Home Odisha Gk Odisha Hills and Mountain pdf gk | odisha gk PDF

Odisha Hills and Mountain pdf gk | odisha gk PDF

0
400

Odisha Hills and Mountain pdf gk (ଓଡ଼ିଶାର ପାହାଡ଼ ଓ ପର୍ବତମାଳା)

ନମସ୍କାର ଦସ୍ତୋ ଆଜିର ପୋଷ୍ଟ ରେ ଓଡିଶା ର ପାହାଡ଼ ଓ ପର୍ବତମାଳା (odisha hills and mountain pdf) , odisha hills and mountain pdf gk which help to your all odisha competitive exam.

1. ଖଣ୍ଡଗିରି ପାହାଡ଼ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ଖୋର୍ଦ୍ଧା
(C) କେନ୍ଦ୍ରାପଡ଼ା
(D) ଯାଜପୁର

2. ଦେଓମାଳୀ ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କୋରାପୁଟ
(B) କଳାହାଣ୍ଡି
(C) ବଲାଙ୍ଗୀର
(D) ମୟୁରଭଞ୍ଜ

3. ଚନ୍ଦ୍ରଗିରି ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଗଜପତି
(B) କଳାହାଣ୍ଡି
(C) ବଲାଙ୍ଗୀର
(D) ମୟୁରଭଞ୍ଜ

4. ପୋଲାମାକାଇନ୍ ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କୋରାପୁଟ
(B) କଳାହାଣ୍ଡି
(C) ବଲାଙ୍ଗୀର
(D) ମୟୂରଭଞ୍ଜ

5. ବାଶ୍ୟାମ ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କୋରାପୁଟ
(B) କଳାହାଣ୍ଡି
(C) ମୟୁରଭଞ୍ଜ
(D) ବଲାଙ୍ଗୀର

6. ମଳୟଗିରି ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କୋରାପୁଟ
(B) କଳାହାଣ୍ଡି
(C) ବଲାଙ୍ଗୀର
(D) ଅନୁଗୁଳ

7. ମେଘାସନ ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଳାହାଣ୍ଡି
(B) କୋରାପୁଟ
(C) ମୟୂରଭଞ୍ଜ
(D) ବଲାଙ୍ଗୀର

8. ମହାଗିରି ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ଯାଜପୁର
(C) ଢେଙ୍କାନାଳ
(D) ଖୋର୍ଦ୍ଧା

9. ନୀଳଗିରି ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଭଦ୍ରକ
(B) ବାଲେଶ୍ବର
(C) ଢେଙ୍କାନାଳ
(D) ବଲାଙ୍ଗୀର


https://odishasarkariexam.in/odisha-khanija-sampada-gk/


10. ପଞ୍ଚଲିଙ୍ଗେଶ୍ଵର ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଭଦ୍ରକ
(B) ବାଲେଶ୍ବର
(C) ମୟୂରଭଞ୍ଜ
(D) ବଲାଙ୍ଗୀର

11. ମାଙ୍କଡ଼ାନଚା ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଯାଜପୁର
(B) କଟକ
(C) କେନ୍ଦୁଝର
(D) ଅନୁଗୁଳ

12. ଗନ୍ଧମାର୍ଦ୍ଦନ ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ବଲାଙ୍ଗୀର
(B) ଯାଜପୁର
(C) ଢେଙ୍କାନାଳ
(D) ଅନୁଗୁଳ |

13. ପଞ୍ଚଧାରା ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କେନ୍ଦୁଝର
(B) ଯାଜପୁର
(C) ଢେଙ୍କାନାଳ
(D) ଅନୁଗୁଳ

14. ରାଜଗିରି ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ପୁରୀ
(C) ଗଞ୍ଜାମ
(D) ବାଲେଶ୍ଵର

15. କପିଳାସ ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ଢେଙ୍କାନାଳ
(C) ଅନୁଗୁଳ
(D) ଯାଜପୁର

ଓଡ଼ିଶାର କୃଷି 

1. ମାଛକୁଣ୍ଡ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସମ୍ବଲପୁର
(B) ଅନୁଗୁଳ
(C) କୋରାପୁଟ
(D) କଳାହାଣ୍ଡି

2. ଅପରକୋଲାବ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସମ୍ବଲପୁର
(B) ଅନୁଗୁଳ
(C) କୋରାପୁଟ
(D) କଳାହାଣ୍ଡି

3. ଅପର ଇନ୍ଦ୍ରାବତୀ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସମ୍ବଲପୁର
(B) ଅନୁଗୁଳ
(C) କୋରାପୁଟ
(D) କଳାହାଣ୍ଡି

4. ରେଙ୍ଗାଲି ପ୍ରୋଜେକ୍ଟ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଅନୁଗୁଳ
(B) ବାଲେଶ୍ଵର
(C) ସମ୍ବଲପୁର
(D) ମାଲକାନାଗିରି

