Time and work notes odia pdf
welcome to odisha sarkari exam here we discuss time and work pdf , odia math notes time and work which help to your all odisha competitive exam like ct, bed, otet, ossc, osssc, railway exam. ପ୍ରଶ୍ନ ସବୁକୁ ଡାଉନଲୋଡ଼ କରିବା ପୂର୍ବରୁ ଭିଡ଼ିଓ ଦେଖନ୍ତୁ ସବୁ ପ୍ରଶ୍ନର ଡିଟେଲସ ଭିଡ଼ିଓ ଦିଆଯାଇଛି |
ପୋଷ୍ଟ ଶେଷରେ ଅଲଗା ପେଜ କୁ ଯିବା ପାଇଁ numbering ଅଛି ସେଇ ନୁଁମ୍ବର କ୍ଲିକ କରି 2nd ପେଜ କୁ ଯାଆନ୍ତୁ
A କୌଣସି କାର୍ଯ୍ୟକୁ 12 ଦିନରେ ସମାପ୍ତ କରିଥାଏ | A ତୁଳନାରେ ବି 60% ଅଧିକ କାର୍ଯ୍ୟ କୁଶଳ ଅଟେ ତାହେଲେ ସେହି କାର୍ଯ୍ୟ କୁ B ଏକୁଟିଆ ପୁରା କରିବା ପାଇଁ କେତେ ସମୟ ନେବ ?
(A) 8 ଦିନ
(B) 7.5 ଦିନ
(C) 10 ଦିନ
(D ) 9.5 ଦିନ
ଏ କୌଣସି କାର୍ଯ୍ୟ କୁ 10 ଦିନରେ ପୁରା କରିଥାଏ ଯେତେବେଳେ B ତାକୁ 15 ଦିନରେ ସମାପ୍ତ କରିଥାଏ | ଦୁଇଜଣ ମିଶି ସେଇ କାର୍ଯ୍ୟକୁ କେତେ ଦିନରେ ସମାପ୍ତ କରିବେ ?
(A) 4 ଦିନ
(B) 5 ଦିନ
(C) 7 ଦିନ
(D ) 6 ଦିନ
ଯଦି A ତଥା B ମିଶି କୌଣସି କାମକୁ 15 ଦିନରେ ପୁରା କରିଥାନ୍ତି | ଯଦି B ଏକୁଟିଆ ସେଇ କାର୍ଯ୍ୟକୁ 20 ଦିନରେ ସମାପ୍ତ କରିଥାଏ ତାହେଲେ A ସେଇ କାର୍ଯ୍ୟକୁ କେତେ ଦିନରେ ପୁରା କରିବ ?
(A) 40 ଦିନ
(B) 60 ଦିନ
(C) 70 ଦିନ
(D ) 50 ଦିନ
ତାପସ ମିହିର ଠାରୁ ଦୁଇଗୁଣ କାର୍ଯ୍ୟ କରିଥାଏ | ଯଦି ଦୁଇ ଜଣ ମିଶି ଗୋଟେ କାର୍ଯ୍ୟ କୁ 12 ଦିନରେ ପୁରା କରନ୍ତି ତାହେଲେ ତାପସ ସେଇ କାର୍ଯ୍ୟକୁ ଏକୁଟିଆ କେତେ ଦିନରେ ପୁରା କରିବ ?
(A) 18 ଦିନ
(B) 20 ଦିନ
(C) 10 ଦିନ
(D ) 30 ଦିନ
ରାମ ଏକୁଟିଆ କୌଣସି କାର୍ଯ୍ୟ କୁ 18 ଦିନ ତଥା ଶ୍ୟାମ ଏକୁଟିଆ ସେଇ କାର୍ଯ୍ୟକୁ 15 ଦିନରେ ପୁରା କରିଥାଏ , ଶ୍ୟାମ 10 ଦିନ କାର୍ଯ୍ୟ କଲା ପରେ କାମ ଟିକୁ ଛାଡିଦିଏ ତାହେଲେ ରାମ ସେଇ କାମକୁ କେତେ ଦିନରେ ପୁରା କରି ପାରିବ ?
(A) 5 ଦିନ
(B) 6 ଦିନ
(C) 10 ଦିନ
(D ) 7ଦିନ
A ଗୋଟେ କାର୍ଯ୍ୟର 1 /2 ଭାଗ 5 ଦିନରେ ସମାପ୍ତ କରିଥାଏ , B ସେଇ କାର୍ଯ୍ୟର 3 /5 ଭାଗ 9 ଦିନରେ ପୁରା କରିଥାଏ , C ସେଇ କାର୍ଯ୍ୟର 2/3 ଭାଗ 8 ଦିନରେ ପୁରା କରିଥାଏ , ତିନିଜଣ ମିଶି ସେଇ କାର୍ଯ୍ୟକୁ କେତେ ଦିନରେ ପୁରା କରିବେ ?
(A) 4 ଦିନ
(B) 5 ଦିନ
(C) 10 ଦିନ
(D ) 8 ଦିନ
A ଗୋଟେ କାର୍ଯ୍ୟକୁ 24 ଦିନରେ ସମାପ୍ତ କରିଥାଏ , B ସେଇ କାର୍ଯ୍ୟକୁ 36 ଦିନରେ ପୁରା କରିଥାଏ , C ସେଇ କାର୍ଯ୍ୟକୁ 12 ଦିନରେ ପୁରା କରିଥାଏ , A ଓ C ମିଶି ସେଇ କାର୍ଯ୍ୟ କୁ କେତେ ଦିନରେ ପୁରା କରିବେ ?
(A) 12 ଦିନ
(B) 15 ଦିନ
(C) 10 ଦିନ
(D ) 8 ଦିନ
[su_button url=”https://drive.google.com/open?id=1PqRTpop9AiZh3PgdrHAAjyOE2_HmHsUk” target=”blank” style=”stroked” background=”#b00a1f” color=”#ffffff” size=”4″ icon=”icon: file-pdf-o” icon_color=”#ffffff”]DOWNLOAD PDF HERE[/su_button]
see video tme and work part – 1