Home Odisha Gk Odisha Famous Place || Odisha gk pdf ||| Odisha general knowledge

Odisha Famous Place || Odisha gk pdf ||| Odisha general knowledge

0
391

 

Odisha Famous Place || Odisha gk pdf ||| Odisha general knowledge

 

(Tags – Odisha GK 2019 Notes in PDF, Odisha General Knowledge MCQ GK Questions Answers, Odia General Knowledge Dowwnload Pdf, Odisha State Quiz, Odisha : Latest Current Affairs and News )

1. ନନ୍ଦନକାନନ ପାଇଁ ପ୍ରସିଦ୍ଧ ?

(A) ପ୍ରାଣୀ ଉଦ୍ୟାନ

(B) ହାତୀ

(C) ମାଛ ଚାଷ

(D) ପାର୍କ

 

2 ପୁରୀ ଜିଲ୍ଲାର ବାଲୁଖଣ୍ଡ ପାଇଁ ପ୍ରସିଦ୍ଧ ?

(A) ସାମୁଦ୍ରିକ ଜୀବ

(B) କୃଷ୍ଣସାର ମୃଗ

(C) ବାଘ

(D) ହାତୀ

 

3. ଅନୁଗୁଳ ଜିଲ୍ଲାର ଟିକରପଡ଼ା ପାଇଁ ପ୍ରସିଦ୍ଧ ?

(A) ଭାଲୁ

(B) ବାଘ

(C) ହରିଣ

(D) କୁମୀର ହାତୀ

 

4. ନୟାଗଡ଼ ଜିଲ୍ଲାର ମଣିଭଦ୍ରା ପାଇଁ ପ୍ରସିଦ୍ଧ ?

(A) ଭାଲୁ

(B) ପାଗଳାହାତୀ

(C) ବିଷଧର ସାପ

(D) ମହାବଳ ବାଘ

 

5. ସମ୍ବଲପୁରର ଉଷାକୋଠି ପାଇଁ ପ୍ରସିଦ୍ଧ ?

(A) କୁମ୍ଭୀରି ହାତୀ

(B) ହରିଣ ହାତୀ

(C) କୁମ୍ଭୀର ବିଷଧର ସାପ

(D) ଗଧ ଘୋଡ଼ା

 ଉତ୍ତର – B

 

6. ଶିମିଳିପାଳ ଜାତୀୟ ଉଦ୍ୟାନ ପାଇଁ ପ୍ରସିଦ୍ଧ ?

(A) ହାତୀ ବାଘ

(B) ସିଂହ ହାତୀ

(C) କୁମ୍ଭୀର ସାପ

(D) ସିଂହ ଧଳାବାଘ

 ଉତ୍ତର – A

 

7. ଚନ୍ଦକା ପାଇଁ ପ୍ରସିଦ୍ଧ ?

(A) ହାତୀ

(B) ବଣମଣିଷ

(C) ବାଘ

(D) କୁମ୍ଭୀର

 ଉତ୍ତର – A

 

8. ସାତପଡ଼ା ପାଇଁ ପ୍ରସିଦ୍ଧ ?

(A) ହାତୀ

(B) ମାଛ

(C) ଡଲଫିନ୍

(D) ବାଘ

 ଉତ୍ତର – C

 

9. ଭିତରକନିକା ପାଇଁ ପ୍ରସିଦ୍ଧ ?

(A) ବାଘ

(B) ହାତୀ

(C) କୁମ୍ଭୀର

(D) ସାପ

 ଉତ୍ତର – C

 

10. ଢେଙ୍କାନାଳର କପିଳାସରେ କେଉଁ ଜୀବ ଯାତ୍ରୀଙ୍କୁ ପ୍ରବଳ ଅସୁବିଧାରେ ପକାନ୍ତି ?

(A) ହାତୀ

(B) ସାପ

(C) ଭାଲୁ

(D) ମାଙ୍କଡ଼

 ଉତ୍ତର – D

 

11. କଟକ ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ କାଠଯୋଡ଼ି

(B) କୁଆଖାଇ ଦୟା

(C) ବୈତରଣୀ ଏବଂ ଖରସ୍ରୋତା

(D) ବିରୂପା ଏବଂ ବ୍ରାହ୍ମଣୀ

 ଉତ୍ତର – A

 

12. ଭୁବନେଶ୍ବର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ କାଠଯୋଡ଼ି

(B) କୁଆଖାଇ ଦୟା

(C) ବୈତରଣୀ

(D) ଖରସ୍ରୋତା

 ଉତ୍ତର – B

 

