Buy Best Competitive Exam Book With Low Price

Odia Science notes Blood & its Type in Odia

More articles

Odia Science notes Blood & its Type in Odia

welcome to odisha sarkari exam, in this post we discuss blood and its type with odia language which help to your all odisha competitive exam like CT, BED, OTET, OPSC, ASO, OAS, OSSC, OSSSC, junior clerk. blood and its type, blood and its type odia language , we discuss blood and its type of odia language.

blood and its type in odia

Blood and its type in odia 

 

(i) ରକ୍ତ ଏକ ପ୍ରକାର ର ” ତରଳ ସଂଯୋଜି ଉତ୍ତକ ହୋଇଥାଏ |

(ii ) ମାନବ ଶରୀରର ଟୋଟାଲ ଭାଗର 07 ପ୍ରତିଶତ ମାତ୍ରା ରକ୍ତ ମହଜୂତ ଥାଏ |

(iii) ସଂପୂର୍ଣ୍ଣ ଶରୀରର ରକ୍ତ ର ପରିସଞ୍ଚାରଣ ହୃଦୟ କରିଥାଏ |

(iv) ମାନବ ଶରୀରର ରକ୍ତ ର PH VALUE 7.4 ହୋଇଥାଏ |

(v) ମନୁଷ୍ୟ ଶରୀରରେ ହାରାହାରି 05-06 ଲିଟର ରକ୍ତ ରହିଥାଏ |

(vi) ପୁରା ଶରୀରରେ ରକ୍ତ ସଂଚାରଣ (Blood Circulation) ପାଇଁ ହାରାହାରି 23 ସେକେଣ୍ଡ ସମୟ ଲାଗିଥାଏ |

(vii) ରକ୍ତ ସମୂହ (Blood Group) ର ଖୋଜ 1901 ମସିହାରେ ” କାର୍ଲ ଲଣ୍ଡ ଷ୍ଟିନର ” କରିଥିଲେ |

(viii) ମନୁଷ୍ୟ ପାଖରେ 4 ପ୍ରକାର ର ରକ୍ତ ମିଳିଥାଏ (“A”, “B”, “AB”, “O”) |

(ix) ରକ୍ତ ସମୂହ O : ସର୍ବଦାତା (Universal Blood Donor)”କୁହାଯାଇଥାଏ |

(x) ରକ୍ତ ସମୂହ AB : ସର୍ବଗ୍ରାହୀ (Universal Blood Donor) ହୋଇଥାଏ |

(xi) ଏକ ସ୍ୱାସ୍ଥ୍ୟ ମନୁଷ୍ୟ ର ରକ୍ତ ଦାବ (Blood pressure) 120/80 mm ହୋଇଥାଏ |

(xii) ଶ୍ୱାସନ ରେ ଶର୍କରା ର ଅକ୍ସିକରଣ ହୋଇଥାଏ |

(xiii) ମାନବ ଶରୀରରେ ହୋଇଥିବା କ୍ରିୟା ର ରେଗୁଲେସନ ଓ ନିୟନ୍ତ୍ରଣ ତାନ୍ତ୍ରିକ ତନ୍ତ୍ର (Nervous System)” ଦ୍ୱାରା ହୋଇଥାଏ |

(xiv) ଏକ ବୟସ୍କ ମନୁଷ୍ୟ ଶରୀରରେ ରକ୍ତ ର ହାରାହାରି ମାତ୍ର 05-06 ଲିଟର ହୋଇଥାଏ | ପୁରୁଷ ଙ୍କ ଅପେକ୍ଷା ମହିଳା ମାନଙ୍କ ପାଖରେ 1/2 ଭାଗ କମ ଥାଏ |

(xv) ରକ୍ତ ର ତରଳ ଭାଗ କୁ ପ୍ଲାଜ୍ମା (Plasma)କୁହାଯାଇଥାଏ, ଏହା ରକ୍ତର ହାରାହାରି 60 ପ୍ରତିଶତ ହୋଇଥାଏ |

