Saturday, June 12, 2021
HomeOdisha GkWorld Important Organization in odia !!! odisha gk pdf

World Important Organization in odia !!! odisha gk pdf

World Important Organization in odia

ନମସ୍କାର ଦସ୍ତୋ, ଆଜିର ପୋଷ୍ଟରେ ଆମେ world important organization (ପୃଥିବୀର ଅନ୍ତର୍ଜାତୀୟ ସଂସ୍ଥା) ବିଷୟରେ ଡିସ୍କସ କରିଛୁ | ଆଶାକରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ | ସେଥି ପାଇଁ ପୋଷ୍ଟ ଟିକୁ ଧ୍ୟାନ ସହିତ ପଢନ୍ତୁ |

ପୃଥିବୀର ଅନ୍ତର୍ଜାତୀୟ ସଂସ୍ଥା

ଆନେଷ୍ଟି ଇଣ୍ଟର ନ୍ୟାସନାଲ୍ (AI) ଲଣ୍ଡନ, ଇଂଲଣ୍ଡ
ଏସିଆନ୍ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ADB)  ମାନିଲା, ଫିଲିପାଇନ୍ସ
ଏସିଆ-ପେସିଫିକ୍ ଇକୋନୋମିକ୍ କୋ-ଅପରେସନ୍ (APEC) ସିଙ୍ଗାପୁର
ଆସୋସିଏଶନ୍ ଅଫ୍ ଏସିଆନ୍ ସଦର୍ଣ୍ଣ ନେସନ୍ (ASEAN) ଜାକର୍ତ୍ତା, ଇଣ୍ଡୋନେସିଆ
ରାଷ୍ଟ୍ରମଣ୍ଡଳ ଦେଶ, (CWN)  ଲଣ୍ଡନ , ଇଂଲଣ୍ଡ
ୟୁରୋପିଆନ୍‌ କାଉନ୍‌ସିଲ୍ (EC) ବୃସେଲ୍ସ, ,ବେଲଜିୟମ୍
ଫିଫା (FIFA)  ଜୁରି, ସୁଇଜରଲ୍ୟାଣ୍ଡ
ଫୁଡ ଆଣ୍ଡ ଏଗ୍ରିକଲଚରାଲ୍ ଅର୍ଗାନାଇଜେସନ୍ (FAO)  ରୋମ, ଇଟାଲି
ଇଣ୍ଟର-ଆମେରିକାନ୍ ଡେଭଲପ୍‌ମେଣ୍ଟ ବ୍ୟାଙ୍କ (IDB) ୱାସିଂଟନ୍,ଆମେରିକା
ଇଣ୍ଟର-ନ୍ୟାସନାଲ୍ ଆଟୋମିକ୍ ଏନର୍ଜି ଏଜେନ୍ତି (IAEA) ଭିଏନା, ଅଷ୍ଟ୍ରେଲିଆ
ଇଣ୍ଟର-ନ୍ୟାସନାଲ୍ ବାସ୍କେଟବଲ୍ ଫେଡେରେସନ୍ (FIBA) ମାଇଜ୍, ସୁଇଜରଲାଣ୍ଡ
ଇଣ୍ଟର-ନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ (ICJ) ଦ ହଗ , ନେଦରଲ୍ୟାଣ୍ଡ
ଇଣ୍ଟର-ନ୍ୟାସନାଲ୍ କ୍ରିକେଟ୍ କାଉନ୍‌ସିଲ୍ (ICC) ଦୁବାଇ,
ଇଣ୍ଟର-ନ୍ୟାସନାଲ୍ ମାରିଟାଇମ୍ ଅର୍ଗାନାଇଜେସନ୍ (IMO) ଲଣ୍ଡନ, ଇଂଲଣ୍ଡ
ଇଣ୍ଟର-ନ୍ୟାସନାଲ୍ ମନିଟାରୀ ଫଣ୍ଡ (IMF) ୱାସିଂଟନ୍, ଆମେରିକା
ଇଣ୍ଟର-ନ୍ୟାସନାଲ୍ ଅଲମ୍ପିକ୍ କମିଟି (IOC) ଲଉସାନି, ସୁଇଜରଲାଣ୍ଡ
 ନନ୍-ଆଲାଇକ୍ ମୁଭମେଣ୍ଟ୍ (NAM) ନିଉୟର୍କ ସିଟି, ଇଂଲଣ୍ଡ
