Odia grammar Upasarga PDF (ଉପସର୍ଗ ) :
ଓଡିଶା ସରକାରୀ ଏକ୍ଜାମ ପୋର୍ଟାଲ ରେ ଆପଣଙ୍କୁ ସ୍ୱାଗତ ଏଠି ଆମେ ଓଡ଼ିଆ ଗ୍ରାମର ( odia grammar) ବିଷୟରେ ଡିସ୍କସ କରିଛୁ | ଓଡ଼ିଆ ଗ୍ରାମାର ଉପସର୍ଗ (Odia Grammar upasarga PDF ) ,Odia Grammar upasarga ଆପଣଙ୍କ ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ | ଯଦି ଆପଣ ମାନେ ଓଡିଶା ପ୍ରତିଯୋଗୀ ପରୀକ୍ଷା ପାଇଁ ତିଆରି କରୁଛନ୍ତି ଓଡ଼ିଆ ଗ୍ରାମାର ( odia grammar upasarga PDF) ଟୋପିକ ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ| ଓଡ଼ିଶାର ପ୍ରତିଯୋଗୀ ପରୀକ୍ଷା CT, BED, OTET, OSSTET, CTET, OAS, ASO, OPSC, OSSC, OSSSC , RI , AMIN, ODISHA FOREST GUARD ଏସବୁ ପରୀକ୍ଷା ପାଇଁ ସାହାଯ୍ୟ କରିବ | ପ୍ରତିଦିନ ଏହି ୱେବସାଇଟ କୁ ଭିଜିଟ କରନ୍ତୁ |
Odia grammar Upasarga PDF
Upasarga (ଉପସର୍ଗ ) :
ଶବ୍ଦ ଓ ଧାତୁ ସହ ପ୍ରତ୍ୟୟ ଯୋଗ କରାଯାଇ ଯୌଗିକ ବା ବ୍ୟୁତ୍ପନ ଶବ୍ଦ ଗଠିତ ହୁଏ ଶବ୍ଦ ଓ ଧାତୁର ପୂର୍ବରୁ କିମ୍ବା ପରେ ପ୍ରତ୍ୟୟ ଯୋଗ କରାଯାଇଥାଏ ପ୍ରତ୍ୟୟ ଶବ୍ଦର ପୂର୍ବରୁ ଯୋଗ କରାଗଲେ ତାକୁ ପୂର୍ବପ୍ରତ୍ୟୟ କୁହାଯାଏ ଏହାର ଅନ୍ୟନାମ ଉପସର୍ଗ ଏହାକୁ ତିନିଭାଗରେ ବିଭକ୍ତ କରାଯାଇଅଛି ଯଥା – ସଂସ୍କୃତ, ଓ ବୌଦେଶିକ ପୂର୍ବପ୍ରତ୍ୟୟ କୁହାଯାଏ । ଏହାର ଅନ୍ୟନାମ ଉପସର୍ଗ । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା – ସଂସ୍କୃତ, ଓଡିଆ ଓ ବୈଦେଶିକ ପୂର୍ବପ୍ରତ୍ୟ।ୟ ।
(କ) ସଂସ୍କୃତ ପୂର୍ବପ୍ରତ୍ୟୟ : ସଂସ୍କୃତରେ “ ପ୍ର, ପରା, ଅପ୍, ସମ ” ଇତ୍ୟାଦି ୨୦ ଗୋଟି ଉପସର୍ଗ ରହିଅଛି । ସେଗୁଡିକୁ ନେଇ ଶବ୍ଦରେ କିପରି ପୂର୍ବ ପ୍ରତ୍ୟୟ ଗୋଗ ହେଉଛି ଦେଖାଯାଉ –
(ଖ) ଓଡିଆ ପୂର୍ବ ପ୍ରତ୍ୟୟ :
(ଗ) ବୈଦେଶିକ ପୂର୍ବପ୍ରତ୍ୟୟ :
[su_button url=”https://odishasarkariexam.in/odia-grammar-bipartia-sabda-pdf/” target=”blank” style=”stroked” background=”#b11979″ size=”5″ icon=”icon: file-pdf-o”]ଏଠାରେ କ୍ଲିକ କରି ଓଡ଼ିଆ ଗ୍ରାମାର ଶବ୍ଦ ବିଷୟରେ ପଢନ୍ତୁ [/su_button]
Upasarga ( ଉପସର୍ଗ ର କିଛି ଉଦାହରଣ )
ପ୍ର- | ପ୍ର (pra) + କାର୍ଯ୍ୟ (karjya) = ପ୍ରକାର୍ଯ୍ୟ (prakarjya) |
ପ୍ର (pra) + କାଶ (kasa) = ପ୍ରକାଶ (prakasa) | |
ପ୍ର (pra) + ଚଳନ (chalana) = ପ୍ରଚଳନ (prachalana) | |
ପ୍ର (pra) + ଘଟ (ghata) = ପ୍ରଘଟ (praghata) | |
ପ୍ର (pra) + ଭାବ (bhaba) = ପ୍ରଭାବ (prabhaba) | |
