Select Your Favourite
Category And Start Learning.

Odisha Title Person ||ଓଡ଼ିଶାର ଉପାଧିପ୍ରାପ୍ତ ବ୍ୟକ୍ତି ||| Odisha gk in odia

ଓଡ଼ିଶାର ଉପାଧିପ୍ରାପ୍ତ ବ୍ୟକ୍ତି

ନମସ୍କାର ଦସ୍ତୋ ଏହି ପୋଷ୍ଟରେ ଆମେ ଏକ ଓଡିଶା ଜିକେ ବିଷୟରେ ଡିସ୍କସ କରିଛୁ ଓଡ଼ିଶାର ଉପାଧିପ୍ରାପ୍ତ ବ୍ୟକ୍ତି ଯେଉଁଟାକି ଅପଣଂକର ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ |

ଓଡ଼ିଶାର ଉପାଧିପ୍ରାପ୍ତ ବ୍ୟକ୍ତି

ବୁଦ୍ଧଦେବ ଏସିଆର ଆଲୋକ
ବିବେକାନନ୍ଦ  ସ୍ବାମୀଜୀ
ଶଙ୍କରାଚାର୍ଯ୍ୟ ଜଗତଗୁରୁ
ଜବାହରଲାଲ୍ ନେହେରୁ ଚାଚାଜୀ
ମୋହନ ଦାସ କରମଚାନ୍ଦ ଗାନ୍ଧୀ ଜାତିର ପିତା
ଲାଲବାହାଦୂର ଶାସ୍ତ୍ରୀ ମହାତ୍ମା ଗାନ୍ଧୀ
ସୁଭାଷ ଚନ୍ଦ୍ର ବୋଷ  ନେତାଜୀ
ବଲ୍ଲଭ ଭାଇ ପଟେଲ୍ ସର୍ଦାର, ଲୌହମାନବ
ଲାଲା ଲାଜପତ୍ ରାୟ ଶେର-ଇ-ପଞ୍ଜାବ
ବାଲ ଗଙ୍ଗାଧର ତିଳକ ଲୋକମାନ୍ୟ
ଦାଦାଭାଇ ନାରୋଜୀ କୁଳଗୁରୁ
ରବିନ୍ଦ୍ରନାଥ ଠାକୁର ଗୁରୁଦେବ, ବିଶ୍ଵକବି
ବିନୋବା ଭାବେ ଆଚାର୍ଯ୍ୟ
ପୁରୁଷୋତ୍ତମ ଟଣ୍ଡନ ରାଜର୍ଷି
ପଣ୍ଡିତ ମଦନ ମୋହନ ମାଲବ୍ୟ ମହାମାନ୍ୟ
ଛତ୍ରପତି ଶିବାଜୀ ମରାଠା କେଶରୀ
ଚିତ୍ତରଞ୍ଜନ ଦାସ ଦେଶବନ୍ଧୁ
ଜୟପ୍ରକାଶ ନାରାୟଣ ଲୋକନାୟକ
ସରୋଜିନୀ ନାଇଡୁ ବୁଲବୁଲ୍
ଇଶ୍ଵରଚନ୍ଦ୍ର ବନ୍ଦୋପାଧ୍ୟାୟ ବିଦ୍ୟାସାଗର
ଜଗଜୀବନ ରାମ ବାବୁଜୀ
ଇନ୍ଦିରା ଗାନ୍ଧୀ  ପ୍ରିୟଦର୍ଶିନୀ
ଏମ୍ଏସ୍ ଗୋଲୱାଲକର ଗୁରୁଜୀ
ସର୍ବପଲ୍ଲୀ ରାଧାକିଷ୍ଣନ୍  ରାଷ୍ଟ୍ରଗୁରୁ
ଚକ୍ରବର୍ତ୍ତୀ ରାଜା ଗୋପାଳଚାରୀ ରାଜାଜୀ, ସି.ଆର
ସି.ଏନ୍. ଆନାଦୁରାଇ  ଆନ୍ନା
ଟି. ପ୍ରକାଶମ୍ ଆନ୍ଧ୍ରକେଶରୀ
ବିଜୁ ପଟ୍ଟନାୟକ ଭୂମିପୁତ୍ର
ମଧୁସୂଦନ ଦାସ ଉତ୍କଳ ଗୌରବ
 ହରେକୃଷ୍ଣ ମହତାବ ଉତ୍କଳ କେଶରୀ
ଫକୀରମୋହନ ସେନାପତି ବ୍ୟାସକବି
ଶାରଳା ଦାସ ଆଦିକବି
ଗୋପବନ୍ଧୁ ଦାସ ଉତ୍କଳମଣି
ରାଧାନାଥ ରାୟ  କବିବର
ବୀରକିଶୋର ଦାସ  ଜାତୀୟ କବି
ଉପେନ୍ଦ୍ର ଭଞ୍ଜ  କବି ସମ୍ରାଟ୍
କାଳି ଚରଣ ପଟ୍ଟନାୟକ କବିଚନ୍ଦ୍ର
ନନ୍ଦକିଶୋର ବଳ ପଲ୍ଲୀକବି
ପି.ଟି. ଉଷା ଦୌଡରାଣୀ
ମିଖା ସିଂ ଉଡନ୍ତା ଶିଖ
ସଚ୍ଚିନ ତେନ୍ଦୁଲକର ରନ୍ ମେସିନ୍
ସାର୍ ଆଶୁତୋଷ ମୁଖାର୍ଜୀ ବଙ୍ଗଳାର ବାଘ
ଲତା ମଙ୍ଗେସକର   ଭାରତର କୋଇଲି
ସୁନିଲ ଗାଭାସ୍କର ଲିଟିଲ୍ ମାଷ୍ଟର
ପଣ୍ଡିତ ହରିହର ଆଚାର୍ଯ୍ୟ ମହାଶୟ
ସି.ଏଫ୍, ଆୟୁସ୍ ଦୀନବନ୍ଧୁ
ସାମନ୍ତ ଚନ୍ଦ୍ରଶେଖର ମହାମହୋପାଧାୟ ,ପଠାଣୀ ସାମନ୍ତ
ଭୀମଭୋଇ ସନ୍ଥକବି
ରାଧାମୋହନ ଗଡନାୟକ   ଛନ୍ଦକବି
     
   

 

[su_button url=”https://odishasarkariexam.in/wp-content/uploads/2020/03/ଓଡ଼ିଶାର-ଉପାଧିପ୍ରାପ୍ତ-ବ୍ୟକ୍ତି.pdf” target=”blank” style=”3d” background=”#0d4b89″ icon=”icon: file-pdf-o”]PDF ଡାଉନଲୋଡ କରନ୍ତୁ [/su_button]

Leave a comment

Your email address will not be published.