Odisha first person Odisha gk : Dear Friends Welcome to odisha sarkari exam, here we disucss ,computer gk , computer multiple choice questions, gk odia , odisha gk short questions pdf , odisha gk mcq for odisha forest guard, odisha gk , odisha gk related questions help to your all competitive exam.
Odisha First person Odisha gk
Q.1: ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି କିଏ ?
[A] ନନ୍ଦକିଶୋର ଦାସ
[B] ମୁକୁନ୍ଦ ପ୍ରସାଦ ଦାସ
[C] ନନ୍ଦକିଶୋର ମିଶ୍ର
[D] ବ୍ରଜମୋହନ ମହାନ୍ତି
Q.2: ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତିଙ୍କ ନାମ କଣ ?
[A] ଗତିକୃଷ୍ଣ ମିଶ୍ର
[B] ଗତିକୃଷ୍ଣ ମିଶ୍ର
[C] ସୁକାନ୍ତ କିଶୋର ରାୟ
[D] ବୁଚୁ ଜଗତ୍ତାଧା ଦାସ
Q.3: ପ୍ରଥମ ଓଡ଼ିଆ ଦୈନିକ ସାହିତ୍ୟ ପତ୍ରିକା ନାମ କ’ଣ ?
[A] ଉତ୍କଳ ଦୀପିକା
[B] ଉତ୍କଳ ଦୀପିକା
[C] ଗାନ୍ଧୀ ସମାଚାର
[D] ଉତ୍କଳ ପ୍ରସଙ୍ଗ
- Read here ► india gk quiz part -1
Q.4: ଓଡ଼ିଶାର ପ୍ରଥମ କଲେଜର ନାମ କ’ଣ ?
[A] ସାମନ୍ତଚନ୍ଦ୍ରଶେଖର କଲେଜ, ପୁରୀ
[B] ରେଭେନ୍ସା କଲେଜ, କଟକ
[C] ଏନ.ସି. କଲେଜ, ଯାଜପୁର
[D] ଭଦ୍ରକ କଲେଜ, ଭଦ୍ରକ
Q.5: ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟର ନାମ କଣ ?
[A] ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର
[B] ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର
[C] ସମ୍ବଲପୁର ବିଶ୍ବବିଦ୍ୟାଳୟ, ସମ୍ବଲପୁର
[D] ଫକୀରମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ବର
Q.6: ପ୍ରଥମ ଓଡ଼ିଆ ବୈଜ୍ଞାନିକ କିଏ ?
[A] ଡକ୍ଟର ପ୍ରାଣକୃଷ୍ଣ ପରିଜା
[B] ପଠାଣି ସାମନ୍ତ
[C] ଚିତ୍ତରଞ୍ଜନ ମିଶ୍ର
[D] କାନଦେବ ମହାରଣା
Q.7: ଓଡ଼ିଶା ଲୋକସେବା ଆୟୋଗର ପ୍ରଥମ ଚେୟାରମ୍ୟାନ କିଏ ?
[A] ଏନ୍.କେ. ରାୟ
[B] ସାମୁଏଲ ଦାସ
[C] ଟି. ମଲ୍ଲିକ
[D] ଗୋପବନ୍ଧୁ ମିଶ୍ର
Q.8:ଓଡ଼ିଶାର ପ୍ରଥମ ମହଳି ସର୍ଜନ ଡାକ୍ତର କିଏ ?
[A] ମୀନତି ମହାରଣା
[B] ନିବେଦିତା ଆଚାର୍ଯ୍ୟ
[C] ଭକ୍ତିଲତା ରାୟ
[D] ଜ୍ୟୋସ୍ମା ଦେବୀ
Q.9:ଓଡ଼ିଶାର ପ୍ରଥମ ସିନେମା ହଲ କେଉଁଠାରେ ?
[A] ରାଜତରଙ୍ଗିଣୀ, କଟକ
[B] ଦୁର୍ଗା, କଟକ
[C] ସୀତାରାମ ବିଳାସ ଟକିଜ, ବ୍ରହ୍ମପୁର
[D] ବିରଜା, ଯାଜପୁର
Q.10: ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ କିଏ ?