ପ୍ର (pra) + ଧାନ (dhana) = ପ୍ରଧାନ (pradhana) | |
ପ୍ର (pra) + ଚଣ୍ଡ (chanda) = ପ୍ରଚଣ୍ଡ (prachanda) | |
ପ୍ର (pra) + ବଚନ (bachana) = ପ୍ରବଚନ (prabachana) | |
ପରା- | ପରା (para) + କ୍ରମ (krama) = ପରାକ୍ରମ (parakrama) |
ପରା (para) + ଜୟ (jaya) = ପରାଜୟ (parajaya) | |
ପରା (para) + ଭବ (bhaba) = ପରାଭବ (paramarsa) | |
ପରା (para) + ମର୍ଶ (marsa) = ପରାମର୍ଶ (paramarsa) | |
ପରା (para) + ପର (para) = ପରାପର (parapara) | |
ଅପ- | ଅପ (apa) + କର୍ମ (karma) = ଅପକର୍ମ (apakarma) |
ଅପ (apa) + ଚେଷ୍ଟା (chesta) = ଅପଚେଷ୍ଟା (apachesta) | |
ଅପ (apa) + ବାଦ (bada) = ଅପବାଦ (apabada) | |
ଅପ (apa) + ମାନ (mana) = ଅପମାନ (apamana) | |
ଅପ (apa) + ସଂସ୍କୃତି (sanskruti) = ଅପସଂସ୍କୃତି (apasanskruti) | |
ଅପ (apa) + କାର (kara) = ଅପକାର (apakara) | |
ଅପ (apa) + ନିନ୍ଦା (ninda) = ଅପନିନ୍ଦା (apaninda) | |
ଅପ (apa) + ଭାଷା (bhasa) = ଅପଭାଷା (apabhasa) | |
ଅପ (apa) + ଯଶ (jasa) = ଅପଯଶ (apajasa) | |
ଅପ (apa) + ହରଣ (harana) = ଅପହରଣ (apaharana) | |
ନି | ନି (ni) + ଖୋଜ (khoja) = ନିଖୋଜ (nikhoja) |
ନି (ni) + ଗ୍ରହ (graha) = ନିଗ୍ରୋହ (nigroha) | |
ନି (ni) + ଘଞ୍ଚ (ghancha) = ନିଘଞ୍ଚ (nighancha) | |
ନି (ni) + ଥର (thara) = ନିଥର (nithara) | |
ନି (ni) + ଦାରୁଣ (daruna) = ନିଦାରୁଣ (nidaruna) | |
ନି (ni) + ମଗ୍ନ (magna) = ନିମଗ୍ନ (nimagna) | |
ନି (ni) + ରବ (raba) = ନିରବ (niraba) | |
ନି (ni) + ସର୍ତ୍ତ (sarta) = ନିସର୍ତ୍ତ (nisarta) | |
ସମ୍- | ସମ୍ (som) + ଆଚାର (achara) = ସମାଚାର (samachara) |
ସମ୍ (som) + କର (kara) = ସଙ୍କର (sankara) | |
ସମ୍ (som) + ଗୀତ (gita) = ସଂଗୀତ (sangita) | |
ସମ୍ (som) + ଉଚିତ (uchita) = ସମୁଚିତ (samuchita) | |
ସମ୍ (som) + ଗତି (gati) = ସଂଗଚି (sangati) | |
ସମ୍ (som) + ବାଦ (bad) = ସଂବାଦ (sambada) | |
ସମ୍ (som) + ଭାଷଣ (bhasana) = ସମ୍ଭାଷଣ (sambhasana) | |
ସମ୍ (som) + ଯୋଗ (joga) = ସଂଯୋଗ (sanjoga) |
ଅଧିକ ଉଦାହରଣ
ସମ୍ (som) + ସାର (sara) = ସଂସାର (sansara) | |
ସୁ | ସୁ (su) + କେଶୀ (kesi) = ସୁକେଶୀ (sukesi) |
