Home Odia Gk Odisha General Knowledge MCQ QUIZ ( Odisha Gk) PART-3

Odisha General Knowledge MCQ QUIZ ( Odisha Gk) PART-3

0
429

ନମସ୍କାର ଦସ୍ତୋ , Welcome To Our Website ଓଡିଶା ସରକାରୀ ଏକ୍ଜାମ ( Odisha Sarkari Exam ) | ଦସ୍ତୋ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ କିଛି ଓଡ଼ିଆ ଜେନେରାଲ ନୋଲେଜ ପ୍ରଶ୍ନ (odia General Knowledge Question and Answer ) ର PDF ପ୍ରୋଭାଇଡ କରାଇବୁ ! ଯେଉଁଟାକି ଆପଣଙ୍କର ସମସ୍ତ ପ୍ରତିଯୋଗୀ ପରୀକ୍ଷା ପାଇଁ ବହୁତ ଉପଯୋଗୀ ସିଦ୍ଧ ହେବ |

Q.1: ଓଡ଼ିଶାର ପୂର୍ବରେ କେଉଁ ସାଗର ଅବସ୍ଥିତ ?
[A] ବଙ୍ଗୋପସାଗର
[B] ଆରବସାଗର
[C] ପ୍ରଶାନ୍ତ ମହାସାଗର
[D] ଆଟଲାଣ୍ଟିକ୍ ମହାସାଗର

ଉତ୍ତର [A] ବଙ୍ଗୋପସାଗର

Q.2: ପ୍ରାକୃତିକ ଗଠନ ଦୃଷ୍ଟିରୁ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
[A] ୨
[B] ୩
[C] ୪
[D] ୫

ଉତ୍ତର [C] ୪

Q.3: ବୃଷ୍ଟିପାତ ଅନୁସାରେ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଏ ?
[A] ୨
[B] 3
[C] ୪
[D] ୫

ଉତ୍ତର [C] ୪

Q.4: ଓଡ଼ିଶାର ବାର୍ଷିକ ବୃଷ୍ଟିପାତ ପ୍ରାୟ କେତେ ମିଲିମିଟର ?
[A] ୧୪୮୨
[B] ୧୫୦୫
[C] ୧୬୮୨
[D] ୧୪୪o

ଉତ୍ତର [A] ୧୪୮୨

Q.5: ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ଲୋକ ସଂଖ୍ୟା କେତେ ?
[A] ୪, ୧୯,୪୭,୩୫୮ ଜଣ
[B] ୫, ୧୫,୪୭,୩୫୮ ଜଣ
[C] ୬, ୧୯,୪୭,୩୫୮ ଜଣ
[D] ୭, ୧୯,୪୭,୩୫୮ ଜଣ

ଉତ୍ତର [A] ୪, ୧୯,୪୭,୩୫୮ ଜଣ

Q.6: ଓଡ଼ିଶାର ଉତ୍ତର ପୂର୍ବରେ କେଉଁ ରାଜ୍ୟ ଅବସ୍ଥିଦା ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ

ଉତ୍ତର [D] ପଶ୍ଚିମବଙ୍ଗ

Q.7: ଓଡ଼ିଶାର ଉତ୍ତରରେ କେଉଁ ରାଜ୍ୟ ଅବସ୍ଥିତ ?
[A] ଝାଡ଼ଖଣ୍ଡ
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ

ଉତ୍ତର [A] ଝାଡ଼ଖଣ୍ଡ

Q.8:ଓଡ଼ିଶାର ପଶ୍ଚିମରେ କେଉଁ ରାଜ୍ୟ ଅବସ୍ଥିତ ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଛତିଶଗଡ଼
[D] ପଶ୍ଚିମବଙ୍ଗ

ଉତ୍ତର [C] ଛତିଶଗଡ଼

Q.9:ଓଡ଼ିଶାର ଦକ୍ଷିଣ-ପଶ୍ଚିମରେ କେଉଁ ରାଜ୍ୟ ଅବସ୍ଥିତ ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ

ଉତ୍ତର [B] ମଧ୍ୟପ୍ରଦେଶ

Q.10: ଓଡ଼ିଶାର ଦକ୍ଷିଣରେ କେଉଁ ରାଜ୍ୟ ଅବସ୍ଥିତ ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ

ଉତ୍ତର [C] ଆନ୍ଧ୍ରପ୍ରଦେଶ

NO COMMENTS

LEAVE A REPLY

Please enter your comment!
Please enter your name here