Odisha History Gk odia : Dear Friends Welcome to odisha sarkari exam, here we disucss ,odisha gk, odisha history gk , odisha history gk in odia, odisha gk, help to your all competitive exam.
odisha History GK In Odia | Odisha Gk
Q.1: ଲିଙ୍ଗରାଜ ମନ୍ଦିର କେବେ ନିର୍ମାଣ ହୋଇଥିଲା ?
[A] ଖ୍ରୀ. ୧୦୩୦ରୁ ଖ୍ରୀ, ୧୦୬୫
[B] ଖ୍ରୀ. ୧୦୦୦ରୁ ଖ୍ରୀ. ୧୦୩୦
[C] ଖ୍ରୀ. ୯୦୦ରୁ ଖ୍ରୀ. ୯୪୫
[D] ଉପରୋକ୍ତ ଶତାବ୍ଦୀ ମଧ୍ୟରୁ କୌଣସିଟି ନୁହେଁ
Q.2: ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ ଫୁଟ ?
[A] ୧୮୦ ଫୁଟ
[B] ୧୬୫ ଫୁଟ
[C] ୧୬୨ ଫୁଟ
[D] ୧ ୬୬ ଫୁଟ
Q.3: ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ?
[A] ଜନ୍ମେଜୟ କେଶରୀ
[B] ଉଦ୍ୟୋତ କେଶରୀ
[C] ଯଯାତି କେଶରୀ
[D] କୋଶଳ କେଶରୀ
[su_button url=”https://odishasarkariexam.in/computer-multiple-choice-questions/” target=”blank” style=”stroked” background=”#f8122b” size=”4″ icon=”icon: file-pdf-o”]କମ୍ପୁଟର ବିଷୟରେ MCQ ପଢିବା ପାଇଁ ଏଠି କ୍ଲିକ କରନ୍ତୁ [/su_button]
Q.4: ମୁକ୍ତେଶ୍ଵର ମନ୍ଦିରର ଉଚ୍ଚତା କେତେ ?
[A] ୫୦ ଫୁଟ ୬ ଇଞ୍ଚ
[B] ୫୫ ଫୁଟ ୬ ଇଞ୍ଚ
[C] ୪୦ ଫୁଟ ୬ ଇଞ୍ଚ
[D] ୩୪ ଫୁଟ ୬ ଇଞ୍ଚ
Q.5: ରାଜାରାଣୀ ମନ୍ଦିରର ନାମକରଣ ଏପରି କାହିଁକି ହୋଇଛି ?
[A] ରାଜା ଓ ରାଣୀ ଏହାକୁ କରିଥିବାରୁ
[B] ରାଜାଙ୍କୁ ରାଣୀ ଏପରି ମନ୍ଦିର କରିବାକୁ କହିଥିବାରୁ
[C] ରାଜା ଓ ରାଣୀଙ୍କ ସ୍ମତି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିବାରୁ
[D] ରାଜା ଓ ରାଣୀ ପଥରରେ ନିର୍ମିତ ହୋଇଥିବାରୁ
Q.6: ଖାରବେଳ କେଉଁ ଧର୍ମାବଲମ୍ବୀ ରାଜା ଥିଲେ ?
[A] ବୌଦ୍ଧ ଧର୍ମାବଲମ୍ବୀ
[B] ଗାଣପତ୍ୟ
[C] ଶାକ୍ତ
[D] ଜୈନଧର୍ମାବଲମ୍ବୀ
Q.7: ଭୌମକର ରାଜବଂଶ କେଉଁ ନଦୀ କୂଳରେ ଗଢ଼ି ଉଠିଥିଲା ?
[A] ମହାନଦୀ
[B] ବୈତରଣୀ ନଦୀ
[C] ଋଷିକୂଲ୍ୟା
[D] ଦୟାନଦୀ
Q.8:ଭୌମକର ରାଜବଂଶ କେବେ ପ୍ରତିଷ୍ଠା ହୋଇଥିଲା ?