ସୁ (su) + ଗଠିତ (gathita) = ସୁଗଠିତ (sugathita) | |
ସୁ (su) + ଗୁଣ (guna) = ସୁଗୁଣ (suguna) | |
ସୁ (su) + ଧୀର (dhira) = ସୁଧୀର (sudhira) | |
ସୁ (su) + ନାମ (nama) = ସୁନାମ (sunama) | |
ସୁ (su) + ଫଳ (phala) = ସୁଫଳ (sufala) | |
ସୁ (su) + ବଳ (bala) = ସୁବଳ (subala) | |
ସୁ (su) + ବାସ (basa) = ସୁବାସ (subasa) | |
ସୁ (su) + ଯୋଗ (joga) = ସୁଯୋଗ (sujoga) | |
ସୁ (su) + ଶାନ୍ତ (santa) = ସୁଶାନ୍ତ (susanta) | |
ଅଧି | ଅଧି (adhi) + କାର (kara) = ଅଧିକାର (adhikara) |
ଅଧି (adhi) + ଦେବ (deba) = ଅଧିଦେବ (adhideba) | |
ଅଧି (adhi) + ନାୟତ (nayata) = ଅଧିନାୟକ (adhinayak) | |
ଅଧି (adhi) + ପତି (pati) = ଅଧିପତି (adhipati) | |
ଅଧି (adhi) + ବାସ (basa) = ଅଧିବାସ (adhibasa) | |
ଅଧି (adhi) + ମାସ (masa) = ଅଧିମାସ (adhimasa) | |
ଅଧି (adhi) + ରାଜ (raja) = ଅଧିରାଜ (adhiraja) | |
ନିର୍ | ନିର୍ (nira) + ଆଧାର (aadhara) = ନିରାଧାର (niradhara) |
ନିର୍ (nira) + ଆଶ୍ରୟ (asraya) = ନିରାଶ୍ରୟ (nirasraya) | |
ନିର୍ (nira) + ଈଶ୍ୱର (eswara) = ନିରୀଶ୍ୱର (niraswara) | |
ନିର୍ (nira) + ଉପମା (upama) = ନିରୁପମା (nirupama) | |
ନିର୍ (nira) + ଉପାୟ (upaya) = ନିରୁପାୟ (nirupaya) | |
ନିର୍ (nira) + ଜଳ (jala) = ନିର୍ଜଳ (nirjala) | |
ନିର୍ (nira) + ଧୂମ (dhuma) = ନିର୍ଧୂମ (nirdhuma) | |
ନିର୍ (nira) + ନୟ (naya) = ନିର୍ଣ୍ଣୟ (nirnaya) | |
ନିର୍ (nira) + ବଂସ (bansa) = ନିର୍ବଂଶ (nirbansa) | |
ନିର୍ (nira) + ମଳ (mala) = ନିର୍ମଳ (nirmala) | |
ଉତ୍ | ଉତ୍ (ut) + କଳ (kala) = ଉତ୍କଳ (utkala) |
ଉତ୍ (ut) + ଗମନ (gamana) = ଉଦ୍ଗମନ (udgamana) | |
ଉତ୍ (ut) + ଛନ୍ନ (channa) = ଉଚ୍ଛନ୍ନ (uchanna) | |
ଉତ୍ (ut) + ଚ୍ଛଳ (chala) = ଉତ୍ସଳ (utsala) | |
ଉତ୍ (ut) + ତପ୍ତ (tapta) = ଉତ୍ତପ୍ତ (utapta) | |
ଉତ୍ (ut) + ପତି (pati) = ଉତ୍ପତ୍ତି (utpati) | |
ଉତ୍ (ut) + ଭିନ୍ନ (bhinna) = ଉଭ୍ଭିନ୍ନ (utbhinna) | |
ଉତ୍ (ut) + କ୍ଷେପଣ (khyepana) = ଉତକ୍ଷେପଣ (utkhepana) | |
ଦୁର୍ | ଦୁର୍ (dura) + ଆରୋଗ୍ୟ (arogya) = ଦୁରାରୋଗ୍ୟ (durarogya) |
ଦୁର୍ (dura) + ଗୁଣ (guna) = ଦୁର୍ଗୁଣ (durguna) | |
ଦୁର୍ (dura) + ଘଟଣା (ghatana) = ଦୁର୍ଘଟଣା (durghatana) | |
