Home Odisha Gk odisha first Person short questions | odia gk

odisha first Person short questions | odia gk

0
531

Odisha first person Odisha gk  : Dear Friends Welcome to odisha sarkari exam, here we disucss ,computer gk , computer multiple choice questions,  gk odia , odisha gk short questions pdf , odisha gk mcq for odisha forest guard, odisha gk , odisha gk related questions  help to your all competitive exam. 

Odisha First person Odisha gk

Q.1: ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି କିଏ ?
[A] ନନ୍ଦକିଶୋର ଦାସ
[B] ମୁକୁନ୍ଦ ପ୍ରସାଦ ଦାସ
[C] ନନ୍ଦକିଶୋର ମିଶ୍ର
[D] ବ୍ରଜମୋହନ ମହାନ୍ତି

[B] ମୁକୁନ୍ଦ ପ୍ରସାଦ ଦାସ

Q.2: ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତିଙ୍କ ନାମ କଣ ?
[A] ଗତିକୃଷ୍ଣ ମିଶ୍ର
[B] ଗତିକୃଷ୍ଣ ମିଶ୍ର
[C] ସୁକାନ୍ତ କିଶୋର ରାୟ
[D] ବୁଚୁ ଜଗତ୍ତାଧା ଦାସ

[B] ଗତିକୃଷ୍ଣ ମିଶ୍ର

Q.3: ପ୍ରଥମ ଓଡ଼ିଆ ଦୈନିକ ସାହିତ୍ୟ ପତ୍ରିକା ନାମ କ’ଣ ?
[A] ଉତ୍କଳ ଦୀପିକା
[B] ଉତ୍କଳ ଦୀପିକା
[C] ଗାନ୍ଧୀ ସମାଚାର
[D] ଉତ୍କଳ ପ୍ରସଙ୍ଗ

[A] ଉତ୍କଳ ଦୀପିକା

Q.4: ଓଡ଼ିଶାର ପ୍ରଥମ କଲେଜର ନାମ କ’ଣ ?
[A] ସାମନ୍ତଚନ୍ଦ୍ରଶେଖର କଲେଜ, ପୁରୀ
[B] ରେଭେନ୍ସା କଲେଜ, କଟକ
[C] ଏନ.ସି. କଲେଜ, ଯାଜପୁର
[D] ଭଦ୍ରକ କଲେଜ, ଭଦ୍ରକ

[B] ରେଭେନ୍ସା କଲେଜ, କଟକ

Q.5: ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟର ନାମ କଣ ?
[A] ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର
[B] ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର
[C] ସମ୍ବଲପୁର ବିଶ୍ବବିଦ୍ୟାଳୟ, ସମ୍ବଲପୁର
[D] ଫକୀରମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ବର

[A] ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର

Q.6: ପ୍ରଥମ ଓଡ଼ିଆ ବୈଜ୍ଞାନିକ କିଏ ?
[A] ଡକ୍ଟର ପ୍ରାଣକୃଷ୍ଣ ପରିଜା
[B] ପଠାଣି ସାମନ୍ତ
[C] ଚିତ୍ତରଞ୍ଜନ ମିଶ୍ର
[D] କାନଦେବ ମହାରଣା

[A] ଡକ୍ଟର ପ୍ରାଣକୃଷ୍ଣ ପରିଜା

Q.7: ଓଡ଼ିଶା ଲୋକସେବା ଆୟୋଗର ପ୍ରଥମ ଚେୟାରମ୍ୟାନ କିଏ ?
[A] ଏନ୍.କେ. ରାୟ
[B] ସାମୁଏଲ ଦାସ
[C] ଟି. ମଲ୍ଲିକ
[D] ଗୋପବନ୍ଧୁ ମିଶ୍ର

[B] ସାମୁଏଲ ଦାସ

Q.8:ଓଡ଼ିଶାର ପ୍ରଥମ ମହଳି ସର୍ଜନ ଡାକ୍ତର କିଏ ?
[A] ମୀନତି ମହାରଣା
[B] ନିବେଦିତା ଆଚାର୍ଯ୍ୟ
[C] ଭକ୍ତିଲତା ରାୟ
[D] ଜ୍ୟୋସ୍ମା ଦେବୀ