(xvi) ପ୍ଲାଜମା ର 90 ପ୍ରତିଶତ ଭାଗ ଜଳ, 07 ପ୍ରତିଶତ ଜଳ , 07 ପ୍ରତିଶତ ପ୍ରୋଟିନ , 0.9 ପ୍ରତିଶତ ଲବଣ ତଥା 0.1 ପ୍ରତିଶତ ଗ୍ଲଲୁକୋଜ ହୋଇଥାଏ |

(xvii) ପଚି ଯାଇଥିବା ଖାଦ୍ୟ ଏବଂ ହର୍ମୋନ ର ଶରୀରରେ ସଂବାହାନ ର ମୁଖ୍ୟ କାର୍ଯ୍ୟ ଅଟେ |

(xviii) ଯେତେବେଳେ ପ୍ଲାଜମା ରୁ ଫାଇବ୍ରୋଜେଂନ ଅଲଗା କରା ଦିଆଯାଇଥାଏ ଶେଷ ବଞ୍ଚିଥିବା ଭାଗ କୁ “ସେରମ (Serum)” କୁହାଯାଇଥାଏ |

ରକ୍ତର 40 ପ୍ରତିଶତ ଭାଗ ରେ ରୁଧିକାଣୁ (Blood Corpuscles) ମିଳିଥାଏ ଯାହା 3 ଭାଗରେ ହୋଇଥାଏ |
(କ) ଲାଲ ରକ୍ତ କଣିକା (Red Blood Cell)
(ଖ) ଶ୍ୱେତ ରକ୍ତ କଣିକା (White Blood Cell)
(ଗ) ରକ୍ତ ପ୍ଲେଟଲେଟସ (Blood Platelets)

ଲାଲ ରକ୍ତ କଣିକା [Red Blood Cells : RBC]

 

(i) ସାମାନ୍ୟ ଅବସ୍ଥାରେ ଆର. ବି. ସି ( RBC) ଅସ୍ଥିମଜ୍ଜା (Bone Marrow) ରେ ତିଆରି ହୋଇଥାଏ |

(ii) ଆର. ବି. ସି ( Red Blood Cell) ର ଜୀବନ କାଳ 20 ରୁ 120 ଦିନ ପର୍ଯ୍ୟନ୍ତ ହୋଇଥାଏ | ଏହାର ମୃତ୍ୟୁ ଯକୃତ ରେ ହୋଇଥାଏ | ଏବଂ ଯକୃତ କୁ RBC ର କବ୍ର ସ୍ଥାନ କୁହାଯାଇଥାଏ |

(iii) RBC ରେ ହିମୋଗ୍ଲୋବିନ (Hemoglobin) ମିଳିଥାଏ , ଯେଉଁଥିରେ ପିଗମେଣ୍ଟ , ହ୍ୱିମ୍ମ ହୋଇଥାଏ | ଏହାର କାରଣରୁ ରକ୍ତ ର ରଙ୍ଗ ଲାଲ ହୋଇଥାଏ |

(iv) RBC ଶରୀରର ସମସ୍ଥ କୋଷିକା ରେ ଅକ୍ସିଜେନ ପହୁଞ୍ଚାଇଥାଏ ଏବଂ ସେହିଠୁ କାର୍ବନ ଡାଇଅକ୍ସାଇଡ (CO2) ବାହାରକୁ ବାହାର କରିଥାଏ |

(v) ହିମୋଗ୍ଲୋବିନ (Hemoglobin) ଅଳ୍ପ ମାତ୍ରା ରହିବା ଫଳରେ “ରକ୍ତ କ୍ଷୀଣତା (Anaemia) ରୋଗ ହୋଇଥାଏ |

(vi) ନିଦ୍ରା ସମୟରେ RBC ରେ 05 ପ୍ରତିଶତ ର କମି ଆସିଥାଏ

ଶ୍ୱେତ ରକ୍ତ କଣିକା [White Blood Cells : WBC]

(i) ଶ୍ୱେତ ରକ୍ତ କଣିକା (WBC) ର ନିର୍ମାଣ ଅସ୍ଥିମଜ୍ଜା , ତଥା କେବେ କେବେ ଯକୃତ (Liver) ଏବଂ ପ୍ଲିହା ରେ ହୋଇଥାଏ