ଦୁର୍ (dura) + ଦଶା (dasa) = ଦୁର୍ଦ୍ଦଶା (durdasa) | |
ଦୁର୍ (dura) + ନାମ (nama) = ଦୁର୍ନାମ (durnama) | |
ଦୁର୍ (dura) + ଭିକ୍ଷ (bhikhya) = ଦୁର୍ଭିକ୍ଷ (durbhikhya) | |
ଦୁର୍ (dura) + ଯୋଗ (joga) = ଦୁର୍ଯୋଗ (durjoga) | |
ଅତି | ଅତି (ati) + ଅଧିକ (adhika) = ଅତ୍ୟଧିକ (atyadhika) |
ଅତି (ati) + ଆଚାର (achara) = ଅତ୍ୟାଚାର (atyachara) | |
ଅତି (ati) + ଉକ୍ତି (bhakti) = ଅତ୍ୟୁକ୍ତି (atyukti) | |
ଅତି (ati) + କଥା (katha) = ଅତିକଥା (atikatha) | |
ଅତି (ati) + କାୟ (kaya) = ଅତିକାୟ (atikaya) |
[su_button url=”https://odishasarkariexam.in/odia-grammar-notes-dhwani-barna/” target=”blank” style=”stroked” background=”#7719b1″ size=”5″ icon=”icon: file-pdf-o”]ଏଠାରେ କ୍ଲିକ କରି ଓଡ଼ିଆ ଗ୍ରାମାର ଧ୍ୱନି ଓ ବର୍ଣ୍ଣ ବିଷୟରେ ପଢନ୍ତୁ [/su_button]
ଅତି (ati) + ବଡି (badi) = ଅତିବଡି (atibadi) | |
ଅତି (ati) + ମାସନ (masana) = ଅତିମାସନ (atimasana) | |
ଅତି (ati) + ରଞ୍ଜନ (ranjana) = ଅତିରଞ୍ଜନ (atiranjan) | |
ଅତି (ati) + ଶୟ (saya) = ଅତିଶୟ (atisaya) | |
ପ୍ରତି | ପ୍ରତି (prati) + କଥା (katha) = ପ୍ରତିକଥା (pratikatha) |
ପ୍ରତି (prati) + କାର (kara) = ପ୍ରତିକାର (pratikara) | |
ପ୍ରତି (prati) + କ୍ରିୟା (kriya) = ପ୍ରତିକ୍ରିୟା (pratikriya) | |
ପ୍ରତି (prati) + ଦାନ (dana) = ପ୍ରତିଦାନ (pratidana) | |
ପ୍ରତି (prati) + ନିଧି (nidhi) = ପ୍ରତିନିଧି (pratinidhi) | |
ପ୍ରତି (prati) + ପକ୍ଷ (pakhya) = ପ୍ରତିପକ୍ଷ (pratipakhya) | |
ପ୍ରତି (prati) + ବିଧାନ (bidhana) = ପ୍ରତିବିଧାନ (pratibidhana) | |
ପ୍ରତି (prati) + ରକ୍ଷା (rakhya) = ପ୍ରତିରକ୍ଷା (pratirakhya) | |
ପ୍ରତି (prati) + ଲିପି (lipi) = ପ୍ରତିଲିପି (pratilipi) | |
ପ୍ରତି (prati) + ଶ୍ରୁତି (sruti) = ପ୍ରତିଶ୍ରୁତି (pratisruti) | |
ପରି | ପରି (pari) + ଚୟ (chaya) = ପରିଚୟ (parichaya) |
ପରି (pari) + ଜନ (jana) = ପରିଜନ (parijana) | |
ପରି (pari) + ତାପ (tapa) = ପରିତାପ (paritapa) | |
ପରି (pari) + ପ୍ରକାଶ (prakasa) = ପରିପ୍ରକାଶ (pariprakasa) | |
ପରି (pari) + ବେଷ୍ଟନ (bestana) = ପରିବେଷ୍ଟନ (paribestana) | |
ପରି (pari) + ଶ୍ରମ (srama) = ପରିଶ୍ରମ (parisrama) | |
ପରି (pari) + ଶେଷ (sesa) = ପରିଶେଷ (parisesa) | |
ପରି (pari) + ସର (sara) = ପରିସର (parisara) | |
ଅଭି | ଅଭି (abhi) + ନନ୍ଦନ (nindana) = ଅଭିନନ୍ଦନ (abhinandana) |
ଅଭି (abhi) + ନବ (naba) = ଅଭିନବ (abhinaba) | |
ଅଭି (abhi) + ନେତା (neta) = ଅଭିନେତା (abhineta) | |
ଅଭି (abhi) + ପ୍ରାୟ (praya) = ଅଭିପ୍ରାୟ (abhipraya) | |
ଅଭି (abhi) + ବୃଦ୍ଧି (brudhi) = ଅଭିବୃଦ୍ଧି (abhibrudhi) | |
ଅଭି (abhi) + ଭାଷଣ (bhasana) = ଅଭିଭାଷଣ (abhibhasana) | |
ଅଭି (abhi) + ଶାପ (sapa) = ଅଭିଶାପ (abhisapa) | |
ଅଭି (abhi) + ସାର (sara) = ଅଭିସାର (abhisara) | |
ବି | ବି (bi) + କଳ (kala) = ବିକଳ (bikala) |
ବି (bi) + କାଶ (kasa) = ବିକାଶ (bikasa) | |
ବି (bi) + ଖ୍ୟାତ (khyata) = ବିଖ୍ୟାତ (bikhyata) | |
ବି (bi) + ଗତ (gata) = ବିଗତ (bigata) | |
ବି (bi) + ଚରଣ (charana) = ବିଚରଣ (bitarana) | |
ବି (bi) + ଯୋଗ (joga) = ବିଯୋଗ (bijoga) | |
ବି (bi) + ରୋଧ (rodha) = ବିରୋଧ (birodha) | |
ବି (bi) + ଶେଷ (sesa) = ବିଶେଷ (bisesa) | |
ଅନୁ | ଅନୁ (anu) + କମ୍ପା (kampa) = ଅନୁକମ୍ପା (anukampa) |
ଅନୁ (anu) + କରଣ (karana) = ଅନୁକରଣ (anukarana) | |
ଅନୁ (anu) + ଗମନ (gamana) = ଅନୁଗମନ (anugamana) | |
ଅନୁ (anu) + ଚର (chara) = ଅନୁଚର (anuchara) | |
ଅନୁ (anu) + ତାପ (tapa) = ଅନୁତାପ (anutapa) | |
ଅନୁ (anu) + ନୟ (naya) = ଅନୁନୟ (anunaya) | |
ଅନୁ (anu) + ପାନ (pana) = ଅନୁପାନ (anupana) | |
ଅନୁ (anu) + ରୋଧ (rodha) = ଅନୁରୋଧ (anurodha) | |
ଅନୁ (anu) + ଯୋଗ (joga) = ଅନୁଯୋଗ (anujoga) | |
ଅନୁ (anu) + ଶାସନ (sasana) = ଅନୁଶାସନ (anusasana) | |
ଅବ | ଅବ (aba) + କାରୀ (kari) = ଅବକାରୀ (abakari) |
ଅବ (aba) + କାଶ (kasa) = ଅବକାଶ (abakasa) | |
ଅବ (aba) + ଚେତନ (chetana) = ଅବଚେତନ (abachetana) | |
ଅବ (aba) + ତରଣ (tarana) = ଅବତରଣ (abatarana) | |
ଅବ (aba) + ମାନନା (manana) = ଅବମାନନା (abamanana) | |
ଅବ (aba) + ଶେଷ (sesa) = ଅବଶେଷ (abasesa) | |
ଅବ (aba) + ହେଳା (hela) = ଅବହେଳା (abahela) | |
ଅବ (aba) + ଲୋକନ (lokana) = ଅବଲୋକନ (abalochana) | |