[D] ଜ୍ୟୋସ୍ମା ଦେବୀ

Q.9:ଓଡ଼ିଶାର ପ୍ରଥମ ସିନେମା ହଲ କେଉଁଠାରେ ?
[A] ରାଜତରଙ୍ଗିଣୀ, କଟକ
[B] ଦୁର୍ଗା, କଟକ
[C] ସୀତାରାମ ବିଳାସ ଟକିଜ, ବ୍ରହ୍ମପୁର
[D] ବିରଜା, ଯାଜପୁର

[C] ସୀତାରାମ ବିଳାସ ଟକିଜ, ବ୍ରହ୍ମପୁର

Q.10: ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ କିଏ ?
[A] ସରଳା ଦେବୀ
[B] ବସନ୍ତ ମଞ୍ଜରୀ ଦେବୀ
[C] ସୁଧୀର ଦାସ
[D] ଦ୍ବିଗ୍ନା ତ୍ରିପାଠୀ

[B] ବସନ୍ତ ମଞ୍ଜରୀ ଦେବୀ

Q.11: ଓଡ଼ିଶା କେବେ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ?

[A] ୧୯ ୨୬
[B] ୧୯୩୬
[C] ୧୯୪୭
[D] ୧୯୫୦

[B] ୧୯୩୬

Q.12: ଓଡ଼ିଶାର ମନ୍ତ୍ରୀମଣ୍ଡଳ ପ୍ରଥମେ କେବେ ଗଠିତ ହେଲା ?
[A] ୧୯୩୬
[B] ୧୯୩୭
[C] ୧୯୪୭
[D] ୧୯୫୦

[B] ୧୯୩୭

Q.13: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ?
[A] ମହାରାଜା କୃଷ୍ଣଚନ୍ଦ୍ର ଦେଓ
[B] ବିଶ୍ବନାଥ ଦାସ
[C] ହରେକୃଷ୍ଣ ମହତାବ
[D] ନବକୃଷ୍ଣ ଚୌଧୁରୀ

[A] ମହାରାଜା କୃଷ୍ଣଚନ୍ଦ୍ର ଦେଓ

Q.14: ଓଡ଼ିଶାର ପ୍ରଥମ ମୁଖ୍ୟ ଶାସନ ସଚିବ କିଏ ?
[A] ଆର.ପି. ୱାର୍ଡ଼
[B] ପି.ଟି. ମ୍ୟାନସ ଫିଲଡ୍‌
[C] ଜେ.ଏ. ଦେବ
[D] ଆର.କେ. ମିଶ୍ର

[B] ପି.ଟି. ମ୍ୟାନସ ଫିଲଡ୍‌

Q.15:ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ ?
[A] ଜର୍ଜ ଟୋନ୍ ସେଣ୍ଡ ଭୋଗ
[B] ସାର ଜନ୍‌ ଅଷ୍ଟିନ୍ ହବାକୁ
[C] ଦ୍ବାଥୋମି ଲୁଇସ୍
[D] ଏମ୍ ଅସିଫ ଅଲ୍ଲି

[B] ସାର ଜନ୍‌ ଅଷ୍ଟିନ୍ ହବାକୁ

Q.16:ପ୍ରଥମ ଓଡ଼ିଆ ରାଜ୍ୟପାଳ କିଏ ?
[A] ନିତ୍ୟାନନ୍ଦ କାନୁନ୍‌ଗୋ
[B] ଲୋକନାଥ ମିଶ୍ର
[C] ହରେକୃଷ୍ଣ ମହତାବ
[D] ଚିନ୍ତାମଣି ପାଣିଗ୍ରାହୀ