[A] ୭୩୬ ଖ୍ରୀ.
[B] ୬୫୦ ଖ୍ରୀ.
[C] ୬୦୦ ଖ୍ରୀ.
[D] ୫୫୦ ଖ୍ରୀ.
Q.9:ସୋମବଂଶର ରାଜତ୍ଵ କେବେ ପ୍ରତିଷ୍ଠା ହୋଇଥିବା ଜଣାପଡ଼ୁଛି ?
[A] ୭ମ ଶତାବ୍ଦୀରୁ ୧୦ ଶତାବ୍ଦୀ
[B] ୯ମ ଶତାବ୍ଦୀରୁ ଦ୍ଵାଦଶ ଶତାବ୍ଦୀ
[C] ଦ୍ଵାଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ
[D] ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ
Q.10: ସୋମବଂଶର ରାଜାମାନେ କାହାକୁ ପୂଜା କରୁଥିଲେ ?
[A] ଦୁର୍ଗା
[B] କୃଷ୍ଣ
[C] ରାମ
[D] ଶିବ
[su_button url=”https://odishasarkariexam.in/odisha-first-person-odia-gk/” target=”blank” style=”stroked” background=”#5212f8″ size=”4″ icon=”icon: file-pdf-o”]click here to read odisha first person gk quiz [/su_button]
Q.11: କଳିଙ୍ଗ ଯୁଦ୍ଧ ପରେ କେଉଁ ଧର୍ମ ପୃଥବୀ ପ୍ରସିଦ୍ଧ ଧର୍ମଭାବରେ ପରିଣତ ହୋଇଥିଲା ?
[A] ହିନ୍ଦୁ ଧର୍ମ
[B] ଜୈନ ଧର୍ମ
[C] ବୌଦ୍ଧ ଧର୍ମ
[D] ଖ୍ରୀଷ୍ଟ ଧର୍ମ
Q.12: ବିଶ୍ୱ ଇତିହାସରେ କଳିଙ୍ଗ ଯୁଦ୍ଧର ବିଶେଷତ୍ଵ କ’ଣ ?
[A] ଏକ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ
[B] ଯୁଦ୍ଧ ପରେ ବହୁଲୋକ ଅନାହାରରେ ମୃତ୍ୟୁବରଣ କଲେ
[C] ଦେଢ଼ଲକ୍ଷ ଲୋକ ବନ୍ଦୀ ହୋଇଥିଲେ
[D] ଅଶୋକ ଯୁଦ୍ଧଖୋର ନୀତିଛାଡ଼ି ଧର୍ମାଶୋକରେ ପରିଣତ ହେଲେ
Q.13: ଖାରବେଳ କେବେ ସିଂହାସନ ଆରୋହଣ କରିଥିଲେ ?
[A] ଖ୍ରୀ.ପୂ. ୧୫୯
[B] ଖ୍ରୀ.ପୂ. ୧୫୫
[C] ଖ୍ରୀ.ପୂ. ୧୫୦
[D] ଖ୍ରୀ.ପୂ. ୧୪୫
Q.14: ଅଶୋକ କେବେ ମୃତ୍ୟୁବରଣ କରିଥିଲେ ?
[A] ଖ୍ରୀ.ପୂ. ୨୩୦
[B] ଖ୍ରୀ.ପୂ. ୨୩୨
[C] ଖ୍ରୀ.ପୂ. ୨୩୩
[D] ଖ୍ରୀ.ପୂ. ୨୩୫
Q.15:ମଗଧ ଆକ୍ରମଣ କରି ଖାରବେଳ କ’ଣ ସ୍ୱଦେଶକୁ ଫେରାଇ ଆଣିଥିଲେ ?
[A] ବୌଦ୍ଧ ମୂର୍ତ୍ତି
[B] ଜୀନ ମୂର୍ତ୍ତି
[C] ଜଗନ୍ନାଥଙ୍କ ମୂର୍ତ୍ତି
[D] ଗଣେଶଙ୍କ ମୂର୍ତ୍ତି
Q.16:କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
[A] ଖ୍ରୀ.ପୂ. ୨୬୨
[B] ଖ୍ରୀ.ପୂ. ୨୬୧
[C] ଖ୍ରୀ.ପୂ. ୨୬୪
[D] ଖ୍ରୀ.ପୂ. ୨୬୫
Q.17: ଅଶୋକଙ୍କୁ କଳିଙ୍ଗ ଆକ୍ରମଣ ସମୟରେ କଳିଙ୍ଗରେ କେଉଁ ଶାସନ ପ୍ରଚଳିତ ଥିଲା ?
[A] ରାଜତନ୍ତ୍ର
[B] ଏକଛତ୍ରବାଦ
[C] ଗଣତନ୍ତ୍ର
[D] ଜମିଦାରୀ
Q.18:ଅଶୋକଙ୍କୁ ଆକ୍ରମଣ ସମୟରେ କଳିଙ୍ଗରେ କେଉଁ ବାହିନୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ?
[A] ପଦାତିକ ବାହିନୀ
[B] ଅଶ୍ଵବାହିନୀ
[C] ହସ୍ତୀ ବାହିନୀ
[D] ରଥାରୋହୀ
Q.19: ଅଶୋକଙ୍କୁ କଳିଙ୍ଗ ଆକ୍ରମଣର ଉଦେଶ୍ୟ କ’ଣ ଥିଲା ?
[A] ଅର୍ଥନୈତିକ
[B] ରାଜନୈତିକ
[C] ପ୍ରେମ ଜନିତ
[D] ପ୍ରତିହିଂସା ପରାୟଣ
Q.20: କଳିଙ୍ଗ ଯୁଦ୍ଧରେ କେତେ ଲୋକ ମୃତ୍ୟୁବରଣ କରିଥିଲେ ?
[A] ୨ ଲକ୍ଷ
[B] ୧ ଲକ୍ଷ
[C] ୫୦ ହଜାର
[D] ୨୫ ହଜାର
Q.21: ଚୋଡ଼ଗଙ୍ଗଦେବ କେତେ ବର୍ଷ ବୟସରେ ରାଜା ହୋଇଥିଲେ ?
[A] ୨ ବର୍ଷ
[B] ୫ ବର୍ଷ
[C] ୬ ବର୍ଷ
[D] ୭ ବର୍ଷ
Q.22: ଚୋଡ଼ଗଙ୍ଗଦେବ କେତେ ବର୍ଷ ରାଜ୍ୟ ଶାସନ କରିଥିଲେ ?
[A] ୬୦ ବର୍ଷ
[B] ୬୫ ବର୍ଷ
[C] ୬୬ ବର୍ଷ
[D] ୭୦ ବର୍ଷ
Q.23: ଜଗନ୍ନାଥ ମନ୍ଦିର ‘କିଏ ନିର୍ମାଣ କରିଥିଲେ
?
[A] ନରସିଂହଦେବ
[B] ତୃତୀୟ ଅନଙ୍ଗଭୀମଦେବ
[C] ଚୋଡ଼ଗଙ୍ଗଦେବ
[D] ରାଜରାଜଦେବ
Q.24: ଜଗନ୍ନାଥ ମନ୍ଦିରର ଉଚ୍ଚତା କେତେ ?
[A] ୨ ୧୫ ଫୁଟ ୮ ଇଞ୍ଚ
[B] ୨୧୪ ଫୁଟ ୮ ଇଞ୍ଚ
[C] ୨ ୧୩ ଫୁଟ ୮ ଇଞ୍ଚ
[D] ୧୨ ଫୁଟ ୮ ଇଞ୍ଚ
Q.25: କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ ?
[A] ନରସିଂହ ଦେବ
[B] ତୃତୀୟ ଅଙ୍ଗଭୀମ ଦେବ
[C] ଚୋଡ଼ଗଙ୍ଗ ଦେବ
[D] ରାଜରାଜ ଦେବ
Q.26: ସୂର୍ଯ୍ୟ ମନ୍ଦିରରେ କେତୋଟି ଚକ ଅଛି ?
[A] ୨୦ଟି
[B] ୨୧ଟି
[C] ୨୨ଟି
[D] ୨୪ଟି
Q.27: କପିଳେନ୍ଦ୍ର ଦେବ କେବେ ସିଂହାସନ ଆରୋହଣ କରିଥିଲେ ?
[A] ୧୪୩୫ ଖ୍ରୀ.
[B] ୧୪୩୬ ଖ୍ରୀ.
[C] ୧୪୩୭ ଖ୍ରୀ.
[D] ୧୪୩୮ ଖ୍ରୀ.
Q.28: କପିଳେନ୍ଦ୍ର ଦେବଙ୍କ ରଚିତ ନାଟକର ନାମ କଣ ?
[A] ରାମଚନ୍ଦ୍ର ବିଜୟ
[B] କୃଷ ବିଜୟ
[C] ପରଶୁରାମ ବିଜୟ
[D] ଲଙ୍କା ବିଜୟ
Q.29: କପିଳେନ୍ଦ୍ର ଦେବଙ୍କ ରାଜତ୍ବ ସମୟରେ କେଉଁ ପ୍ରସିଦ୍ଧ କବି ମହାନ କାବ୍ୟ ରଚନା କରିଛନ୍ତି ?
[A] ସାରଳା ଦାସ
[B] ଜଗନ୍ନାଥ ଦାସ
[C] ବଳରାମ ଦାସ
[D] ଶିଶୁ ଅନନ୍ତ ଦାସ
Q.30: କପିଳେନ୍ଦ୍ର ଦେବଙ୍କ ପରେ କିଏ ଉତ୍କଳର ସିଂହାସନ ଆରୋହଣ କରିଥିଲେ ?
[A] ପୁରୁଷୋତ୍ତମଦେବ
[B] ହିମିରଦେବ
[C] ପ୍ରତାପରୁଦ୍ରଦେବ
[D] କାଲୁଆଦେବ
Q.31: ଭୁବନେଶ୍ଵର କପିଳେଶ୍ୱର ମନ୍ଦିର କିଏ ନିର୍ମାଣ କରିଥିଲେ ?
[A] କପିଳେନ୍ଦ୍ରଦେବ
[B] ପୁରୁଷୋତ୍ତମଦେବ
[C] ପତାପରୁଦ୍ରଦେବ
[D] ହମ୍ରଦେବ
Q.32: ଧବଳେଶ୍ୱର ମନ୍ଦିର କିଏ ନିର୍ମାଣ କରିଥିଲେ ?
[A] କପିଳେନ୍ଦ୍ରଦେବ
[B] ପୁରୁଷୋତ୍ତମଦେବ
[C] ପ୍ରତାପରୁଦ୍ରଦେବ
[D] ହରଦେବ
Q.33: ସୂର୍ଯ୍ୟବଂଶୀ ରାଜ୍ୟ ଶାସନ କାଳରେ କେଉଁ ମାନେ କର ଦେଉନଥିଲେ ?
[A] ବ୍ରାହ୍ମଣ
[B] କ୍ଷତ୍ରିୟ
[C] ବୈଶ୍ୟ
[D] ଶୁଦ୍ର
Q.34: ଭୋଇ ବଂଶର ପ୍ରତିଷ୍ଠାତା କିଏ ?