ଉପ | ଉପ (upa) + କଥା (katha) = ଉପକଥା (upakatha) |
ଉପ (upa) + କରଣ (karana) = ଉପକରଣ (upakarana) | |
ଉପ (upa) + କାର (kara) = ଉପକାର (upakarana) | |
ଉପ (upa) + କୂଳ (kula) = ଉପକୂଳ (upakala) | |
ଉପ (upa) + ଗ୍ରହ (graha) = ଉପଗ୍ରହ (upagraha) | |
ଉପ (upa) + ଚାର (chara) = ଉପଚାର (upachara) | |
ଉପ (upa) + ନଦୀ (nadi) = ଉପନଦୀ (upanadi) | |
ଉପ (upa) + ବନ (bana) = ଉପବନ (upbana) | |
ଉପ (upa) + ହାର (hara) = ଉପହାର (upahara) | |
ଆ | ଆ (aa) + କଣ୍ଠ (kantha) = ଆକଣ୍ଠ (akantha) |
ଆ (aa) + କର୍ଷଣ (karsana) = ଆକର୍ଷଣ (akarsana) | |
ଆ (aa) + କାର (kara) = ଆକାର (akara) | |
ଆ (aa) + କୁମାରୀ (kumari) = ଆକୁମାରୀ (akumari) | |
ଆ (aa) + ଗମନ (gamana) = ଆଗମନ (agamana) | |
ଆ (aa) + ଚରଣ (charana) = ଆଚରଣ (acharana) | |
ଆ (aa) + ଦାନ (dana) = ଆଦାନ (adana) | |
ଆ (aa) + ବରଣ (barana) = ଆବରଣ (abarana) | |
ଆ (aa) + ବର୍ତ୍ତନ (bartana) = ଆବର୍ତ୍ତନ (abartana) | |
ଆ (aa) + ମରଣ (marana) = ଆମରଣ (amarana) | |
ଅପି | ଅପି (api) + ଗ୍ରହ (graha) = ଅପିଗ୍ରହ (apigraha) |
ଅପି (api) + ଧାନ (dhana) = ଅପିଧାନ (apidhana) | |
ଅପି (api) + ହିତ (hita) = ଅପିହିତ (apihita) | |
ଅ | ଅ (a) + କଟା (kata) = ଅକଟା (akata) |
ଅ (a) + ଖିଆ (khia) = ଅଖିଆ (akhia) | |
ଅ (a) + ଜଣା (jana) = ଅଜଣା (ajana) | |
ଅ (a) + ପିଆ (pia) = ଅପିଆ (apia) | |
ଅ (a) + ବଟା (bata) = ଅବଟା (abata) | |
ଅ (a) + ଶୁଣା (suna) = ଅଶୁଣା (asuna) | |
ଅଣ | ଅଣ (ana) + ଆକାର (akara) = ଅଣାକାର (anakara) |
ଅଣ (ana) + ଓଡିଆ (odia) = ଅଣଓଡିଆ (anaodiaaa) | |
ଅଣ (ana) + ଫୁଟା (futa) = ଅଣଫୁଟା (anafuta) | |
ଅଣ (ana) + ବୁଦ୍ଧିଆ (budhia) = ଅଣବୁଦ୍ଧିଆ (anabudhia) | |
ଅଣ (ana) + ହିନ୍ଦୁ (hindu) = ଅଣହିନ୍ଦୁ (anahindu) | |
ଅଣ (ana) + ହେଳା (hela) = ଅଣହେଳା (anahela) | |
କୁ | କୁ (ku) + କଥା (katha) = କୁକଥା (kukatha) |
କୁ (ku) + ପ୍ରଥା (pratha) = କୁପ୍ରଥା (kupratha) | |
ଦର | ଦର (dara) + କଞ୍ଚା (kancha) = ଦରକଞ୍ଚା (darakancha) |
ଦର (dara) + ଖିଆ (khia) = ଦରଖିଆ (darakhia) | |
ଦର (dara) + ପଚିଲା (pachila) = ଦରପାଚିଲା (barapachila) | |
