନ୍ୟୁନ
6. କେଉଁଟି ତଦ୍ଧିତ ?
(A) ଜାନ
(B) ବିଜ୍ଞାନ
(C) ଅଜ୍ଞାନ
(D) ବୈଜ୍ଞାନିକ
7. କୁନ୍ତୀଙ୍ର ପୁତ୍ର- ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
(A) କୌନ୍ତେୟ
(B) କୁନ୍ତୀଙ୍କ ପୁତ୍ର
(C) ଅର୍ଜୁନ
(D) ଯୋଦ୍ଧା
8. କୁଲେଇ କେଉଁ ଅର୍ଥକୁ ପ୍ରକାଶ କରେ ?
(A) କୁଲା
(B) କୁଲାଠାରୁ କ୍ଷୁଦ୍ର
(C) କୁଲାଠାରୁ ବଡ଼
(D) କୁରା ସହିତ ସମାନ
9. ପୂର୍ଣ୍ଣ- ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
(A) ପୁର + ତ
(B) ପୂର + ତ
(C) ପୂର + ତ
(D) ପୁର +ଣ
10. · କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
(A) କୁ + ତ୍ୟ
(B) କୃତ୍ + ଯ
(C) କୁ + କାପ୍
(D) କୃତ + ଯ
11. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ରୂପରେ ପରିବର୍ଭନ ହୋଇ ଆମ ଭାଷାରେ ଚଳୁଛି ସେଗୁଡ଼ିକୁ କ’ଣ କୁହାଯାଏ ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ
12. ଯେଉଁ ଶବ୍ଦଗୁଡ଼ିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡ଼ିକୁ କଣ କହନ୍ତି ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ
13. ଯେଉଁ ଶବ୍ଦଗୁଡ଼ିକ ଅନ୍ୟ ଭାଷାରୁ ଆସି ଆମ ଭାଷାରେ ବ୍ୟବହୃତ ହେଉଅଛି, ସେଗୁଡ଼ିକୁ କଣ କହନ୍ତି ?
(A) ତତସମ
(B) ତଭବ
(C) ଦେଶଜ
(D) ବୈଦେଶିକ
14. କେଉଁଟି ବୈଦେଶିକ ବ୍ୟାପାଦିତ ଶବ୍ଦ ?
(A) ଟାଜୁନ
(B) ସହର
(C) ସିଟି
(D) ଟାଉନିଆ
15. ଦୁଃପାଦିତ ଶବ୍ଦ ନୁହେଁ । ‘
(A) ବୀଣା
(B) ଦେଶର
(C) ବ୍ୟାକରଣ
(D) ପରୀକ୍ଷା
16. କ୍ରିୟାର ମୂଳପିଣ୍ଡକୁ କ’ଣ କହନ୍ତି ?
(A) କ୍ରିୟା
(B) କାଳ
(C) ଧାତୁ
(D) ପ୍ରତ୍ୟୟ
17. ଧାତୁ ସହିତ କ’ଣ ଯୋଗକଲେ ଶବ୍ଦ ଗଠନ କରାଯାଏ ?
(A) ପ୍ରତ୍ୟୟ
(B) ଅନ୍ୟଧାତୁ
(C) ଅନ୍ୟଶବ୍ଦ
(D) କେଉଁଟି ନୁହେଁ
18. ପ୍ରତ୍ୟୟର ସ୍ଥାନ ଧାତ୍ମର କେଉଁଠାରେ ରହେ ନାହିଁ ?
(A) ଧାତୁର ପୂର୍ବରୁ
(B) ଧାତୁର ପରେ
(C) ଧାତୁର ପୂର୍ବରୁ ଓ ପରେ ।
(D) ଧାତୁର ଉପରେ
19. ଶବ୍ଦ କାହା ଯୋଗୁଁ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୁଏ ?
(A) କେବଳ ଧାତୁ ଯୋଗୁଁ
(b) କେବଳ ପ୍ରତ୍ୟୟ ଯୋଗୁଁ
(C) ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ
(D) ନିଜ ଗୁଣ ଯୋଗୁଁ
20. ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୁଏ, ତାକୁ କ’ଣ କହନ୍ତି ?
(A) ପର ପ୍ରତ୍ୟୟ
(B) ପୂର୍ବ ପ୍ରତ୍ୟୟ ।
(C) ପ୍ରତ୍ୟୟ
(D) ବିରକ୍ତି
21. ଧାତୁର ପରେ ଯୋଗ ହୋଇଥିବା ପ୍ରତ୍ୟାୟକୁ କ’ଣ କହନ୍ତି ?
