World Important Organization in odia
ନମସ୍କାର ଦସ୍ତୋ, ଆଜିର ପୋଷ୍ଟରେ ଆମେ world important organization (ପୃଥିବୀର ଅନ୍ତର୍ଜାତୀୟ ସଂସ୍ଥା) ବିଷୟରେ ଡିସ୍କସ କରିଛୁ | ଆଶାକରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ | ସେଥି ପାଇଁ ପୋଷ୍ଟ ଟିକୁ ଧ୍ୟାନ ସହିତ ପଢନ୍ତୁ |
ପୃଥିବୀର ଅନ୍ତର୍ଜାତୀୟ ସଂସ୍ଥା
ଆନେଷ୍ଟି ଇଣ୍ଟର ନ୍ୟାସନାଲ୍ (AI) | ଲଣ୍ଡନ, ଇଂଲଣ୍ଡ |
ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ(ADB) | ମାନିଲା, ଫିଲିପାଇନ୍ସ |
ଏସିଆ-ପେସିଫିକ୍ ଇକୋନୋମିକ୍ କୋ-ଅପରେସନ୍ (APEC) | ସିଙ୍ଗାପୁର |
ଆସୋସିଏଶନ୍ ଅଫ୍ ଏସିଆନ୍ ସଦର୍ଣ୍ଣ ନେସନ୍ (ASEAN) | ଜାକର୍ତ୍ତା, ଇଣ୍ଡୋନେସିଆ |
ରାଷ୍ଟ୍ରମଣ୍ଡଳ ଦେଶ, (CWN) | ଲଣ୍ଡନ , ଇଂଲଣ୍ଡ |
ୟୁରୋପିଆନ୍ କାଉନ୍ସିଲ୍ (EC) | ବୃସେଲ୍ସ, ,ବେଲଜିୟମ୍ |
ଫିଫା (FIFA) | ଜୁରି, ସୁଇଜରଲ୍ୟାଣ୍ଡ |
ଫୁଡ ଆଣ୍ଡ ଏଗ୍ରିକଲଚରାଲ୍ ଅର୍ଗାନାଇଜେସନ୍ (FAO) | ରୋମ, ଇଟାଲି |
ଇଣ୍ଟର-ଆମେରିକାନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ (IDB) | ୱାସିଂଟନ୍,ଆମେରିକା |
ଇଣ୍ଟର-ନ୍ୟାସନାଲ୍ ଆଟୋମିକ୍ ଏନର୍ଜି ଏଜେନ୍ତି (IAEA) | ଭିଏନା, ଅଷ୍ଟ୍ରେଲିଆ |
ଇଣ୍ଟର-ନ୍ୟାସନାଲ୍ ବାସ୍କେଟବଲ୍ ଫେଡେରେସନ୍ (FIBA) | ମାଇଜ୍, ସୁଇଜରଲାଣ୍ଡ |
ଇଣ୍ଟର-ନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ (ICJ) | ଦ ହଗ , ନେଦରଲ୍ୟାଣ୍ଡ |
ଇଣ୍ଟର-ନ୍ୟାସନାଲ୍ କ୍ରିକେଟ୍ କାଉନ୍ସିଲ୍ (ICC) | ଦୁବାଇ, |
ଇଣ୍ଟର-ନ୍ୟାସନାଲ୍ ମାରିଟାଇମ୍ ଅର୍ଗାନାଇଜେସନ୍ (IMO) | ଲଣ୍ଡନ, ଇଂଲଣ୍ଡ |
ଇଣ୍ଟର-ନ୍ୟାସନାଲ୍ ମନିଟାରୀ ଫଣ୍ଡ (IMF) | ୱାସିଂଟନ୍, ଆମେରିକା |
ଇଣ୍ଟର-ନ୍ୟାସନାଲ୍ ଅଲମ୍ପିକ୍ କମିଟି (IOC) | ଲଉସାନି, ସୁଇଜରଲାଣ୍ଡ |
ନନ୍-ଆଲାଇକ୍ ମୁଭମେଣ୍ଟ୍ (NAM) | ନିଉୟର୍କ ସିଟି, ଇଂଲଣ୍ଡ |