ଦର (dara) + ବଟା (bata) = ଦରବଟା (darabata) | |
ଦର (dara) + ଶୁଖିଲା (sukhila) = ଦରଶୁଖିଲା (darasukhila) | |
ଦର (dara) + ହସା (hasa) = ଦରହସା (darahasa) | |
ପାତି | ପାତି (pati) + ହଂସ (hansa) = ପାତିହଂସ (patihansa) |
ପାତି (pati) + ରେଳ (rela) = ପାତିରେଳ (patirela) | |
ଗର୍ | ଗର୍ (gara) + ହାଜର (hajara) = ଗରହାଜର (garahajara) |
ଗର୍ (gara) + ହୁସିଆର (husiara) = ଗରହୁସିଆର (garahusiar) | |
ନା | ନା (na) + ୱାରସ (waras) = ନାୱାରସ (nawarasa) |
ନା (na) + ମଞ୍ଜୁର (manjura) = ନାମଞ୍ଜୁର (namanjur) | |
ନା (na) + ପସନ୍ଦ (pasanda) = ନାପସନ୍ଦ (napasanda) | |
ଫି | ଫି (fi) + ଘର (ghara) = ଫିଘର (fighara) |
ଫି (fi) + ମାସ (masa) = ଫିମାସ (fimasa) | |
ଫି (fi) + ରୋଜ (roja) = ଫିରୋଜ (firoja) | |
ଫି (fi) + ଜଣ (jana) = ଫିଜଣ (fijona) | |
ଫି (fi) + ଲୋକ (loka) = ଫିଲୋକ (filoka) | |
ବଦ୍ | ବଦ୍ (bad) + ଖରଚ (kharacha) = ବଦଖରଚ (badkharacha) |
ବଦ୍ (bad) + ରାଗୀ (ragi) = ବଦରାଗୀ (badragi) | |
ବଦ୍ (bad) + ହଜମ (hajama) = ବଦହଜମ (badhajama) | |
ବଦ୍ (bad) + ଖୋର୍ (khora) = ବଦଖୋର (badkhor) | |
ବଦ୍ (bad) + ନାମ (nama) = ବଦନାମ (badnam) | |
ବେ – | ବେ (be) + ଆଇନ (ayen) = ବେଆଇନ (beayen) |
ବେ (be) + ଖାତିର (khatira) = ବେଖାତିର (bekhatir) | |
ବେ (be) + ଇମାନ (eman) = ବେଇମାନ (beiman) | |
ବେ (be) + ଟାଇମ୍ (time) = ବେଟାଇମ୍ (betime) | |
ବେ (be) + ନିୟମ (niyama) = ବେନିୟମ (beniyama) | |
ହର – | ହର୍ (har) + ରଜ (raja) = ହରରୋଜ (harroj) |
ହର୍ (har) + ଘଡି (ghadi) = ହରଘଡି (harghadi) |
[su_button url=”https://t.me/odishasarakariexam” target=”blank” style=”stroked” background=”#0d0c0c” color=”#ffffff” size=”5″] ଆମର ଟେଲିଗ୍ରାମ ଗୃପ ରେ ଜଏନ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ [/su_button]
[su_button url=”https://odishasarkariexam.in/wp-content/uploads/2020/05/Odia-grammar-upasarga_odisha-sarkari-exam.pdf” target=”blank” style=”stroked” background=”#47921d” size=”5″ icon=”icon: file-pdf-o”]PDF ଡାଉନଲୋଡ କରନ୍ତୁ [/su_button]