(ii) WBC ର ଆକାର ଏବଂ ସାରାଂଚନା : ଅମିବା (Ameba) ଭଳି ହୋଇଥାଏ |

(iii) WBC ର ଜୀବନକାଳ 01 ରୁ 04 ଦିନ ହୋଇଥାଏ ଓ ଏହା ରକ୍ତରେ ହିଁ ସମାପ୍ତ ହୋଇଯାଇଥାଏ |

(iv) WBC ରେ କେନ୍ଦ୍ରିକ (Nucleus) ମିଳିଥାଏ , WBC ର ମୁଖ୍ୟ କାର୍ଯ୍ୟ ଶରୀର କୁ ରୋଗ ରୁ ସଂକ୍ରମଣ ରୁ ରକ୍ଷା କରିବା

(v) RBC ଓ WBC ର ଉପସ୍ଥିତି ର ଅନୁପାତ 600:1 ହୋଇଥାଏ |

(vi) ମାନବ ଶରୀରରେ WBC ର ଜୀବନକାଳ 04 ରୁ 05 ଦିନ ହୋଇଥାଏ |

ରକ୍ତ ପ୍ଲେଟଲେଷ୍ଟ୍ସ [Blood Platelets Or Thrombocytes]

(i) ରକ୍ତ ବିମ୍ବାଣୁ ର ନିର୍ମାଣ ମଧ୍ୟ ଅସ୍ଥିମଜ୍ଜା (Bone Marrow) ରେ ହୋଇଥାଏ | ଏଥିରେ କେନ୍ଦ୍ରିକ (Nucleus)‘ ଅନୁପସ୍ଥିତି ରହିଥାଏ |

(ii) ରକ୍ତ ବିମ୍ବାଣୁ ର ଜୀବନ କାଳ 03 ରୁ 05 ଦିନ ହୋଇଥାଏ , ଏହାର ମୃତ୍ୟୁ ପ୍ଲିହା ରେ ହୋଇଥାଏ |

(iii) ରକ୍ତ ବିମ୍ବାଣୁ (Blood Platelets) ର ମୁଖ୍ୟ କାର୍ଯ୍ୟ ” ରକ୍ତର ଜମାଟ ବାନ୍ଧିବା ” Clotting of Blood)” ରେ ସାହାଯ୍ୟ କରିଥାଏ |

(iv) ଶରୀରରେ ତାପ ର ନିୟନ୍ତ୍ରଣ କରିବା, ଘା କୁ ଠିକ କରିବା, ରକ୍ତ କୁ ଜମାଟ ବାନ୍ଧିବା , ପାଚନ ଖାଦ୍ୟକୁ ଊତ୍ସର୍ଜ କରିବା ତଥା ହର୍ମୋନ କୁ ସଂବାହନ କରିବା ହେଉଛି ରକ୍ତ ର ମୁଖ୍ୟ କାର୍ଯ୍ୟ

ରକ୍ତ ର ଜମାଟ [ Clotting of Blood ]

ରକ୍ତ ର ଜମାଟ ବାନ୍ଧିବା ର ନିର୍ମାଣ ତିନି ଷ୍ଟେଜ ରେ ସମ୍ପର୍ଣ ହୋଇଥାଏ ,

ଥୋରମ୍ଭପ୍ଲାଷ୍ଟିନ + ପ୍ରୋଥ୍ରୋମ୍ବିନ + କ୍ୟାଲସିୟମ = ଥ୍ରୋମ୍ବିନ
ଥ୍ରୋମ୍ବିନ + ଫାଇବ୍ରୋଜେଂନ = ଫାଇବରିନ
ଫାଇବରିନ + ରକ୍ତ ରୁଧିରଣୁ = ରକ୍ତ ର ଜମାଟ (Blood Clotting)

(i) ପ୍ରୋଥ୍ରୋମ୍ବିନ (Prothrombin) ତଥା ଫାଇବ୍ରୋଜେଂନ (Fibrinogen) ର ନିର୍ମାଣ ଭିଟାମିନ – K ରେ ଉପସ୍ଥିତ ରହିଥାଏ |