(A) ପର ପ୍ରତ୍ୟୟ
(B) ପୂର୍ବ ପ୍ରତ୍ୟୟ
(C) ପୁର୍ବ ଓ ପର ଢଭୟ ପ୍ରତ୍ୟୟ
(D) ବିଭକ୍ତି
22. ଉପସର୍ଗ ସଂଖ୍ୟା କେତୋଟି ?
(A) ୨୦ଟି
(B) ୩୪ଟି
(C) ୫ଟି
(D) ୧୫ଟି
23. ଉପସର୍ଗ ଗୁଡ଼ି କ ଧାତୁ ବା ଶବ୍ଦର କେଉଁ ସ୍ଥାନରେ ଲାଗିଥାଏ ?
(A) ପୂର୍ବରୁ
(B) ପରେ
(C) ମଧରେ
(D) ଢଭୟରେ
24. ଆହାର ଓ ବିହାର- ଉଭୟେ ହୁ ଧାତୁରୁ ଗଠିତ । ଏହି ଦୁଇଟିରେ ଅର୍ଥଗତ ପାର୍ଥକ୍ୟ କାହିଁକି ଦେଖାଯାଏ ?
(A) ଧାତୁ ଯୋଗୁଁ
(B) ପ୍ରତ୍ୟୟ ଯୋଗୁଁ
(C) ଉପସର୍ଗ ଯୋଗୁଁ
(D) ପ୍ରତ୍ୟୟ ଓ ଜପସର୍ଗ ଯୋଗୁଁ
25. ଧାତୁ ପୂର୍ବରୁ ଉପସର୍ଗ ଲାଗିଲେ ଧାତୁ ଉପରେ କି ପ୍ରଭାବ ପଡ଼େ ?
(A) ଅର୍ଥର ପରିବର୍ତ୍ତନ
(B) ଭାବର ପରିବର୍ତ୍ତନ
(C) ରୁପର ପରିବର୍ଭନ
(D) ଆକୃତିର ପରିବର୍ଭନ
26. ଦୁର୍ଘଟଣା- ଏହି ଶବ୍ଦରେ ଥିବା ଉପସର୍ଗଟି କିଏ ?
(A) ଦୁ
(B) ଦୁଃ
(C) ଦୂର
(D) ଦୂର
27. ପୁରସ୍କାର ଏଥିରେ କେଉଁଟି ଉପସର୍ଗ ପରି ବ୍ୟବହୃତ ହୋଇଛି ?
(A) ପୁର
(B) ପୁରସ୍
(C) ପୁରୀ
(D) ପୂର
28. ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?
(A) ଅ
(B) ଅଚ୍ଚ
(C) ଅଜଣ’
(D) ଅଜଣ + ଆ
29. ନିମ୍ନ ଉପସର୍ଗ ମଧ୍ୟରୁ କେଉଁଟି ଓଡ଼ିଆ ଭାଷାର ଉପସର୍ଗ ନୁହେଁ –
(A) ଦର
(B) ନା
(C) ଗର
(D) ପ୍ରତି
30. କେଉଁ ସଂସ୍କୃତ ଶବ୍ଦଟି ଉପସର୍ଗ ରୂପେ ବ୍ୟବହାର କରାଯାଏ ନାହିଁ ?
(A) ବହି
(B) ପୁର
(C) ହରି
(D) ପୁନଃ
31. କେଉଁଟି ଓଡ଼ିଆ ଭାଷାରେ ବ୍ୟବହୃତ ଉପସର୍ଗ ? .
(A) ସମ୍
(B) ଆବି
(C) ସୁ
(D) ଅଣ
32. ଧାତୁ ପରେ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
(A) କୃତ୍ର ପ୍ରତ୍ୟୟ
(B) ତଦ୍ଧିତ ପ୍ରତ୍ୟୟ
(C) ଶକ ବିରକ୍ତି
(D) କ୍ରିୟା ବିଭକ୍ତି
33. ଶବ୍ଦ ସହିତ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
(A) କୃତ୍ର ପ୍ରତ୍ୟୟ
(B) ଉପସର୍ଗ
(C) ତଦ୍ଧିତ ପ୍ରତ୍ୟୟ –
(D) ପ୍ରତ୍ୟୟ
34. ରକ୍ଷିତ- ଏଥିରେ ଥିବା ଧାତୁଟିର ନାମ କ’ଣ ?
(A) ର
(B) ରକ୍ଷା
(C) ରକ୍ଷି
(D) କ୍ଷିତ୍
35. ପକ୍- ଏହାର ପ୍ରକୃତି ପ୍ରତ୍ୟୟ କଲେ କ’ଣ ହେବ ?
(A) ପକ୍ + ୱା
(B) ପ + କୁ
(C) ପଚ୍ + କୁ
(D) ପଚ୍ + ତ
37. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?
