ନମସ୍କାର ଦସ୍ତୋ , Welcome To Our Website ଓଡିଶା ସରକାରୀ ଏକ୍ଜାମ ( Odisha Sarkari Exam ) | ଦସ୍ତୋ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ କିଛି ଓଡ଼ିଆ ଜେନେରାଲ ନୋଲେଜ ପ୍ରଶ୍ନ (odia General Knowledge Question and Answer ) ର PDF ପ୍ରୋଭାଇଡ କରାଇବୁ ! ଯେଉଁଟାକି ଆପଣଙ୍କର ସମସ୍ତ ପ୍ରତିଯୋଗୀ ପରୀକ୍ଷା ପାଇଁ ବହୁତ ଉପଯୋଗୀ ସିଦ୍ଧ ହେବ |
Q.1: ଓଡ଼ିଶାର ପୂର୍ବରେ କେଉଁ ସାଗର ଅବସ୍ଥିତ ?
[A] ବଙ୍ଗୋପସାଗର
[B] ଆରବସାଗର
[C] ପ୍ରଶାନ୍ତ ମହାସାଗର
[D] ଆଟଲାଣ୍ଟିକ୍ ମହାସାଗର
ଉତ୍ତର – [A] ବଙ୍ଗୋପସାଗର
Q.2: ପ୍ରାକୃତିକ ଗଠନ ଦୃଷ୍ଟିରୁ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
[A] ୨
[B] ୩
[C] ୪
[D] ୫
ଉତ୍ତର –[C] ୪
Q.3: ବୃଷ୍ଟିପାତ ଅନୁସାରେ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଏ ?
[A] ୨
[B] 3
[C] ୪
[D] ୫
ଉତ୍ତର –[C] ୪
Q.4: ଓଡ଼ିଶାର ବାର୍ଷିକ ବୃଷ୍ଟିପାତ ପ୍ରାୟ କେତେ ମିଲିମିଟର ?
[A] ୧୪୮୨
[B] ୧୫୦୫
[C] ୧୬୮୨
[D] ୧୪୪o
ଉତ୍ତର –[A] ୧୪୮୨
Q.5: ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ଲୋକ ସଂଖ୍ୟା କେତେ ?
[A] ୪, ୧୯,୪୭,୩୫୮ ଜଣ
[B] ୫, ୧୫,୪୭,୩୫୮ ଜଣ
[C] ୬, ୧୯,୪୭,୩୫୮ ଜଣ
[D] ୭, ୧୯,୪୭,୩୫୮ ଜଣ
ଉତ୍ତର –[A] ୪, ୧୯,୪୭,୩୫୮ ଜଣ
Q.6: ଓଡ଼ିଶାର ଉତ୍ତର ପୂର୍ବରେ କେଉଁ ରାଜ୍ୟ ଅବସ୍ଥିଦା ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ
ଉତ୍ତର –[D] ପଶ୍ଚିମବଙ୍ଗ
Q.7: ଓଡ଼ିଶାର ଉତ୍ତରରେ କେଉଁ ରାଜ୍ୟ ଅବସ୍ଥିତ ?
[A] ଝାଡ଼ଖଣ୍ଡ
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ
ଉତ୍ତର –[A] ଝାଡ଼ଖଣ୍ଡ
Q.8:ଓଡ଼ିଶାର ପଶ୍ଚିମରେ କେଉଁ ରାଜ୍ୟ ଅବସ୍ଥିତ ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଛତିଶଗଡ଼
[D] ପଶ୍ଚିମବଙ୍ଗ
ଉତ୍ତର –[C] ଛତିଶଗଡ଼
Q.9:ଓଡ଼ିଶାର ଦକ୍ଷିଣ-ପଶ୍ଚିମରେ କେଉଁ ରାଜ୍ୟ ଅବସ୍ଥିତ ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ
ଉତ୍ତର –[B] ମଧ୍ୟପ୍ରଦେଶ
Q.10: ଓଡ଼ିଶାର ଦକ୍ଷିଣରେ କେଉଁ ରାଜ୍ୟ ଅବସ୍ଥିତ ?
[A] ବିହାର
[B] ମଧ୍ୟପ୍ରଦେଶ
[C] ଆନ୍ଧ୍ରପ୍ରଦେଶ
[D] ପଶ୍ଚିମବଙ୍ଗ
ଉତ୍ତର –[C] ଆନ୍ଧ୍ରପ୍ରଦେଶ