Select Your Favourite
Category And Start Learning.

Odisha Big Place pdf || ଓଡ଼ିଶାର ବୃହତ୍ତର ସ୍ଥାନ PDF

Odisha Big Place pdf || ଓଡ଼ିଶାର ବୃହତ୍ତର ସ୍ଥାନ PDF

ବଡ଼ ଠାକୁର  ଶ୍ରୀ ଜଗନ୍ନାଥ
ବଡ଼ ମନ୍ଦିର  ପୁରୀର ଶ୍ରୀମନ୍ଦିର
ନଦୀ  ମହାନଦୀ
ଜିଲ୍ଲା (ଆୟତନ) ମୟୂରଭଞ୍ଜ
ଜିଲ୍ଲା (ଲୋକସଂଖ୍ୟା) ଗଞ୍ଜାମ
ବନ୍ଦର ପାରାଦ୍ବୀପ ବନ୍ଦର
ହ୍ରଦ  ଚିଲିକା
ସବ୍‌ଡିଭିଜନ୍   ମାଲକାନଗିରି
ସହର  କଟକ
ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟ ଭୁବନେସ୍ୱର
କଲେଜ  ରେଭେନ୍‌ସା କଲେଜ କଟକ
ବତୀଘର  ବାଲେଶ୍ଵର
ବସ୍‌ଷ୍ଟାଣ୍ଡ ସରକାରୀ ବସ୍‌ଷ୍ଟାଣ୍ଡ, ବରମୁଣ୍ଡା
ଦୈନିକ ବଜାର  ଡେଲିମାର୍କେଟ୍, ଭୁବନେଶ୍ୱର
ଉଚ୍ଚ ବିଦ୍ୟାଳୟ ରାଣୀହାଟ ଉଚ୍ଚ ବିଦ୍ୟାଳୟ, କଟକ
ଦୁଗ୍ଧ ଶୀତଳ ଭଣ୍ଡାର  ପାଇକମାଳ
ଖଣି କୋଇଲା ଖଣି, ତାଳଚେର
ହୋଟେଲ୍  ଟ୍ରାଇଡେଣ୍ଟ ହୋଟେଲ, ଭୁବନେଶ୍ଵର
ସଂଗ୍ରହାଳୟ   ଜୟଦେବ ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ବର
ଗ୍ରନ୍ଥ   ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ରେଳ ଜଙ୍କସନ୍   ଖୋର୍ଦ୍ଧା ରୋଡ଼
ଷ୍ଟାଡ଼ିୟମ୍  ବାରବାଟୀ ଷ୍ଟାଡ଼ିୟମ୍, କଟକ
ଗ୍ରାମ  ଭୁବନ, ଢ଼େଙ୍କାନାଳ
ପଞ୍ଚାୟତ  ବୋରିଗୁମ୍ମା
ସଡ଼କ  ଜୟପୁରଠାରୁ କଟକ
ପୋଲ  ମହାନଦୀ ପୋଲ
ଜଳପ୍ରପାତ  ଡୁଡୁମା, କୋରାପୁଟ
ମଠ   ଏମାର ମଠ, ପୁରୀ
ପାଚେରୀ  ମେଘନାଦ ପାଚେରୀ, ପୁରୀ
ପର୍ବତ  ଦେଓମାଳି, କୋରାପୁଟ
ଡାକ୍ତରଖାନା  ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ
ଛାପାଖାନା  କଟକ ସରକାରୀ ଛାପାଖାନା, କଟକ
କାରଖାନା  ଲୌହ ଇସ୍ପାତ କାରଖାନା, ରାଉରକେଲା
ଜଳ ବିଦ୍ୟୁତ୍ କେନ୍ଦ୍ର  କାଳିମେଳା ବିଦ୍ୟୁତ୍ କେନ୍ଦ୍ର
ତାପଜ ବିଦ୍ୟୁତ୍ କେନ୍ଦ୍ର  ଏନ୍.ଟି.ପି.ସି., ତାଲଚେର୍
ୱାଟର ପାର୍କ  କୁରାଙ୍ଗ, କଟକ
ଧାନ ଗବେଷଣା କେନ୍ଦ୍ର  କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ବିଦ୍ୟାଧରପୁର, କଟକ
ଶୈବ ପୀଠ  ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର
ସାମରିକ ବିମାନଘାଟୀ  ଚାରିବାଟିଆ, କଟକ
ଦୈନିକ ସମ୍ବାଦପତ୍ର ସମ୍ବାଦ
ମେଳା  ବାଲିଯାତ୍ରା, କଟକ
ଗଣ୍ଡ  ସାତକୋଶିଆ, ମହାନଦୀ
ହାଟ  କଣ୍ଟିଲୋ, ନୟାଗଡ଼
ସୁପରବଜାର ବିଗ୍ ବଜାର, ଭୁବନେଶ୍ୱର
ବଜାର  ଚୌଧୁରୀ ବଜାର, କଟକ
ପଶୁ ଉଦ୍ୟାନ ନନ୍ଦନକାନନ, ଭୁବନେଶ୍ଵର
ଇନ୍‌ଡୋର ଷ୍ଟାଡ଼ିୟମ୍  ନେତାଜୀ ଇଡୋର, କଟକ
ରାଜପ୍ରାସାଦ  ପାରଳାଖେମୁଣ୍ଡି, ଗଜପତି
ଶାସନ   ପଞ୍ଚକୋଶୀ ଶାସନ, ପୁରୀ
ରେଡ଼ିଓ ଷ୍ଟେସନ  ଆକାଶବାଣୀ, କଟକ
ଷ୍ଟୁଡ଼ିଓ  ଦୂରଦର୍ଶନ, ଭୁବନେଶ୍ଵର
ଯାତ୍ରା  ରଥଯାତ୍ରା, ପୁରୀ
ଦୁର୍ଭିକ୍ଷ ନଅଙ୍କ ଦୁର୍ଭିକ୍ଷ
ସିନେମା ଗୃହ ରାଜତରଙ୍ଗିଣୀ, କଟକ

 

[su_button url=”https://odishasarkariexam.in/wp-content/uploads/2020/03/Odisha-Big-Place-pdf.pdf” target=”blank” style=”3d” background=”#0d4b89″ icon=”icon: file-pdf-o”]Download pdf Here[/su_button]

Leave a comment

Your email address will not be published.