[A] ସରଳା ଦେବୀ
[B] ବସନ୍ତ ମଞ୍ଜରୀ ଦେବୀ
[C] ସୁଧୀର ଦାସ
[D] ଦ୍ବିଗ୍ନା ତ୍ରିପାଠୀ
Q.11: ଓଡ଼ିଶା କେବେ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ?
[A] ୧୯ ୨୬
[B] ୧୯୩୬
[C] ୧୯୪୭
[D] ୧୯୫୦
Q.12: ଓଡ଼ିଶାର ମନ୍ତ୍ରୀମଣ୍ଡଳ ପ୍ରଥମେ କେବେ ଗଠିତ ହେଲା ?
[A] ୧୯୩୬
[B] ୧୯୩୭
[C] ୧୯୪୭
[D] ୧୯୫୦
Q.13: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ?
[A] ମହାରାଜା କୃଷ୍ଣଚନ୍ଦ୍ର ଦେଓ
[B] ବିଶ୍ବନାଥ ଦାସ
[C] ହରେକୃଷ୍ଣ ମହତାବ
[D] ନବକୃଷ୍ଣ ଚୌଧୁରୀ
Q.14: ଓଡ଼ିଶାର ପ୍ରଥମ ମୁଖ୍ୟ ଶାସନ ସଚିବ କିଏ ?
[A] ଆର.ପି. ୱାର୍ଡ଼
[B] ପି.ଟି. ମ୍ୟାନସ ଫିଲଡ୍
[C] ଜେ.ଏ. ଦେବ
[D] ଆର.କେ. ମିଶ୍ର
Q.15:ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ ?
[A] ଜର୍ଜ ଟୋନ୍ ସେଣ୍ଡ ଭୋଗ
[B] ସାର ଜନ୍ ଅଷ୍ଟିନ୍ ହବାକୁ
[C] ଦ୍ବାଥୋମି ଲୁଇସ୍
[D] ଏମ୍ ଅସିଫ ଅଲ୍ଲି
Q.16:ପ୍ରଥମ ଓଡ଼ିଆ ରାଜ୍ୟପାଳ କିଏ ?
[A] ନିତ୍ୟାନନ୍ଦ କାନୁନ୍ଗୋ
[B] ଲୋକନାଥ ମିଶ୍ର
[C] ହରେକୃଷ୍ଣ ମହତାବ
[D] ଚିନ୍ତାମଣି ପାଣିଗ୍ରାହୀ
Q.17: ପ୍ରଥମ ଓଡ଼ିଆ ଲୋକସଭାର ବାଚସ୍ପତିଙ୍କ ନାମ କ’ଣ ?
[A] ବୀରକିଶୋର ରାୟ
[B] ରବି ରାୟ
[C] ମହେଶ୍ବର ମହାନ୍ତି
[D] ପ୍ରଦୀପ କୁମାର ଅମାତ୍ର
Q.18:ପ୍ରଥମ ଓଡ଼ିଆ ଉପନ୍ୟାସର ନାମ କ’ଣ ?
[A] ପଦ୍ମମାଳୀ
[B] ଛ’ ମାଣ ଆଠଗୁଣ୍ଡ
[C] ନରକିନ୍ନର
[D] ଚୋରାବାଲି
Q.19: ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ନାମ କ’ଣ ?
[A] ନନ୍ଦିନୀ ଶତପଥୀ
[B] ସରଳା ଦେବୀ
[C] ରମା ଦେବୀ
[D] କୁନ୍ତଳା କୁମାରୀ ସାବତ
Q.20: ପ୍ରଥମ ଓଡ଼ିଆ ଜିଲ୍ଲାପାଳଙ୍କ ନାମ କ’ଣ ?
[A] ରଙ୍ଗନାଥ ମିଶ୍ର
[B] ବନମାଳୀ ସିଂହ
[C] ଚୌଧୁରୀ ଜଗନ୍ନାଥ ଦାସ
[D] ଜତୀନ୍ଦ୍ରନାଥ ମହାନ୍ତି
Q.21: ଓଡ଼ିଶାର ପ୍ରଥମ ବିଲାତଯାତ୍ରୀ କିଏ ?