13. ତାଳଚେର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ବ୍ରାହ୍ମଣୀ

(B) ବୈତରଣୀ

(C) ମହାନଦୀ

(D) ଖରସ୍ରୋତା

 ଉତ୍ତର – A

 

14. ଚୌଦ୍ବାର ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ବିରୂପା

(B) ବ୍ରାହ୍ମଣୀ

(C) ମହାନଦୀ

(D) ଋଷିକୂଲ୍ୟା

 ଉତ୍ତର – A

 

15. ବାଙ୍କୀ ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) କାଠଯୋଡ଼ି

(B) ମହାନଦୀ

(C) ବ୍ରାହ୍ମଣୀ

(D) ଋଷିକୂଲ୍ୟା

 ଉତ୍ତର – B

 

16. ବୌଦ୍ଧ ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ଋଷିକୂଲ୍ୟା

(C) ଇବ୍

(D) ଇନ୍ଦ୍ରାବତୀ

 ଉତ୍ତର – A

 

17. ବୁର୍ଲା ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ଋଷିକୂଲ୍ୟ

(C) ଇବ୍

(D) ଇନ୍ଦ୍ରାବତୀ

 ଉତ୍ତର – A

 

18. ସମ୍ବଲପୁର ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ 

(B) ଋଷିକୂଲ୍ୟ

(C) ଇବ୍

(D) ଇନ୍ଦ୍ରାବତୀ

 ଉତ୍ତର – A

 

19.  ସୋନପୁର ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ଋଷିକୂଲ୍ୟ

(C) ଇବ୍

(D) ଇନ୍ଦ୍ରାବତୀ

 ଉତ୍ତର – A

 

20. ଯାଜପୁର ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ବୈତରଣୀ

(C) ବ୍ରାହ୍ମଣୀ

(D) ଖରସ୍ରୋତା

 ଉତ୍ତର – B

 

21. ଆନନ୍ଦପୁର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ବ୍ରାହ୍ମଣୀ

(B) ବୈତରଣୀ

(C) ଋଷିକୂଲ୍ୟା

(D) ଇନ୍ଦ୍ରାବତୀ

 ଉତ୍ତର – B

 

22. ଆସ୍କା କେଉଁ ନଦୀ କୂଳରେ ଅବସ୍ଥିତ ?

(A) ବ୍ରାହ୍ମଣୀ

(B) ବୈତରଣୀ

(C) ଋଷିକୂଲ୍ୟା

(D) ଇନ୍ଦ୍ରାବତୀ

 ଉତ୍ତର – C

 

23. ଛତ୍ରପୁର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ବ୍ରାହ୍ମଣୀ

(B) ବୈତରଣୀ

(C) ଋଷିକୂଲ୍ୟା

(D) ଇନ୍ଦ୍ରାବତୀ

 ଉତ୍ତର – C

 

24. ନବରଙ୍ଗପୁର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ବୈତରଣୀ

(C) ବ୍ରାହ୍ମଣୀ

(D) ଇନ୍ଦ୍ରାବତୀ

\ ଉତ୍ତର – D

 

25. ରାଉରକେଲା କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ଶଙ୍ଖ, କୋଏଲ

(C) ଇନ୍ଦ୍ରାବତୀ

(D) ବୈତରଣୀ

 ଉତ୍ତର – B

 

26. ସୁନ୍ଦରଗଡ଼ ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ଇବ୍

(C) ଋଷିକୂଲ୍ୟା

(D) ଇନ୍ଦ୍ରାବତୀ

 ଉତ୍ତର – B

 

27. ବ୍ରଜରାଜ ନଗର ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ବୈତରଣୀ

(C) ଇବ୍

(D) ଇନ୍ଦ୍ରାବତୀ

 ଉତ୍ତର – C

 

28. ଝାରସୁଗୁଡ଼ା ସହର କେଉଁ ନଦୀ କୂଳରେ ଅବସ୍ଥିତ ?