ନର୍ଥ ଆଟ୍ଲାଷ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (NATO) | ବ୍ରସିସ୍, ବେଲ୍ଜିୟମ୍ |
ଅର୍ଗାନାଇଜେସନ୍ ଅଫ୍ ପେଟ୍ରୋଲିୟମ୍ ଏକ୍ସପର୍ଟ କଣ୍ଡିଜ୍ (OPEC) | ଭିଏନା, ଅଷ୍ଟ୍ରେଲିଆ |
ସାଉଥ ଏସିଆନ୍ ଆସୋସିଏସନ୍ ଅଫ୍ ରିଜିଓନାଲ୍ କର୍ପୋରେସନ୍ (SAARC) | କାଠମାଣ୍ଡୁ, ନେପାଲ୍ |
ୟୁନାଇଟେଡ୍ ନେସନ୍ସ୍ ଇଣ୍ଟରନେସନାଲ୍ ଚିତ୍ରେସ୍ ଏମରଜେନ୍ତି ଫଣ୍ଡ (UNICEF) | ନିଉୟର୍କ ସିଟି,ଆମେରିକା |
ୟୁନାଇଟେଡ୍ ନେସନ୍ସ୍ କଫେରେନ୍ ଅନ୍ ଟ୍ରେଡ୍ ଆଣ୍ଡ ଡେଭଲପମେଣ୍ଟ (UNCTAD) | ଜେନିଭା, ସୁଇଜରଲାଣ୍ଡ |
ୟୁନାଇଟେଡ୍ ନେସନ୍ସ ଏଜୁକେଶନାଲ, ସାଇଣ୍ଟିଫିକ୍ ଆଣ୍ଡ୍ କଲଚରାଲ୍ ଅର୍ଗାନାଇଜେସନ୍ (UNESCO) | ପ୍ୟାରିସ, ଫ୍ରାନ୍ତି |
ୟୁନାଇଟେଡ୍ ନେସନ୍ସ୍ ଜେନେରାଲ୍ ଆସେମ୍ଭି (UNGA) | ନିଉୟର୍କ ସିଟି, ଆମେରିକା |
ୟୁନାଇଟେଡ୍ ନେସନ୍ସ୍ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅରଗାନାଇଜେସନ୍ (UNIDO) | ଭିଏନା, ଅଷ୍ଟ୍ରେଲିଆ |
ୟୁନାଇଟେଡ୍ ନେସନ୍ସ ଅର୍ଗାନାଇଜେସନ୍ (UNO) | ନିଉୟର୍କ ସିଟି, ଆମେରିକା |
ୱାର୍ଲଡ ବ୍ୟାଙ୍କ (WB) | ୱାସିଂଟନ୍, ଡି.ସି |
ୱାର୍ଲଡ ଇକୋନୋମିକ୍ ଫୋରମ୍ (WEF) | କଲୋଗୀ, ସୁଇଜରଲାଣ୍ଡ |
ୱାର୍ଲଡ ହେଲଥ ଅର୍ଗାନାଇଜେସନ୍ (WHO) | ଜେନିଭା, ସୁଇଜରଲାଣ୍ଡ |
ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍ (WTO) | ଜେନିଭା, ସୁଇଜରଲାଣ୍ଡ |
[su_posts template=”templates/teaser-loop.php” posts_per_page=”20″ tax_term=”95″ order=”desc”]
[su_button url=”https://odishasarkariexam.in/wp-content/uploads/2020/03/World-Important-Organization-in-odia.pdf” target=”blank” style=”stroked” background=”#0d4b89″ icon=”icon: file-pdf-o”]PDF ଡାଉନଲୋଡ କରନ୍ତୁ [/su_button]