[A] ଜନାର୍ଦ୍ଦନ ବିଦ୍ୟାଧର
[B] ଗୋବିନ୍ଦ ବିଦ୍ୟାଧର
[C] ଚକ୍ରପ୍ରତାପ
[D] ନରସିଂହ ଜେନା
Q.35: ଗୋବିନ୍ଦ ବିଦ୍ୟାଧରଙ୍କ ନାମ ଇତିହାସରେ କିପରି ସ୍ଥାନ ପାଇଛି ?
[A] କପଟୀ ଶାସକ ଭାବରେ
[B] ସୁଶାସକ ଭାବରେ
[C] ସ୍ବାର୍ଥପର ଓ ବିଶ୍ବାସଘାତକ ଭାବରେ
[D] ଜଣେ ଧାର୍ମିକ ଭାବରେ
Q.36: ଗୋବିନ୍ଦ ବିଦ୍ୟାଧର କେଉଁଠାରେ ପ୍ରାଣତ୍ୟାଗ କରିଥିଲେ ?
[A] କଟକର ବାରବାଟୀ ଦୁର୍ଗରେ
[B] ପୁରୀରେ
[C] ଯାଜପୁର ଦଶାଶ୍ବମେଧଘାଟରେ
[D] ଗୋଲକୋଣ୍ଡାରେ
Q.37: ମୁକୁନ୍ଦ ଦେବ କେବେ ସିଂହାସନ ଆରୋହଣ କରିଥିଲେ ?
[A] ୧୫୫୫ ଖ୍ରୀଷ୍ଟାବ୍ଦ
[B] ୧୫୫୭ ଖ୍ରୀଷ୍ଟାବ୍ଦ
[C] ୧୫୫୯ ଖ୍ରୀଷ୍ଟାବ୍ଦ
[D] ୧୫୬୦ ଖ୍ରୀଷ୍ଟାବ୍ଦ
[su_button url=”https://t.me/odishasarakariexam” target=”blank” style=”stroked” background=”#330a0e” size=”4″ icon=”icon: send-o”]ଆମର ଟେଲିଗ୍ରାମ ଚେନେଲ ରେ ଯୋଗ ଦିଅନ୍ତୁ [/su_button]
Q.38: ଓଡ଼ିଶାର ଶେଷ ସ୍ଵାଧୀନ ସମ୍ରାଟ କିଏ ଥିଲେ ?
[A] ପ୍ରତାପରୁଦ୍ର ଦେବ
[B] ମୁକୁନ୍ଦ ଦେବ
[C] ରାମଚନ୍ଦ୍ର ଭଞ୍ଜ
[D] ଚକ୍ର ପ୍ରତାପ
Q.39: ଓଡ଼ିଶାର ସ୍ୱାଧୀନତାର ସୂର୍ଯ୍ୟ କେଉଁଠାରେ ଅସ୍ତମିତ ହୋଇଗଲା ?
[A] ଗୋହିରିଟିକରା
[B] ବାରବାଟୀ ଦୁର୍ଗ
[C] ଦଶ୍ୱାଶମେଧ ଘାଟ
[D] ଗଙ୍ଗାନଦୀ କୂଳ
[su_button url=”https://t.me/odishasarakariexam” target=”blank” style=”stroked” background=”#330a0e” size=”4″ icon=”icon: send-o”]ଆମର ଟେଲିଗ୍ରାମ ଚେନେଲ ରେ ଯୋଗ ଦିଅନ୍ତୁ [/su_button]
Q.40: ମୁକୁନ୍ଦ ଦେବଙ୍କର କେବେ ମୃତ୍ୟୁ ହୋଇଥିଲା ?
[A] ୧୫୬୪ ଖ୍ରୀଷ୍ଟାବ୍ଦ
[B] ୧୫୬୫ ଖ୍ରୀଷ୍ଟାବ୍ଦ
[C] ୧୫୬୭ ଖ୍ରୀଷ୍ଟାବ୍ଦ
[D] ୧୫୬୮ ଖ୍ରୀଷ୍ଟାବ୍ଦ