[C] ହରେକୃଷ୍ଣ ମହତାବ

Q.17: ପ୍ରଥମ ଓଡ଼ିଆ ଲୋକସଭାର ବାଚସ୍ପତିଙ୍କ ନାମ କ’ଣ ?
[A] ବୀରକିଶୋର ରାୟ
[B] ରବି ରାୟ
[C] ମହେଶ୍ବର ମହାନ୍ତି
[D] ପ୍ରଦୀପ କୁମାର ଅମାତ୍ର

[B] ରବି ରାୟ

Q.18:ପ୍ରଥମ ଓଡ଼ିଆ ଉପନ୍ୟାସର ନାମ କ’ଣ ?
[A] ପଦ୍ମମାଳୀ
[B] ଛ’ ମାଣ ଆଠଗୁଣ୍ଡ
[C] ନରକିନ୍ନର
[D] ଚୋରାବାଲି

[A] ପଦ୍ମମାଳୀ

Q.19: ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ନାମ କ’ଣ ?
[A] ନନ୍ଦିନୀ ଶତପଥୀ
[B] ସରଳା ଦେବୀ
[C] ରମା ଦେବୀ
[D] କୁନ୍ତଳା କୁମାରୀ ସାବତ

[A] ନନ୍ଦିନୀ ଶତପଥୀ

Q.20: ପ୍ରଥମ ଓଡ଼ିଆ ଜିଲ୍ଲାପାଳଙ୍କ ନାମ କ’ଣ ?
[A] ରଙ୍ଗନାଥ ମିଶ୍ର
[B] ବନମାଳୀ ସିଂହ
[C] ଚୌଧୁରୀ ଜଗନ୍ନାଥ ଦାସ
[D] ଜତୀନ୍ଦ୍ରନାଥ ମହାନ୍ତି

[D] ଜତୀନ୍ଦ୍ରନାଥ ମହାନ୍ତି

Q.21: ଓଡ଼ିଶାର ପ୍ରଥମ ବିଲାତଯାତ୍ରୀ କିଏ ?
[A] ଗୋପବନ୍ଧୁ ଦାସ
[B] ମଧୁସୂଦନ ଦାସ
[C] ରାଧାନାଥ ରାୟ
[D] ମଧୁସୂଦନ ରାଓ

[B] ମଧୁସୂଦନ ଦାସ

Q.22: ଓଡ଼ିଶାରେ ପ୍ରଥମ ବି.ଏ. ପାସ୍ କିଏ କରିଥିଲେ ?
[A] ଗୋପବନ୍ଧୁ ଦାସ
[B] ମଧୁସୂଦନ ରାଓ
[C] ମଧୁସୂଦନ ଦାସ
[D] ରାଧାନାଥ ରାୟ

[D] ରାଧାନାଥ ରାୟ

Q.23: ଓଡ଼ିଶାର ପ୍ରଥମ କେନ୍ଦ୍ର ମନ୍ତ୍ରୀ କିଏ ?
?

[A] ହରେକୃଷ୍ଣ ମହତାବ
[B] ମୁକୁନ୍ଦ ପ୍ରସାଦ ଦାସ
[C] ରବି ରାୟ
[D] ବିଜୁ ପଟ୍ଟନାୟକ

[A] ହରେକୃଷ୍ଣ ମହତାବ

Q.24: ଓଡ଼ିଶାର ପ୍ରଥମ ଏମ୍.ଏ. କିଏ ?
[A] ମୁକୁନ୍ଦ ପ୍ରସାଦ ଦାସ
[B] ଗୌରୀଶଙ୍କର ରାୟt
[C] ଫକୀରମୋହନ ସେନାପତି
[D] ମଧୁସୂଦନ ଦାସ

[D] ମଧୁସୂଦନ ଦାସ

Q.25: ଓଡ଼ିଶାର ପ୍ରଥମ ରାଜା କିଏ ?.
[A] ଖାରବେଳ
[B] ମୁକୁନ୍ଦ ଦେବ
[C] ପ୍ରତାପରୁଦ୍ର ଦେବ
[D] ପୁରୁଷୋତ୍ତମ୍ବ ଦେବ

