odisha khanija sampada gk | Odisha gk pdf
ନମସ୍କାର ଦସ୍ତୋ ଆଜିର ପୋଷ୍ଟ ରେ ଓଡିଶାର ଖଣିଜ ସମ୍ପଦ ବିଷୟରେ ଡିସ୍କସ କରାଯାଇଛି ( odisha khanija sampada gk). ଯେଉଁଟାକି ଆପଣଙ୍କୁ ଓଡ଼ିଶାର ପ୍ରତ୍ୟକ ପରୀକ୍ଷା ପାଇଁ ସାହାଯ୍ୟ କରିବ |
ଓଡ଼ିଶାରେ ଖଣିଜ ପଦାର୍ଥ
1. ଯୋଡ଼ା ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
2. ବ୍ୟଶପାଣି ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
3. ବରସୁଆଁ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
4. ଟେନ୍ସା ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
5. ଦୈତାରୀ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
6. ଗୋରୁମହିଷାଣି ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
17. ବାଦାମପାହାଡ଼ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
8. ତାଳଡିହ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୁରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
9. କିରିବୁର ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
10. ବଡ଼ବିଲ ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
11. ଟକା ଲୁହାପଥର ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କଟକ
12. ଜମନକିରା ମାଙ୍ଗାନିଜ ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) କଳାହାଣ୍ଡି
(C) କେନ୍ଦୁଝର
(D) ବଲାଙ୍ଗୀର
13. ପାଟମୁଣ୍ଡା ମାଙ୍ଗାନିଜ ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ? |
(A) ସୁନ୍ଦରଗଡ଼
(B) କଳାହାଣ୍ଡି
(C) କେନ୍ଦୁଝର
(D) ବଲାଙ୍ଗୀର
14. ନାକଟିପାଲ ମାଙ୍ଗାନିଜ ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) କଳାହାଣ୍ଡି
(C) କେନ୍ଦୁଝର
(D) ବଲାଙ୍ଗୀର
15. ନିଶିଖାଇ ମାଙ୍ଗାନିଜ ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) କଳାହାଣ୍ଡି
(C) କେନ୍ଦୁଝର
(D) ବଲାଙ୍ଗୀର
16. ଭଦ୍ରାସାହି ମାଙ୍ଗାନିଜ କଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) କଳାହାଣ୍ଡି
(C) କେନ୍ଦୁଝର
(D) ବଲାଙ୍ଗୀର
17. କୋଇଡ଼ା ମାଙ୍ଗାନିଜ ଖଣ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) କଳାହାଣ୍ଡି
(C) କେନ୍ଦୁଝର
(D) ବଲାଙ୍ଗୀର
[su_posts template=”templates/list-loop.php” order=”desc”]
18. ଭାଲୁଡ଼ୁଙ୍ଗୁରୀ ମାଙ୍ଗାନିଜ ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) କଳାହାଣ୍ଡି
(C) କେନ୍ଦୁଝର
(D) ବଲାଙ୍ଗୀର
19. କୁଟିଙ୍ଗା ମାଙ୍ଗାନିଜ ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) କେନ୍ଦୁଝର
(C) ବଲାଙ୍ଗୀର
(D) କୋରାପୁଟ
20. ସାରୁଆବିଲ କ୍ରୋମାଇଟ୍ ଖଣି କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) କେନ୍ଦୁଝର
(C) ଯାଜପୁର
(D) ଜଗତସିଂହପୁର
21. ନୂଆପଡ଼ା ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ କେଉଁ ଖଣି ଅବସ୍ଥିତ ?
(A) ବକ୍ସାଇଟ୍
(B) କ୍ରୋମାଇଟ୍
(C) ମାଙ୍ଗାନିଜ
(D) ଲୁହାପଥର
22. ଯାଜପୁର ଜିଲ୍ଲାର ସୁକିନ୍ଦା କ’ଣ ପାଇଁ ପ୍ରସିଦ୍ଧ ?
(A) ବକ୍ସାଇଟ୍
(B) କ୍ରୋମାଇଟ୍
(C) ମାଙ୍ଗାନିଜ
(D) ନିକେଲ
23. ସମ୍ବଲପୁର ଜିଲ୍ଲାର ବୀରମିତ୍ରପୁର କ’ଣ ପାଇଁ ପ୍ରସିଦ୍ଧ ?
(A) ନିକେଲ
(B) ଚୁନପଥର
(C) କୋଇଲା
(D) ଗ୍ରାଫାଇଟ୍
24. ଅନୁଗୁଳର ତାଳଚେର କ’ଣ ପାଇଁ ପ୍ରସିଦ୍ଧ ? –
(A) ନିକେଲ
(B) ଚୁନପଥର
(C) କୋଇଲା
(D) ଗ୍ରାଫାଇଟ୍
25. ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଓ ଟିଟିଲାଗଡ଼ କ’ଣ ପାଇଁ ପ୍ରସିଦ୍ଧ ?
(A) ନିକେଲ
(B) ଚୁନପଥର
(C) କୋଇଲା
(D) ଗ୍ରାଫାଇଟ୍
ଯଦି ପୋଷ୍ଟ ଟି ଆପଣଙ୍କୁ ପସନ୍ଦ ଆସିଥାଏ ନିଜ ସାଙ୍ଗ ମାନଙ୍କ ସହ ସେୟାର କରି ଅନ୍ୟ ମାନଙ୍କୁ ପଢିବାରେ ସାହାଯ୍ୟ କରନ୍ତୁ | ଆଉ ଯଦି ପ୍ରତିଦିନ PDF ଚାହୁଁଛନ୍ତି ତଳେ ଥିବା ନାଲି ବେଳ ବୋଟୋନ କୁ କ୍ଲିକ କରି ଶବସକ୍ରାଇବ କରି ନିଅନ୍ତୁ |
[su_button url=”https://drive.google.com/open?id=13m7XRz-U732CGDJTiD62_oFYFe3h0gcY” target=”blank” style=”stroked” background=”#0a21b6″ icon=”icon: send-o”]DOWNLOAD PDF [/su_button]