(A) ମହାନଦୀ

(B) ବୈତରଣୀ

(C) ଇବ୍

(D) ଇନ୍ଦ୍ରାବତୀ

 ଉତ୍ତର – C

 

ଓଡ଼ିଶାରେ କାର୍ଯ୍ୟକାରୀ ନଦୀବନ୍ଧ ଯୋଜନା

1. ହୀରାକୁଦ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) ସମ୍ବଲପୁର

(B) ସୁନ୍ଦରଗଡ଼

(C) ବଲାଙ୍ଗୀର

(D) ଝାରସୁଗୁଡ଼ା

 ଉତ୍ତର – A

 

2. ଭୀମକୁଣ୍ଡ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) ସମ୍ବଲପୁର

(B) କେନ୍ଦୁଝର

(C) ନବରଙ୍ଗପୁର

(D) ମାଲକାନଗିରି

 ଉତ୍ତର – B

 

3. ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) ସମ୍ବଲପୁର

(B) କେନ୍ଦୁଝର

(C) ନବରଙ୍ଗପୁର

(D) ମାଲକାନାଗିରି

 ଉତ୍ତର – C

 

4. ବାଲିମେଳା ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) ସମ୍ବଲପୁର

(B) କେନ୍ଦୁଝର

(C) ନବରଙ୍ଗପୁର

(D) ମାଲକାନାଗିରି

 ଉତ୍ତର – D

 

5. ଆନନ୍ଦପୁର ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) ସମ୍ବଲପୁର

(B) କେନ୍ଦୁଝର

(C) ନବରଙ୍ଗପୁର

(D) ମାଲକାନାଗିରି

 ଉତ୍ତର – B

 

6. ଅପର କୋଲାବ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) ମାଲକାନାଗିରି

(B) କେନ୍ଦୁଝର

(C) କୋରାପୁଟ

(D) ଗଞ୍ଜାମ

 ଉତ୍ତର – C

 

7. ଋଷିକୁଲ୍ୟା ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) ମାଲକାନାଗିରି

(B) କେନ୍ଦୁଝର

(C) କୋରାପୁଟ

(D) ଗଞ୍ଜାମ

 ଉତ୍ତର – D

 

8. ଅପରଜଙ୍ଗ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) କୋରାପୁଟ

(B) କଳାହାଣ୍ଡି

(C) ସୁନ୍ଦରଗଡ଼

(D) ମୟୂରଭଞ୍ଜ

 ଉତ୍ତର – A

 

9. ସୁଲେଇ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

(A) କୋରାପୁଟ

(B) କଳାହାଣ୍ଡି

(C) ସୁନ୍ଦରଗଡ଼

(D) ମୟୁରଭଞ୍ଜ

 ଉତ୍ତର – C

 

10. ତାଳଦଣ୍ଡା କେନାଲ କେଉଁଠୁ ବାହାରିଛି ?

(A) ଯୋବ୍ରା (କଟକ)

(B) ଜଗତପୁର

(C) ଚୌଦ୍ବାର

(D) ନରାଜ

 ଉତ୍ତର – A

 

11. କେନ୍ଦ୍ରାପଡ଼ା କେନାଲ କେଉଁଠୁ ବାହାରିଛି ?

(A) ଯୋବ୍ରା

(B) ଜଗତପୁର

(C) ଚୌଦ୍ବାର

(D) ନରାଜ

 ଉତ୍ତର – B

 

12. ହାଇଲେଭଲ କେନାଲ କେଉଁଠୁ ବାହାରିଛି ?

(A) ଯୋବ୍ରା

(B) ଜଗତପୁର

(C) ଚୌଦ୍ବାର

(D) ନରାଜ

 ଉତ୍ତର – C

 

13. ପୁରୀ କେନାଲ କେଉଁଠୁ ବାହାରିଛି ?

(A) ଯୋବ୍ରା

(B) ଜଗତପୁର

(C) ଚୌଦ୍ବାର

(D) ନିରାଜ

 ଉତ୍ତର – D

 

14. ଭଦ୍ରକ କେନାଲ କେଉଁଠୁ ବାହାରିଛି ?

(A) ଯୋବ୍ରା

(B) ଆଖୁଆପଦା

(C) ଚୌଦ୍ବାର

(D) ନରାଜ

 ଉତ୍ତର – B

 

15. ଶାସନ କେନାଲ କେଉଁଠୁ ବାହାରିଛି ?

(A) ନରାଜ

(B) ଆଖୁଆପଦା

(C) ହୀରାକୁଦ ଜଳଭଣ୍ଡାର ବାମ ପାର୍ଶ

(D) ହୀରାକୁଦ ଜଳଭଣ୍ଡାର ଦକ୍ଷିଣ ପାର୍ଶ

 ଉତ୍ତର – C

[su_button url=”https://odishasarkariexam.in/wp-content/uploads/2020/04/odisha-nadibandh-youjana.pdf” target=”blank” style=”3d” background=”#0d4b89″ icon=”icon: file-pdf-o”]DOWNLOAD PDF HERE [/su_button]

 

NO COMMENTS

LEAVE A REPLY

Please enter your comment!
Please enter your name here