[A] ଖାରବେଳ

Q.26: ଓଡ଼ିଶାର ପ୍ରଥମ ସମ୍ପାଦକ କିଏ ?
[A] ଫକୀରମୋହନ ସେନାପତି
[B] ଗୌରୀଶଙ୍କର ରାୟ
[C] ଗୋପବନ୍ଧୁ ଦାସ
[D] କୃଷ୍ଣଚନ୍ଦ୍ର ଗଜପତି

[B] ଗୌରୀଶଙ୍କର ରାୟ

Q.27: ଓଡ଼ିଶାର ପ୍ରଥମ ବାରିଷ୍ଟର କିଏ ?
[A] ମଧୁସୂଦନ ଦାସ
[B] ମୁକୁନ୍ଦ ପ୍ରସାଦ ଦାସ
[C] ବିଶ୍ବନାଥ ମିଶ୍ର
[D] ଗୋବିନ୍ଦ ଚନ୍ଦ୍ର ଦାସ

[A] ମଧୁସୂଦନ ଦାସ

Q.28: ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତିଙ୍କ ନାମ କ’ଣ ?

[A] ରଙ୍ଗନାଥ ମିଶ୍ର
[B] ଗୋପାଳ ବଲ୍ଲଭ ପଟ୍ଟନାୟକ
[C] ଅରଜିତ୍ ପଶାୟତା
[D] ରାଧାଚରଣ ପଟ୍ଟନାୟକ

[A] ରଙ୍ଗନାଥ ମିଶ୍ର

Q.29: ଓଡ଼ିଶାର ପ୍ରଥମ ଆଡ଼ଭୋକେଟ୍‌ ଜେନେରାଲଙ୍କ ନାମ କ’ଣ ?

[A] ସ୍ବାମୀ ବିଚିତ୍ରାନନ୍ଦ ଦାସ
[B] ପୀତାମ୍ବର ମିଶ୍ର
[C] ବାଆନି ମହାପାତ୍ର
[D] ଦାମୋଦର ମିଶ୍ର

[D] ଦାମୋଦର ମିଶ୍ର

Q.30: ପ୍ରଥମ ଓଡ଼ିଆ ପ୍ରାବନ୍ଧିକଙ୍କ ନାମ କ’ଣ ?

[A] ରାଧାନାଥ ରାୟ
[B] ଫକୀରମୋହନ ସେନାପତି
[C] ରାଧାନାଥ ରାଓ
[D] ବିଶ୍ଵନାଥ ଦାସ

[A] ରାଧାନାଥ ରାୟ

Q.31: ଓଡ଼ିଶାର ପ୍ରଥମ ନାଟ୍ୟକାର ନାମ କ’ଣ ?

[A] ସାରଳା ଦାସ
[B] ରତ୍ନାକର ଚଇନି
[C] ବିଜୟ ମିଶ୍ର
[D] ଜଗନମୋହନ ଲାଲା

[D] ଜଗନମୋହନ ଲାଲା

Q.32: ଓଡ଼ିଶାର ପ୍ରଥମ ଆଧୁନିକ କାବ୍ୟର ସ୍ରଷ୍ଟାଙ୍କ ନାମ କ’ଣ ?

[A] ରାଧାନାଥ ରାୟ
[B] ଫକୀରମୋହନ ସେନାପତି
[C] ରାଧାନାଥ ରାଓ
[D] ବିଶ୍ବନାଥ ଦାସ

[A] ରାଧାନାଥ ରାୟ

Q.33: ଓଡ଼ିଶାର ପ୍ରଥମ ଗାଜିକଙ୍କ ନାମ କଣ ?

[A] ଗୌରୀଶଙ୍କର ରାୟ
[B] ଗୌରୀଶଙ୍କର ରାୟ
[C] ଗୋଦାବରୀଶ ମହାପାତ୍ର
[D] ଲାଲା ଜଗମୋହନ

[B] ଗୌରୀଶଙ୍କର ରାୟ

Q.34: ଓଡ଼ିଶାର ପ୍ରଥମ ଓଡ଼ିଆ କବିଙ୍କର ନାମ କଣ ?

[A] ସାରଳା ଦାସ
[B] ଜଗନ୍ନାଥ ଦାସ
[C] ଉପେନ୍ଦ୍ର ଭଞ୍ଜ
[D] ରାଧାନାଥ ରାୟ

[A] ସାରଳା ଦାସ

Q.35: ଓଡ଼ିଶାର ପ୍ରଥମ ଔପନ୍ୟାସିକଙ୍କ ନାମ କ’ଣ ?

[A] ଫକୀରମୋହନ ସେନାପତି (ଛ’ମାଣ ଆଠଗୁଣ)
[B] କାଳିନ୍ଦୀ ଚରଣ ପାଣିଗ୍ରାହୀ (କଣାମାମୁଁ)
[C] ରାମଶଙ୍କର ରାୟ
[D] ସୁରେନ୍ଦ୍ର ମହାନ୍ତି (ନୀଳଶୈଳ)

[C] ରାମଶଙ୍କର ରାୟ

Q.36: ଓଡ଼ିଶାର ପ୍ରଥମ କୁଳପତିଙ୍କ ନାମ କଣ ?
[A] ଡକ୍ଟର ପ୍ରାଣକୃଷ୍ଣ ପରିଜା
[B] ମନ୍ମଥନାଥ ଦାସ
[C] ହରେକୃଷ୍ଣ ମହତାବ
[D] ପ୍ୟାରୀମୋହନ ଆଚାର୍ଯ୍ୟ

[A] ଡକ୍ଟର ପ୍ରାଣକୃଷ୍ଣ ପରିଜା

Q.37: ପ୍ରଥମ ଓଡ଼ିଆ ଅଲିମ୍ପିକ ଖେଳାଳି କିଏ ?
[A] ଦିଲ୍ଲୀପ ତିର୍କୀ
[B] ବୀରେନ୍ଦ୍ର ପାଲ
[C] ଇଗ୍ନେସ ତିର୍କୀ
[D] ପ୍ରବୋଧ ତିର୍କୀ

[A] ଦିଲ୍ଲୀପ ତିର୍କୀ

Q.38: ପ୍ରଥମ ଓଡ଼ିଆ ରେଡ଼ିଓ ଆର୍ଟିଷ୍ଟ କିଏ ?
[A] ଶ୍ୟାମାମଣି ଦେବୀ
[B] କାଳୀଚରଣ ପଟ୍ଟନାୟକ
[C] କାଳୀଚରଣ ପଟ୍ଟନାୟକ
[D] ଅକ୍ଷୟ ମହାନ୍ତି

[B] କାଳୀଚରଣ ପଟ୍ଟନାୟକ

Q.39: ପ୍ରଥମ ଓଡ଼ିଆ ଏମ୍.ବି.ବି.ଏସ୍. କିଏ ?
[A] ଡାକ୍ତର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
[B] ଡାକ୍ତର ଭକ୍ତିଲତା ରାୟ
[C] ଡାକ୍ତର ରାଧାନାଥ ରଥ
[D] ଡାକ୍ତର ଟ୍ରମ୍ପ

[A] ଡାକ୍ତର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ

Q.40: ପ୍ରଥମ ଓଡ଼ିଆ ଇଞ୍ଜିନିୟର ଗ୍ରାଜୁଏକ ନାମ କ’ଣ ?
[A] ଶୁଭେନ୍ଦୁ ରାୟ
[B] ମାଧବ ଚନ୍ଦ୍ର ପଟ୍ଟନାୟକ
[C] ରାସବିହାରୀ ମହାନ୍ତି
[D] ନବକୃଷ୍ଣ ଦାସ

[B] ମାଧବ ଚନ୍ଦ୍ର ପଟ୍ଟନାୟକ

[su_button url=”https://drive.google.com/open?id=173bs6w9jQTUxn-CP5YE9R8dYZPs9uAyI” target=”blank” style=”stroked” background=”#5212f8″ size=”6″ icon=”icon: file-pdf-o”]DOWNLOAD PDF HERE [/su_button]

NO COMMENTS

LEAVE A REPLY

Please enter your comment!
Please enter your name here