ନର୍ଥ ଆଟ୍ଲାଷ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (NATO) ବ୍ରସିସ୍, ବେଲ୍‌ଜିୟମ୍
ଅର୍ଗାନାଇଜେସନ୍ ଅଫ୍ ପେଟ୍ରୋଲିୟମ୍ ଏକ୍ସପର୍ଟ କଣ୍ଡିଜ୍ (OPEC) ଭିଏନା, ଅଷ୍ଟ୍ରେଲିଆ
ସାଉଥ ଏସିଆନ୍ ଆସୋସିଏସନ୍ ଅଫ୍ ରିଜିଓନାଲ୍ କର୍ପୋରେସନ୍ (SAARC) କାଠମାଣ୍ଡୁ, ନେପାଲ୍
ୟୁନାଇଟେଡ୍ ନେସନ୍‌ସ୍‌ ଇଣ୍ଟରନେସନାଲ୍ ଚିତ୍ରେସ୍ ଏମରଜେନ୍ତି ଫଣ୍ଡ (UNICEF) ନିଉୟର୍କ ସିଟି,ଆମେରିକା
ୟୁନାଇଟେଡ୍ ନେସନ୍‌ସ୍ କଫେରେନ୍ ଅନ୍ ଟ୍ରେଡ୍ ଆଣ୍ଡ ଡେଭଲପମେଣ୍ଟ (UNCTAD) ଜେନିଭା, ସୁଇଜରଲାଣ୍ଡ
ୟୁନାଇଟେଡ୍ ନେସନ୍ସ ଏଜୁକେଶନାଲ, ସାଇଣ୍ଟିଫିକ୍ ଆଣ୍ଡ୍ କଲଚରାଲ୍ ଅର୍ଗାନାଇଜେସନ୍ (UNESCO)  ପ୍ୟାରିସ, ଫ୍ରାନ୍ତି
ୟୁନାଇଟେଡ୍ ନେସନ୍‌ସ୍‌ ଜେନେରାଲ୍ ଆସେମ୍ଭି (UNGA) ନିଉୟର୍କ ସିଟି, ଆମେରିକା
ୟୁନାଇଟେଡ୍ ନେସନ୍‌ସ୍‌ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅରଗାନାଇଜେସନ୍ (UNIDO) ଭିଏନା, ଅଷ୍ଟ୍ରେଲିଆ
ୟୁନାଇଟେଡ୍ ନେସନ୍ସ ଅର୍ଗାନାଇଜେସନ୍ (UNO) ନିଉୟର୍କ ସିଟି, ଆମେରିକା
ୱାର୍ଲଡ ବ୍ୟାଙ୍କ (WB) ୱାସିଂଟନ୍, ଡି.ସି
ୱାର୍ଲଡ ଇକୋନୋମିକ୍‌ ଫୋରମ୍ (WEF) କଲୋଗୀ, ସୁଇଜରଲାଣ୍ଡ
ୱାର୍ଲଡ ହେଲଥ ଅର୍ଗାନାଇଜେସନ୍ (WHO) ଜେନିଭା, ସୁଇଜରଲାଣ୍ଡ
ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍ (WTO) ଜେନିଭା, ସୁଇଜରଲାଣ୍ଡ
   
   

 

[su_posts template=”templates/teaser-loop.php” posts_per_page=”20″ tax_term=”95″ order=”desc”]

[su_button url=”https://odishasarkariexam.in/wp-content/uploads/2020/03/World-Important-Organization-in-odia.pdf” target=”blank” style=”stroked” background=”#0d4b89″ icon=”icon: file-pdf-o”]PDF ଡାଉନଲୋଡ କରନ୍ତୁ [/su_button]

LEAVE A REPLY

Please enter your comment!
Please enter your name here

- Advertisment -

Most Popular