(A) ଭାଗିନେୟ
(B) ଦାଢ଼ିଆ
(C) ଭୋଜନ
(D) ପାଟରା
38. କେଉଁଟି ତବିତ ?
(A) ପଠନ
(B) ଜଣିଆ
(C) ପାଠ
(D) ଜଣି
39. କଟା + ଆଳି = କଟାଳି
ଏଥିରେ ଆଜି ପ୍ରତ୍ୟୟଟି କେଉଁ ଅର୍ଥରେ କରାଯାଇଛି
(A) କାଟିବା ଅର୍ଥରେ
(B) ଅଭ୍ୟାସ ଅର୍ଥରେ
(C) ଜାତ ଅର୍ଥରେ
(D) ସମୂହ ଅର୍ଥରେ
40. ମାଷ୍ଟର + ଇ = ମାଷ୍ଟରି ।
ଏଥିରେ ଇ ପ୍ରତ୍ୟୟ କେଉଁ ଅର୍ଥରେ କରାଯାଇଛି ?
(A) ଜାତ ଅର୍ଥରେ
(B) ଛୋଟ ଅର୍ଥରେ
(C) ବୁରି ଅର୍ଥରେ
(D) ସ୍ବାର୍ଥରେ
41. ରାଷାର ସର୍ବନିମ୍ନ ଏକକକୁ କ’ଣ କୁହାଯାଏ ?
(A) ପଦ
(B) ବାକ୍ୟ
(C) ଶବ୍ଦ
(D) ବାକ୍ୟାଶ
42. କେଉଁଟି ଶବ୍ଦର ଗୁଣ ?
(A) ଧ୍ବନିର ସମାହାର ।
(B) ସାର୍ଥକ ଧ୍ବନିର ସମାହାର
(C) ପର୍ଯ୍ୟାୟ କ୍ରମିକ ସାର୍ଥକ ଧ୍ବନିର ସମାହାର ।
(D) କେଉଁଟି ନୁହେଁ
43. ଯେଉଁ ଶବ୍ଦକୁ ଭାଗଭାଗ କରିହୁଏ ନାହିଁ ତାକୁ କ’ଣ କହନ୍ତି ?
(A) ସରଳ ପ୍ରକୃତିର ଶବ୍ଦ
(B) ବ୍ୟୁତ୍ପାଦିତ ଶବ୍ଦ
(C) ପଦ
(D) ଶବ୍ଦ
44. ପ୍ରତ୍ୟୟଯୁକ୍ତ ଶବ୍ଦକୁ କ’ଣ କହନ୍ତି ?
(A) ଶବ୍ଦ
(B) ପଦ
(C) ବ୍ୟୁତ୍ପାଦିତ ଶବ୍ଦ
(D) ସରଳ ଶବ୍ଦ
45. କେଉଁଟି ସରଳ ପ୍ରକୃତିର ଶବ୍ଦ ? –
(A) ଘର
(B) ଘରକୁ
(C) ଘରଠାରୁ
(D) ଘରେ
46. କେଉଁଟି ବ୍ୟୁତ୍ପାଦିତ ପ୍ରକୃତିର ଶବ୍ଦ ?
(A) ରାମ
(B) ରାମକୁ
(C) ଘର
(D) ବହି
47. ସରଳ ପ୍ରକୃତି ର ଶବ୍ଦକୁ କିପରି ବୃତ୍ପାଦିତ ଶବ୍ଦ କରାଯାଏ ?
(A) ଶବ୍ଦକୁ ଭାଗଭାଗ କରି
(B) ଶବ୍ଦକୁ ଭାଗଭାଗ ନକରି
(C) ଶବ୍ଦରେ କିଛି ଯୋଗ ନକରି
(D) ଶବ୍ଦରେ ବିଭକ୍ତି ଯୋଗ କରି
48. ଶବ୍ଦକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?
(A) ଦୁଇ
(B) ତିନି
(C) ଚାରି
(D) ପାଞ୍ଚ
49. ତତ୍ସମ ଶବ୍ଦରେ ଥିବା ତତ୍ ଶବ୍ଦ କେଉଁଥି ପାଇଁ ବ୍ୟବହୃତ ?
(A) ଓଡ଼ିଆ ଭାଷା
(B) ଇଂରାଜୀ ଭାଷା,
(C) ସଂସ୍କୃତ ଭାଷା
(D) ହିନ୍ଦୀ ଭାଷା
50. ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆରେ ଅବିକ୍ ଭାବରେ ବ୍ୟବହୃତ ହୋଇଥିଲେ ତାକୁ କଣ କୁହାଯାଏ ?
(A) ତତ୍ସମ
(B) ତଭବ
(C) ଦେଶକ
(D) ବୈଦେଶିକ