[A] ଗୋପବନ୍ଧୁ ଦାସ
[B] ମଧୁସୂଦନ ଦାସ
[C] ରାଧାନାଥ ରାୟ
[D] ମଧୁସୂଦନ ରାଓ
Q.22: ଓଡ଼ିଶାରେ ପ୍ରଥମ ବି.ଏ. ପାସ୍ କିଏ କରିଥିଲେ ?
[A] ଗୋପବନ୍ଧୁ ଦାସ
[B] ମଧୁସୂଦନ ରାଓ
[C] ମଧୁସୂଦନ ଦାସ
[D] ରାଧାନାଥ ରାୟ
Q.23: ଓଡ଼ିଶାର ପ୍ରଥମ କେନ୍ଦ୍ର ମନ୍ତ୍ରୀ କିଏ ?
?
[A] ହରେକୃଷ୍ଣ ମହତାବ
[B] ମୁକୁନ୍ଦ ପ୍ରସାଦ ଦାସ
[C] ରବି ରାୟ
[D] ବିଜୁ ପଟ୍ଟନାୟକ
Q.24: ଓଡ଼ିଶାର ପ୍ରଥମ ଏମ୍.ଏ. କିଏ ?
[A] ମୁକୁନ୍ଦ ପ୍ରସାଦ ଦାସ
[B] ଗୌରୀଶଙ୍କର ରାୟt
[C] ଫକୀରମୋହନ ସେନାପତି
[D] ମଧୁସୂଦନ ଦାସ
Q.25: ଓଡ଼ିଶାର ପ୍ରଥମ ରାଜା କିଏ ?.
[A] ଖାରବେଳ
[B] ମୁକୁନ୍ଦ ଦେବ
[C] ପ୍ରତାପରୁଦ୍ର ଦେବ
[D] ପୁରୁଷୋତ୍ତମ୍ବ ଦେବ
Q.26: ଓଡ଼ିଶାର ପ୍ରଥମ ସମ୍ପାଦକ କିଏ ?
[A] ଫକୀରମୋହନ ସେନାପତି
[B] ଗୌରୀଶଙ୍କର ରାୟ
[C] ଗୋପବନ୍ଧୁ ଦାସ
[D] କୃଷ୍ଣଚନ୍ଦ୍ର ଗଜପତି
Q.27: ଓଡ଼ିଶାର ପ୍ରଥମ ବାରିଷ୍ଟର କିଏ ?
[A] ମଧୁସୂଦନ ଦାସ
[B] ମୁକୁନ୍ଦ ପ୍ରସାଦ ଦାସ
[C] ବିଶ୍ବନାଥ ମିଶ୍ର
[D] ଗୋବିନ୍ଦ ଚନ୍ଦ୍ର ଦାସ
Q.28: ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତିଙ୍କ ନାମ କ’ଣ ?
[A] ରଙ୍ଗନାଥ ମିଶ୍ର
[B] ଗୋପାଳ ବଲ୍ଲଭ ପଟ୍ଟନାୟକ
[C] ଅରଜିତ୍ ପଶାୟତା
[D] ରାଧାଚରଣ ପଟ୍ଟନାୟକ
Q.29: ଓଡ଼ିଶାର ପ୍ରଥମ ଆଡ଼ଭୋକେଟ୍ ଜେନେରାଲଙ୍କ ନାମ କ’ଣ ?
[A] ସ୍ବାମୀ ବିଚିତ୍ରାନନ୍ଦ ଦାସ
[B] ପୀତାମ୍ବର ମିଶ୍ର
[C] ବାଆନି ମହାପାତ୍ର
[D] ଦାମୋଦର ମିଶ୍ର
Q.30: ପ୍ରଥମ ଓଡ଼ିଆ ପ୍ରାବନ୍ଧିକଙ୍କ ନାମ କ’ଣ ?
[A] ରାଧାନାଥ ରାୟ
[B] ଫକୀରମୋହନ ସେନାପତି
[C] ରାଧାନାଥ ରାଓ
[D] ବିଶ୍ଵନାଥ ଦାସ
Q.31: ଓଡ଼ିଶାର ପ୍ରଥମ ନାଟ୍ୟକାର ନାମ କ’ଣ ?