(ii) ରକ୍ତ ର ଜମାଟ (Blood Clotting) ବନେଇବା ପାଇଁ ଫାଇବ୍ରୋଜେଂନ ପ୍ରୋଟିନ ଅନିବାର୍ଯ୍ୟ ଅଟେ, ଏହାକୁ ଜମାଟ ବାନ୍ଧିବା ପାଇଁ 02 ରୁ 05 ମିନିଟ ସମୟ ନେଇଥାଏ

 

ରକ୍ତ ସମୂହ [ Blood Group ]

 

(i) କାର୍ଲ ଲାଣ୍ଡଷ୍ଟାଇନର 1900 ମସିହାରେ ରକ୍ତ ସମହୂ (Blood Group) ର ଖୋଜ କରିଥିଲେ | ତଥା ଏଥିପାଇଁ ଏହାଙ୍କୁ 1930 ମସିହାରେ ନୋବେଲ ପୁରସ୍କାର (Nobel Prize) ରେ ସମ୍ମାନିତ କରାଯାଇଥିଲା |

(ii) ମନୁଷ୍ୟ ରକ୍ତରେ ଭିନ୍ନତା RBC ରେ ମିଳୁଥିବା ଗ୍ଲାଇକୋ ପ୍ରୋଟିନ (Glycoprotein) ରେ କାରଣ ହୋଇଥାଏ |

(iii) ଉପଯୁକ୍ତ ପ୍ରୋଟିନ କୁ ” ଏଣ୍ଟିଜେନ (Antigen)” କୁଆଯାଇଥାଏ , ଏହା ଦୁଇ ପ୍ରକାର ହୋଇଥାଏ | ଆଣ୍ଟିଜେନ A ଓ ଆଣ୍ଟିଜେନ B

ମନୁଷ୍ୟ ପାଖରେ ଆଣ୍ଟିଜେନ ର ଆଧାର କୁ ନେଇ ଚାରି ପ୍ରକର ରକ୍ତ ସମୂହ ମିଳିଥାଏ |

‘A’ ରକ୍ତ ସମୂହ – ଏଥିରେ ଆଣ୍ଟିଜେନ A ରହିଥାଏ

‘B’ ରକ୍ତ ସମୂହ – ଏଥିରେ ଆଣ୍ଟିଜେନ B ରହିଥାଏ

‘AB’ ରକ୍ତ ସମୂହ – ଏଥିରେ ଆଣ୍ଟିଜେନ A ଓ B ଉଭୟ ରହିଥାଏ

‘O’ ରକ୍ତ ସମୂହ – ଏଥିରେ କୌଣସି ଆଣ୍ଟିଜେନ ରହିନଥାଏ

କୌଣସି ଏଣ୍ଟିଜେନ (Antigen) ର ଅନୁପସ୍ଥିତି ରେ ରକ୍ତ ପ୍ଲାଜମା ରେ ମିଳୁଥିବା ବିପରୀତ ପ୍ରକାର ପ୍ରୋଟିନ କୁ “ଏନ୍ଟିବୋଡ଼ି” (Antibody)” କୁହାଯାଇଥାଏ |

ଏନ୍ଟିବୋଡ଼ି -A ଓ ଏନ୍ଟିବୋଡ଼ି -B ଦୁଇ ପ୍ରକାର ର ହୋଇଥାଏ

 ରକ୍ତ ବର୍ଗ    ଆଣ୍ଟିଜେନ ଏନ୍ଟିବୋଡ଼ି
A ମାତ୍ର  A ମାତ୍ର  A
B ମାତ୍ର  B ମାତ୍ର  B
AB    A ଓ B ଉଭୟ କୌଣସିଟି ନୁହେ
O କୌଣସିଟି ନୁହେ    A ଓ B ଉଭୟ

 

ଏଠାରେ କ୍ଲିକ କରି ଇଂରାଜୀ ରେ ପଢନ୍ତୁ 

Join our Telegram Channel : Click Here

OSSTET Exam syllabus 2019 download pdf

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest