Saturday, June 12, 2021
HomeOdisha GkOdisha Lakes and Waterfall gk odia | Odisha gk PDF

Odisha Lakes and Waterfall gk odia | Odisha gk PDF

Odisha Lakes and Waterfall gk odia

ନମସ୍କାର ଦସ୍ତୋ ଆଜିର ପୋଷ୍ଟ ରେ ଓଡ଼ିଶାର ଜଳପ୍ରପାତ ଓ ହ୍ରଦ (Odisha Lakes and Waterfall gk odia) ବିଷୟରେ ଡିସ୍କସ କରାଯାଇଛି ଯେଉଁଟାକି ଆପଣଙ୍କ ସମସ୍ତ ପରୀକ୍ଷା ପାଇଁ ସାହାଯ୍ୟ କରିବ |

ଓଡ଼ିଶାର ଜପ୍ରସ୍ରବଣ, ଜଳପ୍ରପାତ

1. ଡୋକ୍ରିଚଞ୍ଚଳା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) କଳାହାଣ୍ଡି
(D) ସୁନ୍ଦରଗଡ଼

2. ଘୃସିଗୁଡ଼ି ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) କଳାହାଣ୍ଡି
(D) ସୁନ୍ଦରଗଡ଼

3. ଶ୍ରାବଣଧାରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଳାହାଣ୍ଡି
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କୋରାପୁଟ

4. ହରିଶଙ୍କର ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଳାହାଣ୍ଡି
(B) ବଲାଙ୍ଗୀର
(C) ସୁନ୍ଦରଗଡ଼
(D) କୋରାପୁଟ

5. ଖଣ୍ଡାହାତୀ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଳାହାଣ୍ଡି
(B) ବଲାଙ୍ଗୀର
(C) ସୁନ୍ଦରଗଡ଼
(D) କୋରାପୁଟ

6. ମୁରୁଗାମହାଦେବ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କୋରାପୁଟ

7. ହାଣ୍ଡିଭଙ୍ଗା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କୋରାପୁଟ
(C) ସୁନ୍ଦରଗଡ଼
(D) କେନ୍ଦୁଝର

8. ଫୁଲରୀଝରଣା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) କଳାହାଣ୍ଡି
(D) କୋରାପୁଟ

9. ଖଣ୍ଡୁଆଳ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) କଳାହାଣ୍ଡି
(D) କୋରାପୁଟ

10. ବ୍ୟଶକେଳା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୁରଭଞ୍ଜ
(B) କଳାହାଣ୍ଡି
(C) ସୁନ୍ଦରଗଡ଼
(D) କେନ୍ଦୁଝର

11. ଓଡ଼ିଶାରେ ମୋଟ କେତୋଟି ଉଷ୍ଣପ୍ରସ୍ରବଣ ଅଛି ?
(A) ୨
(B) ୫
(C) ୮
(D) ୧୦

12. ଅଟ୍ରି ଉଷ୍ଣପ୍ରସ୍ରବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ଖୋର୍ଦ୍ଧା
(C) ପୁରୀ
(D) ଗଞ୍ଜାମ

13. ତପ୍ତପାଣି ଜଷ୍ଣପ୍ରସ୍ରବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ଖୋଦ୍ଧା
(C) ଗଞ୍ଜାମ
(D) ଗଜପତି

14. ଦେଉଳଝରି ଉଷ୍ଣପ୍ରସ୍ରବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) ଢେଙ୍କାନାଳ
(C) ଅନୁଗୁଳ
(D) ବାରିପଦା


[su_posts template=”templates/list-loop.php” tax_term=”95″ order=”desc”]


15. ବଂଶକେଳା ଉଷ୍ଣପ୍ରସ୍ରବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଅନୁଗୁଳ
(B) କଳାହାଣ୍ଡି
(C) ନୟାଗଡ଼
(D) ଖୋର୍ଦ୍ଧା

16 ତାରାବୋଲ ଉଷ୍ଣପ୍ରସ୍ରବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଅନୁଗୁଳ
(B) ନୟାଗଡ଼
(C) ଖୋଦ୍ଧି
(D) ଗଞ୍ଜାମ

17. ଡୁଡୁମା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କୋରାପୁଟ

18. ସାନଘାଘରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କୋରାପୁଟ
(C) ସୁନ୍ଦରଗଡ଼
(D) କେନ୍ଦୁଝର

19. ବଡ଼ଘାଘରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କୋରାପୁଟ
(C) ସୁନ୍ଦରଗଡ଼
(D) କେନ୍ଦୁଝର

20. ଖଣ୍ଡାଧାର ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) କେନ୍ଦୁଝର
(C) ସୁନ୍ଦରଗଡ଼
(D) କୋରାପୁଟ

21. ନୃସିଂହନାଥ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ବରଗଡ଼
(B) ବଲାଙ୍ଗୀର
(C) ସୁନ୍ଦରଗଡ଼
(D) କୋରାପୁଟ

22. ହାତୀପଥର ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ବରଗଡ଼
(B) ରାୟଗଡ଼ା
(C) ସୁନ୍ଦରଗଡ଼
(D) କୋରାପୁଟ

23. କପିଳାସ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କେଉଁଝର
(B) କଟକ
(C) ଢେଙ୍କାନାଳ
(D) ଅନୁଗୁଳ

24. ପ୍ରଧାନପାଟ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଦେବଗଡ଼
(B) ବରଗଡ଼
(C) ବଲାଙ୍ଗୀର
(D) ଢେଙ୍କାନାଳ

25. ବରେହିପାଣି ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ମୟୂରଭଞ୍ଜ
(B) ବରଗଡ଼
(C) କେଉଁଝର
(D) ସୁନ୍ଦରଗଡ଼

26. ଯୋରନ୍ଦା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କେଉଁଝର
(B) ମୟୁରଭଞ୍ଜ
(C) ବରଗଡ଼
(D) ସୁନ୍ଦରଗଡ଼

27. ପୁଟୁଡି ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ସୁନ୍ଦରଗଡ଼
(B) ଫୁଲବାଣୀ
(C) କେଉଁଝର
(D) କନ୍ଧମାଳ

28. ବାଗ୍ରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କୋରାପୁଟ
(B) ବଲାଙ୍ଗୀର
(C) କେଉଁଝର
(D) କଟକ

29. ଦେବକୁଣ୍ଡ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଫୁଲବାଣୀ
(B) ମୟୂରଭଞ୍ଜ
(C) ବୌଦ୍ଧ
(D) କଟକ

30. କେଦାରଗୌରୀ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ପୁରୀ
(B) ଖୋର୍ଦ୍ଧା
(C) କଟକ
(D) ଜଗତସିଂହପୁର

31. ବରୁଣେଇ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ? –
(A) ଖୋଦ୍ଧା
(B) ପୁରୀ
(C) କଟକ
(D) କେନ୍ଦ୍ରାପଡ଼ା

32. ଚଣ୍ଡିଖୋଲ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଯାଜପୁର
(B) କଟକ
(C) କେନ୍ଦ୍ରପଡ଼ା
(D) ଢେଙ୍କାନାଳ

33. ମହାବିନାୟକ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ଯାଜପୁର
(C) କେନ୍ଦ୍ରାପଡ଼ା
(D) ଢେଙ୍କାନାଳ

34. ବୁଦ୍ଧଖୋଲ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଗଞ୍ଜାମ
(B) କଟକ
(C) ଗଜପତି
(D) ଯାଜପୁର

35. ନାରାୟଣୀ ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଗଞ୍ଜାମ
(B) କଟକ
(C) ଗଜପତି
(D) ଯାଜପୁର

36. ନିର୍ମଳଝର ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ଗଞ୍ଜାମ
(C) ଗଜପତି
(D) ଯାଜପୁର

37. ପାତାଳଗଙ୍ଗା ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) କଟକ
(B) ନୂଆପଡ଼ା
(C) ଗଜପତି
(D) ଗଞ୍ଜାମ

38. ପଞ୍ଚଲିଙ୍ଗେଶ୍ଵର ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ଭଦ୍ରକ
(B) ବାଲେଶ୍ଵର
(C) ଯାଜପୁର
(D) କଟକ

39. ଗୋସିଙ୍ଗାଝର ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ନୟାଗଡ଼
(B) ନୂଆପଡ଼ା
(C) ଅନୁଗୁଳ
(D) ଯାଜପୁର

40. ଝାରବେଡ଼ା ଝରଣା କେଉଁ ଜିଲ୍ଲାରେ ଅବସ୍ଥିତ ?
(A) ନୟାଗଡ଼
(B) ନୂଆପଡ଼ା
(C) ଅନୁଗୁଳ
(D) ଢେଙ୍କାନାଳ

[su_button url=”https://drive.google.com/open?id=1XjHO8IUN6jNLhutX_UoG1zkq2s023aNx” target=”blank” style=”stroked” background=”#255f1c” icon=”icon: send-o”]ଏଠାରେ PDF ଡାଉନଲୋଡ କରନ୍ତୁ [/su_button]

LEAVE A REPLY

Please enter your comment!
Please enter your name here

- Advertisment -

Most Popular