[A] ସାରଳା ଦାସ
[B] ରତ୍ନାକର ଚଇନି
[C] ବିଜୟ ମିଶ୍ର
[D] ଜଗନମୋହନ ଲାଲା
Q.32: ଓଡ଼ିଶାର ପ୍ରଥମ ଆଧୁନିକ କାବ୍ୟର ସ୍ରଷ୍ଟାଙ୍କ ନାମ କ’ଣ ?
[A] ରାଧାନାଥ ରାୟ
[B] ଫକୀରମୋହନ ସେନାପତି
[C] ରାଧାନାଥ ରାଓ
[D] ବିଶ୍ବନାଥ ଦାସ
Q.33: ଓଡ଼ିଶାର ପ୍ରଥମ ଗାଜିକଙ୍କ ନାମ କଣ ?
[A] ଗୌରୀଶଙ୍କର ରାୟ
[B] ଗୌରୀଶଙ୍କର ରାୟ
[C] ଗୋଦାବରୀଶ ମହାପାତ୍ର
[D] ଲାଲା ଜଗମୋହନ
Q.34: ଓଡ଼ିଶାର ପ୍ରଥମ ଓଡ଼ିଆ କବିଙ୍କର ନାମ କଣ ?
[A] ସାରଳା ଦାସ
[B] ଜଗନ୍ନାଥ ଦାସ
[C] ଉପେନ୍ଦ୍ର ଭଞ୍ଜ
[D] ରାଧାନାଥ ରାୟ
Q.35: ଓଡ଼ିଶାର ପ୍ରଥମ ଔପନ୍ୟାସିକଙ୍କ ନାମ କ’ଣ ?
[A] ଫକୀରମୋହନ ସେନାପତି (ଛ’ମାଣ ଆଠଗୁଣ)
[B] କାଳିନ୍ଦୀ ଚରଣ ପାଣିଗ୍ରାହୀ (କଣାମାମୁଁ)
[C] ରାମଶଙ୍କର ରାୟ
[D] ସୁରେନ୍ଦ୍ର ମହାନ୍ତି (ନୀଳଶୈଳ)
Q.36: ଓଡ଼ିଶାର ପ୍ରଥମ କୁଳପତିଙ୍କ ନାମ କଣ ?
[A] ଡକ୍ଟର ପ୍ରାଣକୃଷ୍ଣ ପରିଜା
[B] ମନ୍ମଥନାଥ ଦାସ
[C] ହରେକୃଷ୍ଣ ମହତାବ
[D] ପ୍ୟାରୀମୋହନ ଆଚାର୍ଯ୍ୟ
Q.37: ପ୍ରଥମ ଓଡ଼ିଆ ଅଲିମ୍ପିକ ଖେଳାଳି କିଏ ?
[A] ଦିଲ୍ଲୀପ ତିର୍କୀ
[B] ବୀରେନ୍ଦ୍ର ପାଲ
[C] ଇଗ୍ନେସ ତିର୍କୀ
[D] ପ୍ରବୋଧ ତିର୍କୀ
Q.38: ପ୍ରଥମ ଓଡ଼ିଆ ରେଡ଼ିଓ ଆର୍ଟିଷ୍ଟ କିଏ ?
[A] ଶ୍ୟାମାମଣି ଦେବୀ
[B] କାଳୀଚରଣ ପଟ୍ଟନାୟକ
[C] କାଳୀଚରଣ ପଟ୍ଟନାୟକ
[D] ଅକ୍ଷୟ ମହାନ୍ତି
Q.39: ପ୍ରଥମ ଓଡ଼ିଆ ଏମ୍.ବି.ବି.ଏସ୍. କିଏ ?
[A] ଡାକ୍ତର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
[B] ଡାକ୍ତର ଭକ୍ତିଲତା ରାୟ
[C] ଡାକ୍ତର ରାଧାନାଥ ରଥ
[D] ଡାକ୍ତର ଟ୍ରମ୍ପ
Q.40: ପ୍ରଥମ ଓଡ଼ିଆ ଇଞ୍ଜିନିୟର ଗ୍ରାଜୁଏକ ନାମ କ’ଣ ?
[A] ଶୁଭେନ୍ଦୁ ରାୟ
[B] ମାଧବ ଚନ୍ଦ୍ର ପଟ୍ଟନାୟକ
[C] ରାସବିହାରୀ ମହାନ୍ତି
[D] ନବକୃଷ୍ଣ ଦାସ