5. ଚିଲିକା ହ୍ରଦରେ କେଉଁ ଚାଷ କରାଯାଏ ?
(A) ଚିଙ୍ଗୁଡ଼ି
(B) କଙ୍କଡ଼ା
(C) ରୋହିମାଛ
(D) ପଙ୍କୁଆମାଛ

6. ହୀରାକୁଦ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସମ୍ବଲପୁର
(B) ଅନୁଗୁଳ
(C) କୋରାପୁଟ
(D) କଳାହାଣ୍ଡି

7. ଚିପିଲିମା ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସମ୍ବଲପୁର
(B) ଅନୁଗୁଳ
(C) କୋରାପୁଟ
(D) କଳାହାଣ୍ଡି

8. ନାଲକୋ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସମ୍ବଲପୁର
(B) ଅନୁଗୁଳ
(C) କୋରାପୁଟ
(D) କଳାହାଣ୍ଡି

9. ତାଳଚେର ଥର୍ମାଲ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସମ୍ବଲପୁର
(B) ଅନୁଗୁଳ
(C) କୋରାପୁଟ
(D) କଳାହାଣ୍ଡି

10. ଝୋଟ କେଉଁ ଜିଲ୍ଲାରେ ବହୁଳଭାବରେ ଚାଷ କରାଯାଏ ?
(A) ବାଲେଶ୍ଵର
(B) ଯାଜପୁର
(C) ମୟୁରଭଞ୍ଜ
(D) ଗଞ୍ଜାମ

11. ନିମ୍ନ ଜିଲ୍ଲାଗୁଡ଼ିକ ମଧ୍ୟରୁ କେଉଁ ଜିଲ୍ଲାରେ ମକା ଚାଷ କରାଯାଏ ନାହିଁ ?
(A) କଳାହାଣ୍ଡି
(B) ନୂଆପଡ଼ା
(C) ଗଞ୍ଜାମ
(D) ପୁରୀ

12. ନିମ୍ନ ଜିଲ୍ଲାଗୁଡ଼ିକ ମଧ୍ୟରେ କେଉଁ ଜିଲ୍ଲାରେ ଗହମ ଚାଷ କରାଯାଏ ନାହିଁ ?
(A) ସମ୍ବଲପୁର
(B) ବଲାଙ୍ଗୀର
(C) କଳାହାଣ୍ଡି
(D) ଢେଙ୍କାନାଳ

13. କେନ୍ଦ୍ରୀୟ ମାଛଚାଷ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(A) ଭୁବନେଶ୍ଵର
(B) କଟକ
(C) ବ୍ରହ୍ମପୁର
(D) ସମ୍ବଲପୁର

14. କେନ୍ଦ୍ରୀୟ ଧାନଚାଷ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(A) ଭୁବନେଶ୍ଵର
(B) କଟକ
(C) ବ୍ରହ୍ମପୁର
(D) ସମ୍ବଲପୁର

15. ଓଡ଼ିଶାର ପ୍ରଧାନ ଫସଲ କ’ଣ ?
(A) ଧାନ
(B) ଗହମ
(C) ମକା
(D) ମାଣ୍ଡିଆ

16. ତୁତ୍ କେଉଁ ଜିଲ୍ଲାରେ ଚାଷ କରାଯାଏ ?
(A) କଟକ
(B) କଳାହାଣ୍ଡି
(C) ଫୁଲବାଣୀ
(D) ବଲାଙ୍ଗୀର

17. କପି କେଉଁ ଜିଲ୍ଲାରେ ଚାଷ କରାଯାଏ ?
(A) ଫୁଲବାଣୀ
(B) କଳାହାଣ୍ଡି
(C) କୋରାପୁଟ
(D) ପୁରୀ

18. ହଳଦୀ କେଉଁ ଜିଲ୍ଲାରେ ଚାଷ କରାଯାଏ ?
(A) ଗଞ୍ଜାମ
(B) କନ୍ଧମାଳ
(C) କୋରାପୁଟ
(D) ପୁରୀ

19. ଆଖୁ କେଉଁ ଜିଲ୍ଲାରେ ମୁଖ୍ୟତଃ ଚାଷ କରାଯାଏ ?
(A) ଭଦ୍ରକ
(B) କେନ୍ଦୁଝର
(C) ଯାଜପୁର
(D) କଟକ

[su_button url=”https://drive.google.com/open?id=1KuuvS7iFyKO7STzHM1mscks3onaW0n_8″ target=”blank” style=”stroked” background=”#1d2b1b” size=”2″ icon=”icon: send-o”]DOWNLOAD PDF HERE[/su_button]

NO COMMENTS

LEAVE A REPLY

Please enter your comment!
Please enter your name here