Buy Best Competitive Exam Book With Low Price

Odisha History Short Questions Odia || Odisha gk mcq

More articles

⚡️ Odisha History Question answer in odia | Odisha gk odia

ନମସ୍କାର ଦସ୍ତୋ ? !!! ଓଡିଶା ର ନମ୍ବର 1 GK ୱେବସାଇଟ ? ରେ ଆପଣଙ୍କୁ ସ୍ୱାଗତ || ଏହି ପୋଷ୍ଟ  ରେ ଓଡିଶା ଇତିହାସ ର କିଛି ମହତ୍ୱପୂର୍ଣ୍ଣ ଜିକେ ( Odisha History Question answer in odia )ଡିସ୍କସ କରିବାକୁ ଯାଉଛୁ ଯାହା ଆପଣଙ୍କୁ ପରୀକ୍ଷାରେ ବହୁତ ସାହାଯ୍ୟ କରିବ || ଟେଷ୍ଟ ନମ୍ବର 1 କୁ ଡିସ୍କସ କରିଛୁ || କହନ୍ତି ସେୟାରିଂ ଇଜ କେୟାରିଙ୍ଗ ଭଲ ଲାଗିଲେ ସେୟାର କରନ୍ତୁ ଓ ଅନ୍ୟ ମାନଙ୍କୁ ପଢିବାରେ ସାହାଯ୍ୟ କରନ୍ତୁ | ଆଗକୁ ବହୁତ ସାରା MCQ ପ୍ରଶ୍ନ ଆସିବ ସେଥିପାଇଁ ତଳେ ଦିଆଯାଇଥିବା ବେଳ ? ଆଇକନ ଦବାଇ ଫ୍ରି ରେ ଆମ ସହିତ ଯୋଡି ଯାନ୍ତୁ | ଯାହା ଦ୍ୱାରା ଆପଣ ଙ୍କୁ ଭବିଷ୍ୟତ ରେ ସବୁ ବିଷୟର MCQ ଜିକେ PDF ମିଳିଯିବ ||

ଓଡିଶା ଇତିହାସ ର କିଛି ମହତ୍ୱପୂର୍ଣ୍ଣ ଜିକେ

1. ଲିଙ୍ଗରାଜ ମନ୍ଦିର କେବେ ନିର୍ମାଣ ହୋଇଥିଲା ?
(A) ଖ୍ରୀ. ୧୦୩୦ରୁ ଖ୍ରୀ, ୧୦୬୫
(B) ଖ୍ରୀ. ୧୦୦୦ରୁ ଖ୍ରୀ. ୧୦୩୦
(C) ଖ୍ରୀ. ୯୦୦ରୁ ଖ୍ରୀ. ୯୪୫
(D) ଉପରୋକ୍ତ ଶତାବ୍ଦୀ ମଧ୍ୟରୁ କୌଣସିଟି ନୁହେଁ

Ans-A ✔

2. ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ ଫୁଟ ?
(A) ୧୮୦ ଫୁଟ
(B) ୧୬୫ ଫୁଟ
(C) ୧୬୨ ଫୁଟ
(D) ୧ ୬୬ ଫୁଟ

Ans-A ✔

3. ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ?
(A) ଜନ୍ମେଜୟ କେଶରୀ
(B) ଉଦ୍ୟୋତ କେଶରୀ
(C) ଯଯାତି କେଶରୀ
(D) କୋଶଳ କେଶରୀ

Ans-C ✔

4. ମୁକ୍ତେଶ୍ଵର ମନ୍ଦିରର ଉଚ୍ଚତା କେତେ ?
(A) ୫୦ ଫୁଟ ୬ ଇଞ୍ଚ
(B) ୫୫ ଫୁଟ ୬ ଇଞ୍ଚ
(C) ୪୦ ଫୁଟ ୬ ଇଞ୍ଚ
(D) ୩୪ ଫୁଟ ୬ ଇଞ୍ଚ

Ans-D ✔

5. ରାଜାରାଣୀ ମନ୍ଦିରର ନାମକରଣ ଏପରି କାହିଁକି ହୋଇଛି ?
(A) ରାଜା ଓ ରାଣୀ ଏହାକୁ କରିଥିବାରୁ
(B) ରାଜାଙ୍କୁ ରାଣୀ ଏପରି ମନ୍ଦିର କରିବାକୁ କହିଥିବାରୁ
(C) ରାଜା ଓ ରାଣୀଙ୍କ ସ୍ମତି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିବାରୁ
(D) ରାଜା ଓ ରାଣୀ ପଥରରେ ନିର୍ମିତ ହୋଇଥିବାରୁ

Ans-D ✔

6. ଖାରବେଳ କେଉଁ ଧର୍ମାବଲମ୍ବୀ ରାଜା ଥିଲେ ?
(A) ବୌଦ୍ଧ ଧର୍ମାବଲମ୍ବୀ
(B) ଗାଣପତ୍ୟ
(C) ଶାକ୍ତ
(D) ଜୈନଧର୍ମାବଲମ୍ବୀ

Ans-D ✔

7. ଭୌମକର ରାଜବଂଶ କେଉଁ ନଦୀ କୂଳରେ ଗଢ଼ି ଉଠିଥିଲା ?
(A) ମହାନଦୀ
(B) ବୈତରଣୀ ନଦୀ
(C) ଋଷିକୂଲ୍ୟା
(D) ଦୟାନଦୀ

Ans-B ✔

8. ଭୌମକର ରାଜବଂଶ କେବେ ପ୍ରତିଷ୍ଠା ହୋଇଥିଲା ?
(A) ୭୩୬ ଖ୍ରୀ.
(B) ୬୫୦ ଖ୍ରୀ.
(C) ୬୦୦ ଖ୍ରୀ.
(D) ୫୫୦ ଖ୍ରୀ.

Ans-A ✔

9. ସୋମବଂଶର ରାଜତ୍ଵ କେବେ ପ୍ରତିଷ୍ଠା ହୋଇଥିବା ଜଣାପଡ଼ୁଛି ?
(A) ୭ମ ଶତାବ୍ଦୀରୁ ୧୦ ଶତାବ୍ଦୀ
(B) ୯ମ ଶତାବ୍ଦୀରୁ ଦ୍ଵାଦଶ ଶତାବ୍ଦୀ
(C) ଦ୍ଵାଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ
(D) ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ

Ans-B ✔

10. ସୋମବଂଶର ରାଜାମାନେ କାହାକୁ ପୂଜା କରୁଥିଲେ ?
(A) ଦୁର୍ଗା
(B) କୃଷ୍ଣ
(C) ରାମ
(D) ଶିବ

Ans-D ✔

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest